ଜାତୀୟ

ଫଡ୍‌ନବିସଙ୍କ ନାଁରେ ସମନ ଜାରି କଲେ ନାଗପୁର କୋର୍ଟ

ନାଗପୁର,୨୯।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନାଁରେ ନାଗପୁରର ଏକ କୋର୍ଟ ଦ୍ୱାରା ସମନ ଜାରି କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ସମୟରେ ସେ ଯେଉଁ ଶପଥପତ୍ର ଦାଖଲ କରିଥିଲେ ସେଥିରେ ସେ ୨ଟି ଆପରାଧିକ ମାମଲାର ସୂଚନା ଦେଇ…

ଗୃହରେ କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶ ଭକ୍ତ କହି ବିବାଦ ଘେରକୁ ଆସିଥିବା ଏମ୍‌ପି ପ୍ରଜ୍ଞା ଠାକୁର ଶୁକ୍ରବାର ଲୋକ ସଭାରେ କ୍ଷମା ମାଗିଛନ୍ତି। ମୋ ମନ୍ତବ୍ୟକୁ ବିରୋଧୀମାନେ ଅତିରଞ୍ଜିତ କରୁଛନ୍ତି ବୋଲି ପ୍ରଜ୍ଞା କହିଛନ୍ତି। ସେ କ୍ଷମା…

ମହିଳା ଡାକ୍ତରଙ୍କୁ ଜାଳିଦେଲେ, ନ୍ୟାୟ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ୍‌ ଆରମ୍ଭ

ହାଇଦ୍ରାବାଦ,୨୯।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଦନଗର ଅଞ୍ଚଳରୁ ଜଣେ ମହିଳା ଡାକ୍ତରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ପୋଲିସ୍‌ ମାମଲାର ଯାଞ୍ଚ୍‌ ପାଇଁ…

ମଧ୍ୟାହ୍ନ ଭୋଜନ କ୍ଷୀରରେ ପାଣି ମିଶାଇବା ଘଟଣା: ୨ ନିଲମ୍ବିତ

ଲକ୍ଷ୍ନୌ,୨୯।୧୧: କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ହେଲେ ସେ ସବୁ ଯୋଜନା କାର୍ଯ୍ୟକାରୀ ନ ହୋଇ ବାଟବଣା ହେବାରେ ଲାଗିଛି। ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ ଅନ୍ୟତମ। ପ୍ରତିଦିନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ…

ମହାରାଷ୍ଟ୍ର ପରେ ଗୋଆରେ ବି ଭାଜପାକୁ ଝଟ୍‌କା ଦେବ ଶିବସେନା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବା ପରେ ପୁରୁଣା ବନ୍ଧୁ ଭାଜପାକୁ ଆଉ ଏକ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା। ଦଳର ପ୍ରବକ୍ତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଓ୍ବତ ଏନେଇ ଇସାରା ଦେଇଛନ୍ତି।…

ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଥିବା…

ମୋଦିଙ୍କୁ ପ୍ରଶଂସା କଲା ଶିବସେନା: ଏବେ ଠାକ୍‌ରେ-ମୋଦି ଭାଇଭାଇ

ମୁମ୍ବାଇ,୨୯।୧୧: ଶେଷରେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ଶିବସେନା-ଏନସିପି ଏବଂ କଂଗ୍ରେସ ମିଶି ରାଜ୍ୟକୁ ଏକ ମଜଭୁତ ସରକାର ଦେବା ପାଇଁ ଶପଥ ନେଇଛନ୍ତି। ଗତ କିଛିଦିନ ହେବ ଶିବସେନା ମୁଖପତ୍ର ‘ସାମ୍‌ନା’ରେ ପ୍ରତିଦିନ ମୋଦି ସରକାରକୁ…

ଭାଜପା ବିଧାୟକ କହିଲେ, ପ୍ରଜ୍ଞାଙ୍କୁ ସଲାମ, ଗଡ୍‌ସେ ହେଉଛନ୍ତି ଅସଲ ଦେଶଭକ୍ତ

ଗୁଆହାଟୀ,୨୯।୧୧: ଭାଜପା ଏମ୍‌ପି ସ୍ବାଧୀ ପ୍ରଜ୍ଞା ଠାକୁର ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହିଛନ୍ତି। ଆସାମର ଭାଜପା ବିଧାୟକ ଶିଲାଦିତ୍ୟ ଦେବ ପ୍ରଜ୍ଞାଙ୍କୁ ସପକ୍ଷରେ ମତ ଦେଇ ଗଡ୍‌ସେଙ୍କ ଅସଲ ଦେଶଭକ୍ତ…

ମଧ୍ୟାହ୍ନ ଭୋଜନ: ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଗଲା ମାତ୍ର ୧ ଲିଟର କ୍ଷୀର

ସୋନଭଦ୍ର,୨୯।୧୧: ଉତ୍ତର ପ୍ରଦେଶ ସୋନଭଦ୍ରର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଚକିତ ଘଟଣା ଘଟିଛି। ସ୍କୁଲରେ ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଯାଇଛି ମାତ୍ର ୧ ଲିଟର କ୍ଷୀର। କ୍ଷୀରରେ ପାଣି ମିଶାଯାଇ ପିଲାଙ୍କୁ ଦିଆଯାଇଥିବା ଅଭିଯୋଗ…

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା…

ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ବୈଠକ:ରାୟଗଡ଼ ଲାଗି ୨୦କୋଟି ମଞ୍ଜୁର

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ ଦୁର୍ଗର ସଂରକ୍ଷଣ ଲାଗି ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।…

ମେଣ୍ଟ ସରକାରର ସିଏମ୍‌ପି:କୃଷି ଋଣଛାଡ଼କୁ ଗୁରୁତ୍ୱ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ବିକାଶ ଅଘାଡ଼ି ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri