ଜାତୀୟ

ଦେଇଥିବା କଥା ରଖିବ ଭାଜପା: ରାଜନାଥ

ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ…

ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ହେଲେ ଉଦ୍ଧବ, ଫଡନବିସଙ୍କୁ ବିରୋଧି ଦଳ ନେତା ବୋଲି…

ଉତ୍ତରପ୍ରଦେଶରେ ହେବ ଗାଈ ସଫାରି: ରହିବେ ବୁଲା ଗାଈ

ଲକ୍ଷ୍ନୌ,୧।୧୨: ଉତ୍ତରପ୍ରଦେଶରେ ଗାଈ ସଫାରି କରାଯିବା। ଏନେଇ ରାଜ୍ୟ ଦୁଗ୍ଧ ବିକାଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ସିଂ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ଏଠାରେ ବୁଲା ଗାଈଗୋରୁଙ୍କୁ ରଖାଯିବ। ଏଥିପାଇଁ ଜମି ଚିହ୍ନଟ କରିବାକୁ ମନ୍ତ୍ରୀ ନିଜ ବିଭାଗର…

ମହାରାଷ୍ଟ୍ର ଭାଜପାରେ ଫାଟ ଆଶଙ୍କା: ପଙ୍କଜା ମୁଣ୍ଡେ ସୋସିଆଲ୍‌ ମିଡ଼ିଆରେ ଶକ୍ତି ପ୍ରଦର୍ଶନର ଦେଲେ ସଙ୍କେତ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ଭାଜପାରେ ଆଗାମୀ ଦିନରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥିବା ଚର୍ଚ୍ଚା ହେଉଛି। ଗୋପିନାଥ ମୁଣ୍ଡେଙ୍କ ଝିଅ…

ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩୨ ରାଷ୍ଟ୍ରୀୟ ରାଇଫଲସ୍‌, ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ ଏବଂ ସିଆର୍‌ପିଏଫ୍‌ ୯୨ ବାଟାଲିୟନ୍‌ ଯବାନଙ୍କ…

ଅନ୍ଧବିଶ୍ୱାସ: ୮ ବର୍ଷରେ ଆସାମରେ ୧୦୭ ଜଣଙ୍କୁ କରାଯାଇଛି ହତ୍ୟା

ଗୁଆହାଟୀ,୧।୧୨: ଆସାମରେ ଗତ ୮ ବର୍ଷ ମଧ୍ୟରେ ୧୦୭ ଜଣଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହତ୍ୟା କରାଯାଇଛି। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟଓ୍ବାରୀ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟିକା ନନ୍ଦିତା ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ…

ପିଆଜ ଏବେ ଡାଳିମ୍ବ ହୋଇଯାଇଛି: ଲାଲୁ

ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ ନେଇ ବିରୋଧୀ ଶାସକ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଏବେ ବିହାରରେ ଖୁଚୁରା ପିଆଜ ଦାମ୍‌…

ବିରୋଧୀ ଦଳ ନେତା ହେଲେ ଫଡ଼ନବିସ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଶାସନ ଭାର ହାତକୁ ନେଇଛି। ଏଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିସ ରବିବାର ବିରୋଧୀଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଫଡନବିସ ବିରୋଧୀ…

ଶହୀଦ ପରିବାରଙ୍କୁ ଶସ୍ତାରେ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ,୧।୧୨: ସୀମା ସୁରକ୍ଷା ବଳ(ବିଏସ୍‌ଏଫ)ର ୫୫ ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ସରକାର ଶହୀଦ ପରିବାରଙ୍କୁ ବଡ ଉପହାର ଦେଇଛନ୍ତି। ଡିସେମ୍ବର ୧ ସ୍ଥାପନା ଦିବସରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏମିତି ସୂଚନା…

୧୦ ମାସରେ ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି: ଦଣ୍ଡକାରଣ୍ୟରେ ସର୍ବାଧିକ

ରାୟପୁର,୧।୧୨: ଗତ ୧୦ ମାସରେ ଦେଶର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସର୍ବାଧିକ ୬୦ ପ୍ରତିଶତ ଅର୍ଥାତ୍‌ ୭୮ ମାଓବାଦୀଙ୍କ ଏନ୍‌କାଉଣ୍ଟର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଛି। ୨୦୧୮ ଡିସେମ୍ବରରୁ ୨୦୧୯…

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ ପଦ ନେବା ସହିତ ସର୍ବାଧିକ ୧୬ ମନ୍ତ୍ରଣାଳୟ ନେବ। ଅପରପକ୍ଷରେ ଶିବସେନା ପାଖରେ ଉପମୁଖ୍ୟମନ୍ତ୍ରୀ…

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ରବିବାର ସକାଳେ ସେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri