ଜାତୀୟ

‘ଏକନାଥ ଶିନ୍ଦେଙ୍କୁ ଅପମାନ ବରଦାସ୍ତ କରାଯିବ ନାହିଁ,’କୁନାଲଙ୍କୁ ଜିଅନ୍ତା ଜାଳିଦେବାକୁ ଧମକ ଦେଲେ ଇନଫ୍ଲୁଏନ୍ସର

ମୁମ୍ବାଇ,୨୬।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ ଜୋର ଧରିଛି। ଏବେ କୁନାଲ କାମରାଙ୍କୁ ଇନଫ୍ଲୁଏନ୍ସର ଫୈଜାନ ଅନସାରୀଙ୍କ ଠାରୁ ଧମକ ମିଳିଛି। ଫୈଜାନ ଅନସାରୀ କୁନାଲ କାମରାଙ୍କୁ ଜୀଅନ୍ତା ଜାଳି…

‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’, ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ଲକ୍ଷ୍ନୌ,୨୬।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି। ସେ କହିଥିଲେ ଯେ ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି। ଏଏନଆଇ ସହିତ କଥାବାର୍ତ୍ତା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ,୨୬।୩: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌ କରିଛି। କୁହାଯାଉଛି ଯେ ମହାଦେବ ସଟ୍ଟା ଆପ ସମ୍ପର୍କରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କେବଳ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନୁହେଁ, ବରଂ ଭିଲାଇ ବିଧାୟକ…

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ ଏବଂ ସୁରଜ ପଞ୍ଚୋଲିଙ୍କ ନଁାରେ ମାମଲା ରୁଜୁହୋଇଛି। ଦିଶାଙ୍କ ବାପାଙ୍କ ଓକିଲ ନୀଲେଶ ଓଝା…

ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା

ଗୋରଖପୁର (ଉତ୍ତରପ୍ରଦେଶ),୨୬।୩:  ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି। ଏପରି କି କେତେକ କ୍ଷେତ୍ରରେ ସୁଧ ମଧ୍ୟ ଛାଡ଼ କରାଯାଉଛି। ହେଲେ ବେଳେବେଳେ ଏହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ…

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଠିକ୍‌ ଭାବେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି। ଅନେକେ ଫେସବୁକ୍‌ରେ…

ଏଠାରେ ଗୋଟିଏରେ ଗୋଟିଏ ମାଗଣା ମିଳୁଛି ମଦ, ଦୋକାନ ଆଗରେ ଅସମ୍ଭାଳ ଭିଡ଼; ପେଟି ଉଠାଇ ନେଉଛନ୍ତି…

ଲକ୍ଷ୍ନୌ,୨୫।୩: ଉତ୍ତର ପ୍ରଦେଶର ମଦ ପ୍ରେମୀଙ୍କ ପାଇଁ ଭଲ ଦିନ ଆସିଥିବା ଭଳି ମନେ ହେଉଛି। କାରଣ ଏବେ ନୋଏଡା ସମେତ ସମସ୍ତ ଜିଲା ଏବଂ ପ୍ରାୟ ସମସ୍ତ ମଦ ଦୋକାନରେ ରିହାତି ମୂଲ୍ୟରେ ମଦ ବିକ୍ରି ହେଉଛି। ଅର୍ଥାତ ଗୋଟିଏ…

ବିରୋଧୀଙ୍କୁ ଶାହାଙ୍କ ତେର୍ଚ୍ଛାବାଣ: କହିଲେ ‘୧୫-୨୦ ବର୍ଷ ଯାଏ କାହା ନମ୍ବର ଆସିବ ନାହିଁ,ଯାହା କରିବୁ ଆମେ କରିବୁ’

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍‌-୨୦୨୪ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡିବ ଯେ ଗତ ୧୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା…

ନିଶା ଦେଇ ନିର୍ଜନ ସ୍ଥାନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଲେ ଶାଶୁ, ସ୍ତ୍ରୀ

ବେଙ୍ଗାଲୁରୁ,୨୫।୩: ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ହତ୍ୟାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମିଶି ଏହି ଅପରାଧ କରିଛନ୍ତି। ଅଭିଯୁକ୍ତ ତାଙ୍କୁ ଭୁଲାଇ ଫୁସୁଲାଇ ନିଶା…

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ବଜେଟ ଭାଷଣରେ…

ବିବାହର ୨ ସପ୍ତାହ ପରେ ପ୍ରେମିକ ସହିତ ମିଶି ସ୍ୱାମୀକୁ ହତ୍ୟା କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୫ା୩: ବିବାହର ଦୁଇ ସପ୍ତାହ ପରେ, ଉତ୍ତର ପ୍ରଦେଶର ଆଉରିଆ ଜିଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଛନ୍ତି। ପୂର୍ବତନ ପ୍ରେମିକଙ୍କ ସହିତ ଏପରି ଯୋଜନା କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ…

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର RSS ହେଡକ୍ୱାଟର ଯିବେ ମୋଦି, ଜାଣନ୍ତୁ କାହିଁକି ଏହା ସ୍ବତନ୍ତ୍ର

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri