ଜାତୀୟ

ଅନୁଚ୍ଛେଦ ୩୭୦ ଉପରେ ମୁହଁ ଖୋଲି ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେଲେ ରାହୁଲ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଉପରେ ମୁହଁ ଖୋଲି ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗୋଟିଏ ଦିନ ପରେ ମଙ୍ଗଳବାର ନିଜର ମତପୋଷଣ କରିଥିଲେ। ମାତ୍ର ରାହୁଲଙ୍କ ମନ୍ତବ୍ୟ ନିଜ ପାଇଁ ମହଙ୍ଗା ପଡ଼ିଛି।...

ଅଯୋଧ୍ୟା ବିବାଦ: ମସଜିଦ୍‌ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍‌ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍‌କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି କହିଥିଲେ ଯେ, ମୁସଲମାନ୍‌ ଆଇନ ଅନୁସାରେ କୌଣସି ବ୍ୟକ୍ତି ଆଇନ ସଙ୍ଗତ ଅନୁମତି...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ବିଶାଳକାୟ...

ଅନୁଚ୍ଛେଦ ୩୭୦କୁ ନେଇ ମୁହଁ ଖୋଲିଲେ ମମତା

କୋଲକାତା,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସେ ସମର୍ଥନ ଜଣାଉ ନାହାଁନ୍ତି। ତାଙ୍କ ଦଳ ଏଥିପାଇଁ ମତ ମଧ୍ୟ ଦେଇ ନାହିଁ। ମମତା ସମସ୍ତ ରାଜନୈତିକ ଦଳ ଓ କଶ୍ମୀରବାସୀଙ୍କୁ କହିଛନ୍ତି ଯଦି ଅନୁଚ୍ଛେଦ...

ପ୍ରଥମଥର ନୂଆବୋହୂ ହାତ ରନ୍ଧା ଖାଇ ଡାକ୍ତରଖାନାରେ ପୂରା ପରିବାର

ଲକ୍ଷ୍ନୌ,୬।୮:ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ନୂଆବୋହୂର ହାତରନ୍ଧା ପ୍ରଥମଥର ଖାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ପୂରା ପରିବାର। ଖାଦ୍ୟରେ ନିଶା ଔଷଧ ଦେଇ ସମସ୍ତଙ୍କୁ ବେହୋସ୍‌ କରିବା ପରେ ସବୁ ସୁନାଗହଣା, ଟଙ୍କା ନେଇ...

ଦିଲ୍ଲୀ ଭୟାବହ ଅଗ୍ନିକାଣ୍ଡରେ ୬ମୃତ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୮: ଦିଲ୍ଲୀ ଜାକିର ନଗର ସ୍ଥିତ ଥିବା ୪ମହଲା ବିଶିଷ୍ଟ ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ...

ରାହୁଲ ମୁହଁ ଖୋଲିଲେ: ସରକାରଙ୍କ ନିଷ୍ପତ୍ତିି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସୃଷ୍ଟି କରିଛି ବିପଦ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଏହାଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥାର ମଧ୍ୟ...

ଧାରା ୩୭୦କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ: ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା

ନୂଆଦିଲ୍ଲୀ,୬।୮: ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଉପସ୍ଥାପନ...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍‌...

କଶ୍ମୀର ଭାରତର ଅଭିନ୍ନ ଅଙ୍ଗ; ସେଥିପାଇଁ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ: ଶାହ

ନୂଆଦିଲ୍ଲୀ,୬।୮: କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ସେଥିପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ। ମଙ୍ଗଳବାର ଲୋକ ସଭାରେ ଏଭଳି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତେବେ ଏଠାରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚାଇନାର...

ଏବେ ସମାନ ନାଗରିକ ସଂହିତା ଓ ଅଯୋଧ୍ୟା ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ ନଜର !

ନୂଆଦିଲ୍ଲୀ,୬।୮: ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର। ଏବେ ମୋଦି ସରକାର ଦେଶରେ ସମାନ ନାଗରିକ ସଂହିତା ପ୍ରଣୟନ ଏବଂ ଅଯୋଧ୍ୟା ପ୍ରସଙ୍ଗ ଉପରେ ନଜର ରଖିଥିବା କୁହାଯାଉଛି। ଅଯୋଧ୍ୟାରେ ରାମମନ୍ଦିର...

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ ପରି ତୃଣମୂଳ, ଜେଡିୟୁ,ଏସ୍‌ପି ଆଦି ୯ଟି ଦଳ ଏହାକୁ ବିରୋଧ କରୁଛନ୍ତି। ଅପରପକ୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri