ଲାଲା ଲଜପତ ରାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବାଧିନତା ସଂଗ୍ରାମୀ ଲାଲା ଲଜପତ ରାଏଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୋଦି କହିଛନ୍ତି ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ତ୍ୟାଗର କାହାଣୀ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେବ। ମୋଦି ଟୁଇଟ୍ କରି…
ନାଗରିକତ୍ୱ ପାଇଁ ଦେବାକୁ ପଡ଼ିବ ଧର୍ମର ପ୍ରମାଣ
ନୂଆଦିଲ୍ଲୀ,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଅନ୍ତର୍ଗତ ଏବେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଲାଗି ଧର୍ମର ପ୍ରମାଣ ଦେବାକୁ ପଡ଼ିବ। ଏସବୁ ଦେଶରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବା ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, ଜୈନ…
ଶ୍ରୀଲଙ୍କାରେ ହେବ ସୀତାଙ୍କ ମନ୍ଦିର
ଭୋପାଳ,୨୮।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଘୋଷଣା କରିଛନ୍ତି ଶ୍ରୀଲଙ୍କାରେ ମାତା ସୀତାଙ୍କର ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯିବ। ଏହାକୁ ମଧ୍ୟପ୍ରଦେଶ ସରକାର ନିର୍ମାଣ କରିବେ। ଏଥିପାଇଁ ଶୀଘ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରର ଚୁଡାନ୍ତ ନିର୍ମାଣକାର୍ଯ୍ୟ…
କୁକୁର ବେଲ୍ଟରେ କ୍ୟାମେରା
ନୂଆଦିଲ୍ଲୀ, ୨୮।୧: ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଡଗ୍ ସ୍କ୍ବାଡ୍କୁ ନିୟୋଜିତ କରାଯାଇଥାଏ। ତେବେ ଏବେ ଏହି ସ୍କ୍ବାଡ୍ର ପ୍ରତି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇ ସେମାନଙ୍କୁ କାର୍ଯ୍ୟ ଲଗାଯିବ। ଯେଉଁ ସ୍ଥାନକୁ ସୁରକ୍ଷାକର୍ମୀ ଯାଇପାରିବେ ନାହିଁ ସେଠାକୁ କ୍ୟାମେରା ଲାଗିଥିବା କୁକୁର…
୨ ବର୍ଷ ପରେ ଲାଲୁଙ୍କୁ ଭେଟିଲେ ରାବିଡି ଦେବୀ
ରାଞ୍ଚି,୨୮।୧: ଦୀର୍ଘ ୨ ବର୍ଷ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି ସ୍ତ୍ରୀ ରାବିଡି ଦେବୀ। ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ରିମ୍ସ)ରେ ଭର୍ତ୍ତି ଥିବା ଲାଲୁଙ୍କୁ ଭେଟି ତାଙ୍କ ସହ ଘଣ୍ଟାଏ ଧରି ଆଲୋଚନା କରିଛନ୍ତି ରାବିଡି।…
ଆନ୍ଧ୍ରପ୍ରଦେଶରୁ ଉଚ୍ଛେଦ ହେବ ବିଧାନ ପରିଷଦ
ଅମରାବତୀ,୨୮ା୧(ପି.ଟି.): ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବାକୁ ଯାଉଛି। ଏ ନେଇ ରାଜ୍ୟ କ୍ୟାବିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନୁରୂପ ପ୍ରସ୍ତାବ ବିଧାନସଭାରେ ଗୃହୀତ ହେବା ପରେ ଆବଶ୍ୟକ ପଦକ୍ଷେପ ଲାଗି କେନ୍ଦ୍ରକୁ ପଠାଯିବ। ୫୮ ସଦସ୍ୟ ବିଶିଷ୍ଟ…
ବୋଡୋ ଚୁକ୍ତିନାମା ସ୍ବାକ୍ଷର
ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ଅଫ୍ ବୋଡୋଲ୍ୟାଣ୍ଡ (ଏନ୍ଡିଏଫ୍ବି) ଏବଂ ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍ ୟୁନିୟନ (ଏବିଏସ୍ୟୁ) ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ବୋଡୋଲ୍ୟାଣ୍ଡ ରାଜ୍ୟ ଗଠନ…
ତେଜୁଛି ସିଏଏ ବିରୋଧୀ ଆନ୍ଦୋଳନ
ନୂଆଦିଲ୍ଲୀ/କୋଲକାତା/ ଓ୍ବାଶିଂଟନ,୨୮ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଗୃହୀତ ହେବାରେ ଲାଗିଛି। କେରଳ, ପଞ୍ଜାବ, ରାଜସ୍ଥାନ ପରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପନାମା…
ଆର୍ଏସ୍ଏସ୍ ଆତଙ୍କବାଦୀ ସଙ୍ଗଠନ: ଆମ୍ବେଡକରଙ୍କ ଅଣନାତି
କୋଲକାତା,୨୭।୧: ଡା. ବିଆର୍ ଆମ୍ବେଦକରଙ୍କ ଅଣନାତି ରାଜରତ୍ନ ଆମ୍ବେଡକର ରବିବାର କୋଲକାତାରେ ଆର୍ଏସ୍ଏସ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଆର୍ଏସ୍ଏସ୍ ଭାରତର ଆତଙ୍କବାଦୀ ସଙ୍ଗଠନ। ଏହା ଉପରେ ନିଷେଧାଜ୍ଞା ଜାରି କରାଯାଉ। ଜଣେ ସାଧ୍ୱୀ ପ୍ରଧାନମନ୍ତ୍ରୀଙ୍କ ପାଖେ…
ସିଏଏ ବିବାଦ: ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏନ୍ଏଚ୍ଆରସିଙ୍କ ଦ୍ୱାରସ୍ଥ ହେଲେ ପ୍ରିୟଙ୍କା, ରାହୁଲ
ନୂଆଦିଲ୍ଲୀ,୨୭।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଜାତୀୟ ମାନବିକ ଅଧିକାର କମିଶନ(ଏନ୍ଏଚ୍ଆରସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ନେଇ…
ପଶ୍ଚିମବଙ୍ଗରେ ସିଏଏ ବିରୋଧରେ ପାସ୍ ହେଲା ପ୍ରସ୍ତାବ
କୋଲକାତା,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍ ହୋଇଛି। ଏଭଳି ବିରୋଧକୁ ନେଇ ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ହୋଇଯାଇଛି। ଏହା ପୂର୍ବରୁ କେରଳ, ପଞ୍ଜାବ ଓ ରାଜସ୍ଥାନରେ ସିଏଏ ବିରୋଧ ପ୍ରସ୍ତାବ ପାସ୍…
ଫଳ ବିକ୍ରେତା କହିଲେ: ମୋତେ ମିଳିବ ପଦ୍ମଶ୍ରୀ, ସ୍ବପ୍ନରେ ବି ଭାବି ନ ଥିଲି
କେନ୍ଦ୍ର ସରକାର ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥର ପଦ୍ମଶ୍ରୀ ପୁରସ୍କାର ପାଇଁ ଅନେକ ସାଧାରଣ ବ୍ୟକ୍ତି…

