ଜାତୀୟ

ସଂସ୍କୃତକୁ ମୃତ ଭାଷା କହିଲେ ମାରାନ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଡିଏମ୍‌କେ ନେତା ଦୟାନିଧି ମାରାନ ସଂସ୍କୃତକୁ ଏକ ମୃତ ଭାଷା କହି ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବାରୁ ଏହାକୁ ନେଇ ଲୋକ ସଭାରେ ଉତ୍ତେଜନା ଦେଖାଦେଇଥିଲା। ଏଭଳି ମନ୍ତବ୍ୟ ପାଇଁ ମାରାନ କ୍ଷମା ମାଗନ୍ତୁ ବୋଲି ଶାସକ…

ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍‌ରୁ ବିଭିନ୍ନ ସ୍ଲୋଗାନ୍‌ ଦେଇ ବିକ୍ଷୋଭ ଆରମ୍ଭକରିବା ସହ ପାର୍ଲାମେଣ୍ଟ ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ…

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତବର୍ଷ ଡିସେମ୍ବର ୧୫ରୁ ଦିଲ୍ଲୀର ଶାହିନବାଗ୍‌ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫୪ଟି ରେ ଆଗୁଆ ରହିଥିବାବେଳେ ଭାଜପା ୧୫ ଏବଂ…

ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁମୋଦନର…

କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ତିରୁଭାନନ୍ଥପୁରମ୍‌,୧୦।୨: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ମହିଳାଙ୍କ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। ସେ ଏବେ ରୋଗମୁକ୍ତ ହେଉଥିବା ଜଣାପଡ଼ିଛି। ନିକଟରେ କେରଳସ୍ଥିତ ଜାତୀୟ ଭୁତାଣୁବାହକ ରୋଗ ଅନୁସଂନ୍ଧାନ ପ୍ରତିଷ୍ଠାନ (ଏନଆଇଭି)ରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ସେଠାରେ…

ସିଏଏ, ଏନ୍‌ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେତେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଛାତ୍ରମାନଙ୍କ…

ଆତଙ୍କବାଦୀଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ପର୍କକୁ ନେଇ ସମନ ଜାରି କଲା ଏନ୍‌ଆଇଏ

ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ମହମ୍ମଦ ସରୁରୀଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)କୁ ସୂଚନା ମିଳିଛି। ଏନେଇ ପଚରାଉଚୁରା ପାଇଁ ସୋମବାର ଗୁଲାମଙ୍କୁ ଏନ୍‌ଆଇଏ ପକ୍ଷରୁ ସମନ ଜାରି କରାଯାଇଛି। ଏହାପୂର୍ବରୁ…

କୃଷକଙ୍କ ସମସ୍ୟାକୁ ନେଇ ୬ଟି ରାଲିରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ୬ଟି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ ରାଲି କୃଷକଙ୍କ ସମସ୍ୟାକୁ ନେଇ ଆୟୋଜିତ କରାଯାଇଥିବା ଜଣାପଡିଛି। ପ୍ରଥମେ ବସ୍ତିରୁ ଏହି ରାଲି ଫେବୃୟାରୀ ୨୩ରେ…

ଗାର୍ଗି କଲେଜ ଘଟଣାକୁ ନିନ୍ଦା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୨: ଆମ ଆଦମୀ ପାଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଟୁଇଟ୍‌ କରି ଗାର୍ଗି କଲେଜରେ ଛାତ୍ରୀଙ୍କୁ କରାଯାଇଥିବା ଦୁର୍ବବ୍ୟହାର ଘଟଣାର ନିନ୍ଦା କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ସହ ଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ…

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି। ବିହାରର ଜମୁଇରୁ ନଓ୍ବାଡାକୁ ତାଙ୍କ ରାଲି ଯାଉଥିବା ବେଳେ ରାସ୍ତାରେ କେହି ଦୁର୍ବୃତ୍ତ ଅଣ୍ଡା…

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?