ଜାତୀୟ

ଝାଡ଼ଖଣ୍ଡରେ ୬୩% ମତଦାନ: ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ରାଞ୍ଚି, ୩୦ା୧୧ : ଝାଡ଼ଖଣ୍ଡ ବିଧାନସଭା ଲାଗି ହେଉଥିବା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ମତଦାନ ହାର ୬୨.୮୭ ପ୍ରତିଶତ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ ଜିଲାରେ ୧୩…

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା ଦେଖାଦେଇଥାଏ। ଏହାଯୋଗୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ସେହିପରି ଏଭଳି ଶୋଇବା ଅଭ୍ୟାସ ଯୋଗୁ ଖାଦ୍ୟ…

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି ପିଆଜର ବ୍ୟବହାରକୁ କମ୍‌ କରି ଦିଆଯାଇଛି। ବେଙ୍ଗାଲୁରୁର ଅଧିକାଂଶ ରେସ୍ତୋରାଁରେ ଏବେ ଆଉ ପିଆଜ…

ଉଦ୍ଧବଙ୍କୁ ମିଳିଲାନି ଭାଇ ରାଜ ଠାକରେଙ୍କ ଭୋଟ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ। ତାଙ୍କ ସପକ୍ଷରେ ୧୬୯ଭୋଟ ଆସିଥିବା ବେଳେ ଏବେ ସେ ତାଙ୍କ କ୍ୟାବିନେଟ ବିସ୍ତାର କରିବାର ରାସ୍ତା ସଫା ହୋଇଗଲା ବୋଲି ଆଲୋଚନା ହେଲାଣି। ସବୁଠାରୁ ବଡକଥା…

ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି। ଏହାରି ଭିତରେ ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନକେନ୍ଦ୍ର ବାହାରେ କଂଗ୍ରେସ ଓ…

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯ ବିଧାୟକ ଉଦ୍ଧବ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ସରକାରଙ୍କ ବିପକ୍ଷରେ କୌଣସି ସଦସ୍ୟ ଭୋଟ…

ଅଜିତ୍‌ ପାଓ୍ବାର ହେବେ ଉପମୁଖ୍ୟମନ୍ତ୍ରୀ: ଡିସେମ୍ବର ୧୬ରୁ ଶୀତ ଅଧିବେଶନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଖୁବ୍‌ ଶୀଘ୍ର ଅଜିତ୍‌ ପାଓ୍ବାର ଶପଥ ନେବାର ଚର୍ଚ୍ଚା ହେଉଛି। ସେହିପରି ନୂଆ ସରକାରଙ୍କୁ ନେଇ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୧୬ରୁ…

କାର୍‌ ମାଲିକ ନାଁରେ କଟିଲା ସବୁଠାରୁ ଅଧିକ ଟଙ୍କାର ଚାଲାଣ

ଅହମ୍ମଦାବାଦ,୩୦।୧୧: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପୋଲିସ ଲୋକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାଲାଣ କାଟିବା ଆରମ୍ଭ କରିଛି। ପ୍ରତିଦିନ ଅଧିକରୁ ଅଧିକ ଟଙ୍କାର ଚାଲାଣ ଆଦାୟ କରାଯାଉଥିବା ଖବର ସାମ୍ନାକୁ ଆସୁଛି। କିନ୍ତୁ ଗୁଜରାଟର…

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂ ପାଇଁ ପଞ୍ଜାବ ଯାଇଥିବା ବେଳେ ସ୍ବର୍ଣ୍ଣ ମନ୍ଦିର ପହଞ୍ଚିଛନ୍ତି। ସେଠାରେ…

ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର

ଗୁଆହାଟୀ,୩୦।୧୧: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ରାଜ୍ୟର ପବ୍ଲିକ୍‌ ଓ୍ବାର୍କ୍ସ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ହଜେଲାଙ୍କ ବିରୋଧରେ ବ୍ୟାପକ ଅର୍ଥ ହେରଫେର୍‌ ହୋଇଥିବା ଅଭିଯୋଗ କରାଯାଇଛି। ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ…

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ଶନିବାର ମଧ୍ୟାହ୍ନରେ ସେ ବହୁମତ ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥାତ୍‌…

ଭାଜପାରେ ଯୋଗଦେଲେ ତାମିଲ କଳାକାର

ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଭାଜପା ସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri