ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍: ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ
ନୂଆଦିଲ୍ଲୀ,୧୦ା୧୨(ପ.ଟି.): ସୋସିଆଲ୍ ମିଡିଆକୁ ଆଧାର, ପାନ୍ କିମ୍ବା ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହା ଦ୍ୱାରା ସାଧାରଣ ଆକାଉଣ୍ଟଧାରୀଙ୍କ ତଥ୍ୟ ବିଦେଶକୁ ଚାଲିଯିବ ବୋଲି ଅଦାଲତ କହିଛନ୍ତି। ମୁଖ୍ୟ…
ନାଗରିକତ୍ୱ ବିଲ୍କୁ ବିରୋଧ
ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଲୋକ ସଭାରେ ବିପକ୍ଷ ଦଳଗୁଡିକର ଜୋର୍ଦାର ବିରୋଧ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ…
ଆଧାର-ରାଶନ କାର୍ଡ ଲିଙ୍କ୍: କ୍ଷୁଧାମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ, ୧୦।୧୨(ଆଇଏଏନ୍ଏସ୍):ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ଅଭିଯୋଗ ସମାଧାନ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟକୁ ନୋଟିସ ଜାରି କରିଛନ୍ତି। କାହାକୁ ଭୋକିଲା ରଖାଯିବା କେହି ଚାହାନ୍ତି ନାହିଁ ବୋଲି ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଏସ୍.ଏ.…
ନାଗରିକତ୍ୱ ବିଲ୍ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ
ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍କୁ ନେଇ ୧୨ ଘଣ୍ଟା ଧରି ଜୋର୍ଦାର ବିତର୍କ ପରେ ଏହା ନିମ୍ନ ସଦନର ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଭୋଟ ପଡିଥିବାବେଳେ ବିପକ୍ଷରେ…
ଜୋରଜବରଦସ୍ତି ପାର୍ଲାମେଣ୍ଟକୁ ଭିତରକୁ ପଶିବାକୁ ଚେଷ୍ଟା କଲେ ସଂଦିଗ୍ଧ ବ୍ୟକ୍ତି
ନୂଆଦିଲ୍ଲୀ,୯।୧୨: ସୋମବାର ଜଣେ ସଂନ୍ଦିଗ୍ଧ ବ୍ୟକ୍ତି ପାର୍ଲାମେଣ୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ପାର୍ଲାମେଣ୍ଟର ଶୀତ ଅଧିବେଶନ ଚାଲିଥିବାବେଳେ ବିନା କାଗଜ ପତ୍ରରେ ସେ ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ…
ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ, ୪୫ ମିନିଟ୍ ଧରି ଚାଲିଲା କଥାବାର୍ତ୍ତା
ରୋହତକ,୯।୧୨: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ରୋହତକ ଦୁନାରିଆ ଜେଲରେ ଭେଟିଛନ୍ତି ତାଙ୍କ ପାଳିତ କନ୍ୟା ହନିପ୍ରୀତ। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା। ରାମ ରହିମଙ୍କୁ ଜେଲ୍ ହେବା ପରେ…
ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କଲେ ଜଗନ ରେଡ୍ଡୀ, କହିଲେ ମୋର ବି ଅଛନ୍ତି ଦୁଇଟି ଝିଅ
ହାଇଦ୍ରାବାଦ,୯।୧୨:ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ରେଡ୍ଡୀ ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ପୋଲିସକୁ ପ୍ରଶଂସା କରିଛନ୍ତି। ଆନ୍ଧ୍ର ପଦେଶ ବିଧାନସଭାରେ ଏକ ଚର୍ଚ୍ଚା ଉପରେ ମତ ରଖି ଜଗନ କହିଛନ୍ତି, ମୁଁ…
ଦେଶର ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ
ନୂଆଦିଲ୍ଲୀ,୯।୧୨: ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନ ପାଇଁ ମଞ୍ଜୁରୀ ମିଳିଛି। ଦେଶର ଏହି ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ। ସରକାର ପାଇଲଟ ପ୍ରୋଜେକ୍ଟ ପରେ ଆନ୍ଧ୍ରପ୍ରଦେଶର କାଲିକିରି, କର୍ନାଟକର କୋଡାଗୁ ଏବଂ ବିଜାପୁର, ଉତ୍ତରାଖଣ୍ଡର ଘୋରାକଲ, ମହାରାଷ୍ଟ୍ରର ଚନ୍ଦ୍ରପୁରରେ…
ପୁଞ୍ଛ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ପୁଞ୍ଛ ଜିଲାର ଶାହପୁରରେ ସୋମବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ସେନା କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ କରିଛି। ଏହାର ପ୍ରତି ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି।…
ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍ୟୁ ଛାତ୍ର-ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏହି ଶୋଭାଯାତ୍ରାକୁ ଆଗକୁ ବଢ଼ିବାକୁ ନ ଦେବା ପାଇଁ…
ସୋନିଆଙ୍କ ଜନ୍ମଦିନରେ କଂଗ୍ରେସ କର୍ମୀଙ୍କୁ ପିଆଜ ଉପହାର ଦେଲେ ମୁଖ୍ୟମନ୍ତ୍ରୀ
ପୁଡୁଚେରୀ,୯।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସୋମବାର ୭୩ ତମ ଜନ୍ମଦିବସ ଥିଲା। ହେଲେ ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ସେଥିପାଇଁ ସେ ଏଥର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା…
ବିଧାୟକ ଦଳ ନେତାରୁ ଇସ୍ତଫା ଦେଲେ ସିଦ୍ଧରମୟା
ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ସୁଦ୍ଧା ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି। ତେଣୁ ଭାଜପା ଖାତାକୁ ୧୨ ଆସନ ଯାଉଥିବା ବେଳେ କଂଗ୍ରେସକୁ…
Archives


