କୋଲକତାରୁ ବନ୍ଦ ହେଲା ବିମାନ ସେବା
କୋଲକତା,୯।୧୧: ବାତ୍ୟା ‘ବୁଲବୁଲ’ ଶନିବାର ପଶ୍ଚିମବଙ୍ଗ ପାର କରି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ବର୍ଷା ସହ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି…
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ
ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ ଏମିତି ଏକ ରାୟକୁ ଅପେକ୍ଷା ଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଏହାକୁ…
ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର
ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏହି ରାୟ ଦ୍ୱାରା ଦୀର୍ଘ ଦିନ ଧରି ଜାରି ରହିଥିବା…
ପଞ୍ଚ ନ୍ୟାୟାଧୀଶ: ଦେଶକୁ ବାନ୍ଧିଲେ ଏକତା ରଜ୍ଜୁରେ
ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିଛି। ଦେଶରେ ପୁଣି ସୃଷ୍ଟି ହୋଇଛି ଶାନ୍ତିର ବାତାବରଣ। ଦେଶବାସୀଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିବା ପଞ୍ଚ ନ୍ୟାୟଧୀଶ ସବୁଦିନ ପାଇଁ ଦେଶର ଇତିହାସରେ…
କରତାରପୁର କରିଡର ଉଦ୍ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି
ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର କରିଡର ଭେଟି ଦେଇଛନ୍ତି। କାରଣ ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଶା ପୂରଣ ହେବ।…
ସୁପ୍ରିମ୍କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା
ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେହିପରି ସୁପ୍ରିମ୍କୋର୍ଟ ରାୟକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା…
ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍
ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣକୁ ନେଇ ଏକ ଟ୍ରଷ୍ଟ ଗଠନ କରିବାକୁ ଅନୁମତି…
ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା ଉଦ୍ଜୀବିତ ହେଉ: ଶାହ
ନୂଆଦିଲ୍ଲୀ,୯।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍ଜୀବିତ କରୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।…
ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ
ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ…
ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଲା: ରାମ-ରହିମ୍ ଭକ୍ତି ପାଲଟିଲା ରାଷ୍ଟ୍ରୀୟ ଭକ୍ତି
ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସଜିଦ୍ର ଐତିହାସିକ ରାୟ ଯୋଗୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଏହି ରାୟ ଯୋଗୁ ରାମ-ରହିମ୍ ଭକ୍ତି ଏବେ ରାଷ୍ଟ୍ରୀୟ ଭକ୍ତି ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଜଣାଇଛନ୍ତି।…
୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍ବୁଲ୍’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବା ସମ୍ଭାବନା
ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବା ସମ୍ଭାବନା ରହିଛି ବୋଲି…
ଭାଇଚାରାର ବିଜୟ: ସହମତିରେ ରାୟ ପ୍ରକାଶ; ମସଜିଦ୍ ନିର୍ମାଣରେ ସହାୟତା କରିବେ କେନ୍ଦ୍ର ଓ ରାଜ୍ୟ ସରକାର
ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଥିରେ ଭାଇଚାରାର ବିଜୟ ହୋଇଛି। ଏହି ରାୟ ପୁଣିଥରେ ଭାରତର ଜାତୀୟ ସଂହତିକୁ ପ୍ରତିପାଦିତ କରିଛି। ରାମ ଜନ୍ମଭୂମି ନ୍ୟାସ ଏବଂ ସୁନ୍ନୀ ଓ୍ବାକଫ୍ ବୋର୍ଡ ମଧ୍ୟରେ ସହମତି ଦ୍ୱାରା ଐତିହାସିକ ରାୟ…
Archives


