ଉଦିତ ନାରାୟଣନଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ, ୩୦।୭: ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ସେ ପୋଲିସ୍ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, କେହି ଜଣେ ଅଜ୍ଞାତ ବ୍ୟକ୍ତି ବାରମ୍ବାର ଉଦିତ୍ଙ୍କ ଫୋନ୍ କରି ଖରାପ ଭାଷାରେ ଗାଳିଗୁଲଜ କରିବା ସହ...
ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁ ନାହାଁନ୍ତି ରାହୁଲ
ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ ପୂର୍ବରୁ ଏହି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ...
ସନ୍ଧାନୀ କୁକୁରକୁ ଦିଆଗଲା ତୋପ ସଲାମି
ତ୍ରିଶୁର,୩୦।୭: କେରଳ ପୋଲିସର ସନ୍ଧାନୀ କୁକୁର ଥାନ୍ଦେରକୁ ମିଳିଛି ତୋପ ସଲାମି ବା ଷ୍ଟେଟ ଅନର। ଅସୁସ୍ଥ ଥିବା ଥାନ୍ଦେରର ସୋମବାର ମୃତ୍ୟୁ ହୋଇଥିଲା। ଏହାପରେ ତା’ର ମୃତଦେହ ସଂସ୍କାର କରିବା ପୂର୍ବରୁ ତାକୁ କେରଳ ପୋଲିସ ତୋପ ସଲାମି...
ମରାଠା କୋଟା ଆଇନ : ଜରୁରୀ ଶୁଣାଣି ଆବେଦନରବିଚାର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ ଶୁଣାଣି ଆବେଦନର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଜରୁରୀ ଶୁଣାଣିଯୋଗ୍ୟ...
ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ: ଇଞ୍ଜିନିୟରଙ୍କ ଜାମିନ ଆବେଦନ ଖାରଜ
ନାଗପୁର,୩୦ା୭(ପି.ଟି.): ବ୍ରହ୍ମୋସ୍ ଏରୋସ୍ପେସ୍ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲ୍ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିଶାନ୍ତ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ କିଛି ସମ୍ବେଦନଶୀଳ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଗତ ମାସରେ ନାଗପୁର ଜିଲା ଅଦାଲତରେ...
ମେଡିକାଲ କମିଶନ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍ସିଲ (ଏମ୍ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି ଏହି ବିଲ୍ ଅଣାଯାଇଛି। ମେଡିକାଲ ଚିକିତ୍ସା ବିଭାଗରେ ଇନ୍ସ୍ପେକ୍ଟର ରାଜ୍ର ଅବସାନ ଲାଗି...
ମୁକୁଲ ରାୟଙ୍କ ବିରୋଧରେ ଗିରଫ ପରଓ୍ବାନା
କୋଲକାତା,୩୦ା୭(ପି.ଟି.)-ବୁରାବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କଠାରୁ ଜବତ ୧୯ ଲକ୍ଷ ଟଙ୍କା ସହ ଭାଜପା ନେତା ମୁକୁଲ ରୟ ସମ୍ପୃକ୍ତ ଥିବା ଅଭିଯୋଗରେ କୋଲକାତାର ଏକ ଅଦାଲତ ସୋମବାର ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି। ମୁକୁଲ ତଦନ୍ତରେ ସହଯୋଗ...
ଅଗୁସ୍ତା ହେଲିକପ୍ଟର ଦୁର୍ନୀତି: କମଳନାଥଙ୍କ ପୁତୁରା ନେଇଥିଲେ ଲାଞ୍ଚ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଚୁକ୍ତିନାମାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କୁ ଉତ୍କୋଚ ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟଙ୍କୁ ଜଣାଇଛି। ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ଅଦାଲତରେ ସୋମବାର ରାତୁଲଙ୍କ ଆଗୁଆ ଜାମିନ ଆବେଦନର...
୫୮ ପୁରୁଣା ଆଇନ ରଦ୍ଦ ହେବ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ଦେଶରେ ପ୍ରଚଳିତ ୫୮ଟି ପୁରୁଣା ଆଇନକୁ ରଦ୍ଦ କରିବା ଲାଗି ସୋମବାର ଲୋକ ସଭାରେ ବିଲ୍ ଗୃହୀତ ହୋଇଛି। ଏହି ଆଇନ ଜନସାଧାରଣଙ୍କ ପାଇଁ ସୁବିଧାଜନକ ହୋଇ ନ ଥିବାରୁ ସେଗୁଡିକୁ ହଟାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇନ...
ଚିଟ୍ଫଣ୍ଡ୍ ସ୍କିମ୍ରେ ଅଙ୍କୁଶ ଲାଗି ପାର୍ଲାମେଣ୍ଟରେ ବିଲ୍ ପାସ୍
ନୂଆଦିଲ୍ଲୀ, ୩୦ା୭(ପି.ଟି.): ଚିଟ୍ଫଣ୍ଡ୍ ସ୍କିମ୍ରେ ଅଙ୍କୁଶ ଲଗାଇବା ଲାଗି ସୋମବାର ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ବିଲ୍ ପାସ ହୋଇଛି। ଗତ ୨୪ରେ ଲୋକ ସଭାର ଅନୁମୋଦନ ପାଇବା ପରେ ସୋମବାର ରାଜ୍ୟ ସଭାରେ ଭଏସ୍ ଭୋଟ୍ରେ ଏହାକୁ ପାସ୍ କରାଯାଇଛି।...
ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା
ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସୋମବାର ଭାଜପା ବିଧାୟକ କୁଲଦୀପ୍ ସିଂ ସେନ୍ଗାରଙ୍କ ସମେତ ୧୦ ଜଣଙ୍କ...
ଶ୍ରୀନଗର ମସ୍ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ
ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି।...
Archives


