ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର
ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ ରେକର୍ଡ କରିଛନ୍ତି। ଏହାକୁ ନେଇ ଶେଷଥର ପାଇଁ ନେଦଲାଣ୍ଡସର ଗୋଟିଏ ସ୍କୁଲର ପ୍ରାୟ ୨ହଜାର…
ଗିରଫ ହେଲେ ଶରଜିଲ
ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍ବ୍ରାଞ୍ଚ ଟିମ୍ ଓ ବିହାର ପୋଲିସର ମିଳିତ ଅଭିଯାନରେ ଜହାନାବାଦରୁ ଶରଜିଲଙ୍କୁ ମଙ୍ଗଳବାର ଦ୍ୱିପ୍ରହରରେ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ଗିରଫ…
‘ଅପରେଶନ୍ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ
ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍ ଜେନେରାଲ କନଓ୍ବଲ୍ଜିତ୍ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ ‘ଅପରେଶନ୍ ମା’ ଦ୍ୱାରା ୫୦ ଯୁବକ ଆତଙ୍କବାଦ ରାସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି। ମା’ଙ୍କ…
ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା
ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍ ବିରଳା ଏବଂ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି। ଉଭୟଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି। ପୂର୍ବରୁ ଓମ୍ ବିରଳାଙ୍କୁ ସିଆଇଏସ୍ଏଫ୍ ସୁରକ୍ଷା…
ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ
ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି ଯଦି କେନ୍ଦ୍ର ସରକାର ଅଦନାନଙ୍କୁ ଭାରତୀୟ ନାଗରିକତା ଓ ପଦ୍ମଶ୍ରୀ ଦେଇପାରୁଛନ୍ତି ତେବେ ଅନ୍ୟ…
ଦେଶରେ ହିଂସା ସୃଷ୍ଟି କରୁଛନ୍ତି ମୋଦି ସରକାର: ରାହୁଲ
ଜୟପୁର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସେ ରାଜସ୍ଥାନ ଜୟପୁରରେ ଯୁବ ଆକ୍ରୋଶ ରାଲିରେ ଯୋଗଦେଇ କହିଛନ୍ତି ଯେ, ମୋଦି ସରକାର ଦେଶରେ ହିଂସା ସୃଷ୍ଟି କରୁଛନ୍ତି। ଭାରତ ବଡ଼…
ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି
ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ ସମର…
ଦିଲ୍ଲୀର ଏମ୍ପି ଆସନ ସଂଖ୍ୟାକୁ ନେଇ ଟ୍ରୋଲ୍ ହେଲେ ଶାହା
ନୂଆଦିଲ୍ଲୀ,୨୮।୧: ଦିଲ୍ଲୀକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏମିତି ଏକ ଟୁଇଟ୍ କରିଛନ୍ତି ଯାହାକୁ ନେଇ ସେ ଏବେ ଟ୍ରୋଲ୍ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରି ଶାହା ଏହି ଟୁଇଟ୍ କରିଥିବା ବେଳେ ନିଜେ…
ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର
ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର ରିଜର୍ଭ ଆଣ୍ଡ ନ୍ୟାଶନାଲ ପାର୍କରେ ବିୟରଙ୍କ ସହ ରଜନୀକାନ୍ତଙ୍କ ଶୁଟିଂ ଆରମ୍ଭ ହୋଇଛି। ଏନେଇ…
ଅଟୋରେ ‘ଆଇ ଲଭ୍ କେଜରିଓ୍ବାଲ’ ଲେଖା ହୋଇଥିବାରୁ କଟିଲା ଚାଲାଣ: ହାଇକୋର୍ଟ ମାଗିଲେ ଜବାବ
ନୂଆଦିଲ୍ଲୀ,୨୮।୧: ଅଟୋରେ ‘ଆଇ ଲଭ୍ କେଜରିଓ୍ବାଲ’ ଷ୍ଟିକର ଲଗାଯିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଦିଲ୍ଲୀ ସରକାର, ଟ୍ରାଫିକ୍ ପୋଲିସ ଓ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ସୂଚନାଯୋଗ୍ୟ,…
ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ
ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ ଶିକ୍ଷୟିତ୍ରୀଙ୍କୁ ବିବାହ ପାଇଁ ଯାଉଥିବା କନ୍ୟାଙ୍କୁ ସଜାଇବା ଦାୟିତ୍ୱ ମିଳିବା ଘଟଣା ଚର୍ଚ୍ଚାକୁ ଆସିଛି।…
କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ
ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର ମହିଳା କମିଶନ ଓ ମୁମ୍ବାଇର ଅମ୍ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
Archives


