ଜାତୀୟ

ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କର: କଂଗ୍ରେସ

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକରେ ଶାସକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ମଙ୍ଗଳବାର ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ଦାବି କରିବା ସହ ଭାଜପା ପ୍ରଲୋଭନ ଦେଖାଇବା ଲାଗି ଅର୍ଥବଳ ବ୍ୟବହାର କରୁଛି ବୋଲି...

ସୂତାଖିଅରେ ସରକାର

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କର ଇସ୍ତଫାପତ୍ର ଗ୍ରହଣଯୋଗ୍ୟ ହୋଇ ନ ଥିବା...

ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ

ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୫କୁ ଶେଷ ହେବ। ୪୬ ଦିନ ଚାଲିବାକୁ ଥିବା...

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି ୧୪ ବିଦ୍ରୋହୀ ବିଧାୟକ

ମମ୍ବାଇ,୯।୭: କର୍ନାଟକ ମେଣ୍ଟ ସରକାରର ୧୪ ବିଦ୍ରୋହୀ ବିଧାୟକ ପୁଣେରୁ ୯୦ କିଲୋମିଟର ଦୂରରେ ରହି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି। ସେମାନେ ଦେଇଥିବା ଇସ୍ତଫା ପତ୍ରକୁ ନେଇ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ତାକୁ ଦେଖି ସେମାନେ ଗୋଆ...

ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍‌ସିପି କର୍ମକର୍ତ୍ତା

ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍‌ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ ଡ୍ୟାମ ଭାଙ୍ଗିବା ଉପରେ ମନ୍ତ୍ରୀ ଦେଇଥିବା ବୟାନକୁ ବିରୋଧ କରି ତାଙ୍କ ଘର...

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଇସ୍ତଫା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କ...

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୋମେନ

କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍‌ ପ୍ରଦର୍ଶନ ପାଇଁ ପଶ୍ଚିମ ବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିିତ୍ର ନିଜକୁ ଦାୟୀ କରି ମଙ୍ଗଳବାର ନିଜ...

କେନ୍ଦ୍ର ସରକାରଙ୍କ ଆଡ଼କୁ ଢଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ କେନ୍ଦ୍ରର ଭାଜପା ସରକାରଙ୍କ ଆଡକୁ ଢଲିଥିବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀର ଉନ୍ନତି ପାଇଁ ସେ କେନ୍ଦ୍ର ସରକାରଙ୍କ ସହ ଏକାଠି ହେବାକୁ ସ୍ଥିର କରିଥିବା କୁହାଯାଉଛି। ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥାଠାରୁ...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲିଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୯।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହାକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାକୁ ଦେଖି ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏଥିପାଇଁ ଏକ କାର୍ଯ୍ୟସମିତି ବୈଠକ...

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ ଶାସକକୁ ଟାର୍ଗେଟ କରିଥିବା ବେଳେ ଏବେ ଏହା ଜୋର ଧରିଛି। ମଙ୍ଗଳବାର ଭାଜପା...

ବିଦେଶ ଯିବା ପାଇଁ ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକଙ୍କୁ ନେବାକୁ ପଡ଼ିବ ୧୮ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ,୯।୭: ବଢିଛି ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋୟଲଙ୍କ ଅଡୁଆ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବାଲାଗି ମନା କରି ଦେଇଛନ୍ତି। ଏହାସହ ତାଙ୍କ ବିରୋଧରେ ଜାରି କରାଯାଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର(ଏଲ୍‌ଓସି)କୁ ନେଇ କେନ୍ଦ୍ର...

ବୋମ୍‌ଡିଲାରେ ବାଦଲ ଫଟା ବର୍ଷା: ୮ଶହ ଜଳବନ୍ଦୀ; ବହୁ ନିଖୋଜ

ଇଟାନଗର,୯।୭: ଅରୁଣାଚଳ ପ୍ରଦେଶ ବୋମ୍‌ଡିଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇଛି। ଏହା ଯୋଗୁ ପଶ୍ଚିମ କାମେଙ୍ଗ୍‌ ଜିଲାର ନାଗ-ମନ୍ଦିର ଟେଙ୍ଗା ନିକଟରେ ଥିବା କାସ୍ପି କେନାଲରେ ବନ୍ୟା ଆସିଛି। ଫଳରେ ୮ ଶହରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri