ଜାତୀୟ

ମହଙ୍ଗା ହେଲା ୯୦୦ରୁ ଅଧିକ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ

ନୂଆଦିଲ୍ଲୀ,୧।୪: ଆଜିଠାରୁ, ଅର୍ଥାତ ୧ ଏପ୍ରିଲରୁ ଦେଶରେ ୨୦୨୫-୨୬ ଆର୍ଥିକ ବର୍ଷ ଆରମ୍ଭ ହୋଇଛି ଏବଂ ୯୦୦ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ମଧ୍ୟ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର (୧ ଏପ୍ରିଲ, ୨୦୨୫) ଠାରୁ କାର୍ଯ୍ୟକାରୀ…

ବଳାତ୍କାର ମାମଲାରେ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ, ମୋହାଲି କୋର୍ଟ ଶୁଣାଇଲେ ରାୟ

ମୋହାଲି,୧।୪: ମଙ୍ଗଳବାର ପଞ୍ଜାବର ମୋହାଲି କୋର୍ଟ ପାଦ୍ରୀ ବଜିନ୍ଦର ସିଂହଙ୍କ ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ, ବଜିନ୍ଦର ସିଂହଙ୍କୁ ପଞ୍ଜାବର ମୋହାଲିର ଜିରକପୁରର ଜଣେ ମହିଳାଙ୍କ ବଳାତ୍କାର ମାମଲାରେ ଦୋଷୀ…

ଅଭାବନୀୟ ଘଟଣା: ହସ୍ପିଟାଲ ମୃତ ଘୋଷିତ କରିଥିବା ଶିଶୁକୁ ୨୦୦ ଦିନ ପରେ ଜୀବିତ ଉଦ୍ଧାର କଲେ ମାଆ

ହାଜିପୁର,୧।୪: ପ୍ରାୟ ୨୦୨ ଦିନ ପୂର୍ବେ, ଜଣେ ମହିଳା ତାଙ୍କର ପଞ୍ଚମ ସନ୍ତାନକୁ ଜନ୍ମ ଦେଇଥିଲେ। ତିନି ଝିଅ ଏବଂ ଗୋଟିଏ ପୁଅ ପରେ ଏହି ପୁଅ ଜନ୍ମ ହୋଇଥିଲା। ଜନ୍ମ ହେବାର ମାତ୍ର କିଛି ଘଣ୍ଟା ପରେ, ହସ୍ପିଟାଲର ଡାକ୍ତର…

ହନୁମାନ ଚାଳିଶା ପାଠକରି ୧୪୦ କିଲୋମିଟର ଲମ୍ବା ପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ,୧।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଦ୍ୱାରକାଧୀଶ ତୀର୍ଥଯାତ୍ରାରେ ଅଛନ୍ତି। ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା ପଦଯାତ୍ରା ଆରମ୍ଭ କରିଛନ୍ତି। ଆଜି ଏହି ଯାତ୍ରାର ପଞ୍ଚମ ଦିନ। ସେ ନିଷ୍ପତ୍ତି ନେଇଛନ୍ତି…

ପ୍ରଧାନମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ? ପ୍ରଥମଥର ମୁହଁ ଖୋଲି କହିଲେ, ମୋ ପାଇଁ ରାଜନୀତି…

ଲକ୍ଷ୍ନୌ,୧।୪: ରାଜନୈତିକ ମହଲରେ ଦାବି କରାଯାଉଛି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେବେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହା ସହିତ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜଣେ…

ଉତ୍କଳ ଦିବସର ଶୁଭେଚ୍ଛା: ଓଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦି କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୧।୪: ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି। ପ୍ରତିଟି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ଅନେକ ବରପୁତ୍ରଙ୍କ ଅବଦାନ ଯୋଗୁ ଏହା ସମ୍ଭବ…

UAN ନମ୍ବର ବିନା ବି ଜାଣିପାରିବେ ପିଏଫ୍‌ ଆକାଉଣ୍ଟର ବାଲାନ୍ସ

ନୂଆଦିଲ୍ଲୀ,୧।୪: ଭାରତରେ ଯେତେ ବି ଲୋକ କିଛି ନା କିଛି ସଂସ୍ଥାରେ କାମ କରୁଛନ୍ତି ସମସ୍ତଙ୍କର ଏକ ପିଏଫ ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨% ପିଏଫ ଆକାଉଣ୍ଟରେ ଜମା ହୁଏ। ଏବଂ କମ୍ପାନୀ ଅର୍ଥାତ୍‌ ନିଯୁକ୍ତିଦାତା ମଧ୍ୟ ସମାନ ଅବଦାନ…

ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ ସାଥୀ ବୁଚ ୱିଲମୋର ୫ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍‌ ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ।…

ଜାତୀୟ ଶିକ୍ଷାନୀତିକୁ ନିନ୍ଦାକଲେ ସୋନିଆ

ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍‌ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର ସାମ୍ପ୍ରଦାୟୀକରଣ ଉକ୍ତ ଶିକ୍ଷାନୀତିର ମୁଖ୍ୟ ଏଜେଣ୍ଡା। ଉପରୋକ୍ତ ୩ ‘ସି’ ଏବେ ଭାରତୀୟ ଶିକ୍ଷାକୁ…

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ। ଗତ ସପ୍ତାହରେ ୪ ଦିନିଆ ବେଜିଂ ଗସ୍ତରେ…

ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍‌ଘାତ

ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ ୟୁରୋପିଆନ ସୋସାଇଟି ଅଫ୍‌ କାର୍ଡିଓଲୋଜି ପକ୍ଷରୁ କରାଯାଇଥିବା ‘ଇଏଚ୍‌ଆର୍‌ଏ ୨୦୨୫ କଂଗ୍ରେସ’ କାର୍ଯ୍ୟକ୍ରମରେ ଏନେଇ…

ନିଶା ସେବନକୁ ବିରୋଧ କରିବାରୁ: ସ୍ତ୍ରୀ, ୫ବର୍ଷର ପୁଅଙ୍କୁ ହତ୍ୟା

ଷଢ଼େଇକଳା (ଝାଡ଼ଖଣ୍ଡ),୧।୪: ନିଶା ସେବନ କରିବା ନିଜର କ୍ଷତି ସହ ଅନେକ ସମୟରେ ବହୁ ପରିବାରରେ ଅଶାନ୍ତି ସୃଷ୍ଟିର ମୂଳ କାରଣ ପାଲଟିଥାଏ। ଏପରି କି ନିଶା ସେବନ କରୁଥିବା ବ୍ୟକ୍ତି ନିଜର ହିତାହିତ ଜ୍ଞାନ ଭୁଲିଯାଇ ବଡ଼ ଅଘଟଣ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri