ଜାତୀୟ

ସିଏଏ ବିରୋଧୀ ହିଂସା ପାଇଁ ବାହାରୁ ଆସୁଥିଲା ଅର୍ଥ !

ନୂଆଦିଲ୍ଲୀ,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ପଛରେ ଦେଶ ବିରୋଧୀ ଶକ୍ତି ଅଛି ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି)ର ଏକ ରିପୋର୍ଟରେ କୁହାଯାଇଛି କି ସିଏଏକୁ ବିରୋଧ କରି ଦେଶରେ ହିଂସାର ବାତାବରଣ ସୃଷ୍ଟି କରିବାକୁ ବାହାରୁ ଅର୍ଥ ଆସୁଥିଲା।…

ଭାଜପା କର୍ମୀଙ୍କ ଘରେ ଭୋଜନ କରିବାରୁ ଶାହାଙ୍କୁ ଟାର୍ଗେଟ କଲେ ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ,୨୭।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀର ଭାଜପା ମୁଖ୍ୟ ମନୋଜ ତିଓ୍ବାରୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଶାହା ଓ ମନୋଜ ଭୋଜନ କରୁଥିବାର ଦେଖିବାକୁ ମିଳିଛି। ଅପରପକ୍ଷେ ଏହି…

ଶାହିନ ବାଗ ପ୍ରଦର୍ଶନକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ନିର୍ବାଚନ ପ୍ରଚାର ସମୟରେ ପ୍ରାୟ ସବୁ ଦଳ ଶାହିନ ବାଗ ପ୍ରଦର୍ଶନକୁ ନେଇ ପରସ୍ପର ଉପରକୁ…

ଏୟାର ଇଣ୍ଡିଆକୁ ବିକିବା ରାଷ୍ଟ୍ରବିରୋଧୀ, କୋର୍ଟ ଯିବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୨୭।୧: : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଭାଜପା ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ। ସରକାର…

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି ନେଇ ସେ ରୋଗୀଙ୍କର ଚିକିତ୍ସା କରିଥାଆନ୍ତି। ଏହି ସମାଜ ସେବା ପାଇଁ ଏବେ ଡାକ୍ତର…

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର ମ୍ୟାଜିକ୍‌ ଏବଂ ସରକାରଙ୍କ ଚାମ୍‌ଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି। ଅଦନାନଙ୍କ…

କିଏ ସେହି ସାଲ୍ଲୁମାରଡା ଥିମ୍ମାକ୍କା, ଯାହାଙ୍କୁ ମନେପକାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ପ୍ରଥମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ଗତବର୍ଷ ଭାଇରାଲ ହୋଇଥିବା ଏକ ଭିଡିଓ ବିଷୟରେ ଆଲୋଚନା କରି କହିଥିଲେ, ଉକ୍ତ ଭିଡିଓରେ ସାରା ଦେଶ ଦେଖିଛି କେମିତି…

ଭୁଲ ବୁଝାମଣାରେ ପୋଲିଓ ଟିମ୍‌କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଲେ ଲୋକେ

ମିରଟ,୨୭।୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବି ନାଗରିକତ୍ୱ ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ସୃଷ୍ଟି ହେଉଥିବା ବେଳେ ଏଥିପାଇଁ କେତେକଙ୍କ ଜୀବନ ମଧ୍ୟ ଯାଉଥିବାର ନଜର ଆସିଛି। ଇତିମଧ୍ୟରେ…

ନିର୍ଭୟା ମାମଲା: ଆବେଦନର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ୪ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ଭୟରେ ଦିନ ଗଣୁଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶ କୁମାର ସିଂ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ…

୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା

ନୂଆଦିଲ୍ଲୀ,୨୭।୧: ପ୍ରାୟ ୧୩ଲକ୍ଷ ଯବାନଙ୍କୁ ନେଇ ଭାରତୀୟ ସେନା ଧୀରେ ଧୀରେ ତା’ର ଶକ୍ତି ବୃଦ୍ଧି କରୁଛି ବୋଲି ଜଣାପଡିଛି। ସେନା ରକେଟ ଓ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ହାଇ କ୍ୟାଲିବର ଟ୍ୟାଙ୍କ ଓ ଆର୍ଟିଲରି ସେଲସ୍‌ ମଧ୍ୟ ଗଚ୍ଛିତ କରୁଛି।…

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌ ଇମାମାଙ୍କ ପୈତୃକ ବାସଭବନରେ ଚଢାଉ କରାଯାଇଛି। ଏହାପରେ ଏମିତି ଏକ ବୟାନ ସାମ୍ନାକୁ ଆସିଛି…

କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?