ଯୁବକଙ୍କୁ ମୋଦି ସରକାର ଦେବେ ୧୫ ହଜାର: ଆଜିଠୁ ଖୋଲିଲା ପୋର୍ଟାଲ, କେମିତି କରିବେ ପଞ୍ଜିକରଣ ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୮: ମୋଦି ସରକାର ଯୁବକମାନଙ୍କୁ ପ୍ରଥମ ଚାକିରିରେ ୧୫,୦୦୦ ଟଙ୍କା ଦେବା ପାଇଁ କାମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲକୁ ଆଜିଠାରୁ ଲାଇଭ କରାଯାଇଛି। ଏବେ ଯୁବକମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଏହି…
ଭାରତର ବେକାରୀ ହାର ୫.୨%କୁ ହ୍ରାସ, ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି
ନୂଆଦିଲ୍ଲୀ,୧୮।୮: ଭାରତର ବେକାରୀ ହାର ଜୁଲାଇ ୨୦୨୫ରେ ୫.୬% ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜଣାଇଛି। ଏହି ହ୍ରାସର ମୁଖ୍ୟ କାରଣ ଉତ୍ସବ ଋତୁ ପୂର୍ବରୁ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଓ କୃଷି କ୍ଷେତ୍ରରେ କାର୍ଯ୍ୟକଳାପ…
ଭାରତ ପାଇଁ ଆସିଲା ବଡ଼ ଗୁଡନ୍ୟୁଜ: ଶୁଣିଲେ ମୁଣ୍ଡରେ ହାତ ଦେବ ଆମେରିକା-ଚାଇନା
ନୂଆଦିଲ୍ଲୀ,୧୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍ ଲାଗୁ କରିଛନ୍ତି, ଯେଉଁଥିରେ ୨୫ ପ୍ରତିଶତ ମୂଳ ଟାରିଫ୍ ଅନ୍ତର୍ଭୁକ୍ତ, ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ଏହା ବ୍ୟତୀତ, ରୁଷିଆରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫ପ୍ରତିଶତ ଟାରଫ୍…
୨ ଘଣ୍ଟା ବର୍ଷାରେ ସବୁ ଅଚଳ, ତଥାପି ଟୋଲ୍ କାହିଁକି? ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୧୮।୮: ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ ଜାତୀୟ ରାଜପଥର ଅବସ୍ଥା ଓ ଟୋଲ ଟ୍ୟାକ୍ସ ସଂଗ୍ରହ ସମ୍ପର୍କିତ ଏକ ଆବେଦନ ଶୁଣାଣି ସମୟରେ କହିଛନ୍ତି ଯେ, ଦିଲ୍ଲୀରେ ମାତ୍ର ୨ ଘଣ୍ଟା ବର୍ଷା ହେଲେ ସମଗ୍ର ରାଜଧାନୀ…
ଟ୍ରେନିଂ ସମୟରେ ଆଘାତ ବା ଅକ୍ଷମ ହେଉଥିବା ଯବାନଙ୍କୁ ବୀମା ସୁରକ୍ଷା ଦିଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେନା ପ୍ରଶିକ୍ଷଣ ସମୟରେ ଆଘାତ ବା ଅକ୍ଷମତା ହେଉଥିବା କ୍ୟାଡେଟମାନଙ୍କୁ ବୀମା ସୁରକ୍ଷା ଯୋଗାଇ ଦିଆଯାଉ। ଜଷ୍ଟିସ ବି. ଭି. ନାଗରତ୍ନା ଓ ଆର. ମହାଦେବନଙ୍କ ବେଞ୍ଚ କହିଛନ୍ତି, “ଆମେ…
ଟ୍ରମ୍ପଙ୍କ ସହ ବୈଠକ ପରେ ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ କ’ଣ ହେଲା ଆଲୋଚନା
ନୂଆଦିଲ୍ଲୀ,୧୮।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି। ଏହି ବୈଠକ ରୁଷିଆରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ…
ଏୟାରଟେଲ ସେବା ଠପ୍! କଲ, ଇଣ୍ଟରନେଟ ସେବା ପ୍ରଭାବିତ
ନୂଆଦିଲ୍ଲୀ,୧୮।୮: ଗତ କିଛି ଘଣ୍ଟା ଧରି ଏୟାରଟେଲ ବ୍ୟବହାରକାରୀମାନେ ମୋବାଇଲ ନେଟୱାର୍କ ଏବଂ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏୟାରଟେଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛି। କମ୍ପାନୀ କହିଛି ଯେ ସେମାନେ ଏହାକୁ ଯଥାଶୀଘ୍ର…
ମୋଦିଙ୍କ ଗୋଟିଏ ନିଷ୍ପତ୍ତି ଯୋଗ କମିଯିବ AC ରେଟ୍: ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି
ନୂଆଦିଲ୍ଲୀ,୧୮।୮:ସରକାରଙ୍କ ପକ୍ଷରୁ ଏୟାର କଣ୍ଡିସନର (AC) ଉପରେ ସାମଗ୍ରୀ ଏବଂ ସେବା ଟିକସ (GST)କୁ ବର୍ତ୍ତମାନର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାର ପ୍ରସ୍ତାବ ରହିଛି। ଏହା ଯୋଗୁ AC ନିର୍ମାତାମାନେ ଆଗାମୀ ପର୍ବପର୍ବାଣୀ ସମୟରେ ଭଲ ବିକ୍ରି ଆଶା…
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମନ୍ତ୍ରୀ: ରାଜକୁମାରୀଙ୍କୁ ଛାଡ଼ି ଏବେ ଏହି ଯୁବତୀଙ୍କ ଧରିବେ ହାତ
ଶିମ୍ଲା,୧୮।୮: ହିମାଚଳ ପ୍ରଦେଶର ପିଡବ୍ଲୁଡି ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତାଙ୍କର ବିବାହ ସେପ୍ଟେମ୍ବର ୨୨ରେ ଚଣ୍ଡିଗଡ଼ରେ ହେବାର କାର୍ଯ୍ୟକ୍ରମ ରହିଛି। ହିମାଚଳର…
କାର, ମୋବାଇଲ, କମ୍ପ୍ୟୁଟର: ନୂଆ ଜିଏସଟି ବ୍ୟବସ୍ଥାରେ ଶସ୍ତା ହେବ ଏସବୁ ଜିନିଷ
ନୂଆଦିଲ୍ଲୀ,୧୮।୮: ନୂଆ ଜିଏସଟି (ଦ୍ରବ୍ୟ ଏବଂ ସେବା କର) ବ୍ୟବସ୍ଥାରେ ସଂସ୍କାର ଆଣି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ, କାର ଓ ଦୁଇ ଚକିଆ ଯାନର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଭାଷଣରେ…
ଭାଜପା ପରେ ବିରୋଧୀଙ୍କ ଟାର୍ଗେଟରେ ତାମିଲନାଡୁ, ଏହି ନେତାଙ୍କୁ କରିବେ ଉପ-ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ,୧୮।୮: ବିରୋଧୀ ଇଣ୍ଡିଆ ମେଣ୍ଟରେ ଡିଏମକେର ରାଜ୍ୟସଭା ଏମପି ତିରୁଚି ଶିବାଙ୍କୁ ଉପ-ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହି ରଣନୀତିକ ପଦକ୍ଷେପ ତାମିଲନାଡୁର ଏକ ବରିଷ୍ଠ ରାଜନେତାଙ୍କୁ ଆଗାମୀ ନିର୍ବାଚନରେ ତାଙ୍କ ରାଜ୍ୟର…
ଏଣିକି ଖାଇବା ତେଲରେ ଉଡ଼ିବ ବିମାନ: ଇଣ୍ଡିଆନ ଅଏଲକୁ ମିଳିଲା ଗ୍ରୀନ୍ ସିଗ୍ନାଲ
ନୂଆଦିଲ୍ଲୀ,୧୮।୮: ସାଧାରଣତଃ ଲୋକମାନେ ନଷ୍ଟ କିମ୍ବା ବ୍ୟବହୃତ ରୋଷେଇ ତେଲକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଏବେ ଏହି ତେଲକୁ ବିମାନ ଉଡ଼ାଣ ପାଇଁ ବ୍ୟବହାର କରାଯିବ। ଦେଶର ସର୍ବବୃହତ ରିଫାଇନିଂ ଏବଂ ଇନ୍ଧନ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOC)…
Archives


