ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ଫାରୁଖ ଅବଦୁଲ୍ଲା: ଯଶଓ୍ବନ୍ତ ସିହ୍ନା
ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ବର୍ହିର୍ବ୍ୟାପାର ତଥା ଅର୍ଥ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ର୍ୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଏକ ଟୁଇଟ ଜରିଆରେ ସେ କହିଛନ୍ତି, ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା। ସେ ଫାରୁଖଙ୍କ ଅଟକ…
ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍
ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ ମେଣ୍ଟ ସରକାର ଉପରେ ବର୍ଷିଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ସଭରକରଙ୍କୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍ ସ୍ବାମୀଙ୍କ ପରଲୋକ
ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ସୋମବାର…
ସିଏଏକୁ ବିରୋଧ: ଜାମିଆରେ ବସ୍ ଜାଳିଦେଲେ ପ୍ରଦର୍ଶନକାରୀ
ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ…
ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର
ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ କଂଗ୍ରେସକୁ ବାହାର କରି ଦେବାକୁ କହିଲେଣି। ଏମିତି କଲେ ଭାରତୀୟ ଜନତା ପାର୍ଟି(ଭାଜପା)କେବେ ତାଙ୍କ…
ମହାରାଷ୍ଟ୍ର ରାଜନୀତିରେ ସଙ୍କଟ
ମୁମ୍ବାଇ,୧୫।୧୨: ରାହୁଲ ଗାନ୍ଧୀ, ବୀର ସଭରକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଲାଣି। ଗୋଟିଏ ଦିନ ପୂର୍ବରୁ ଶିବସେନା କହିଥିଲା ସଭରକରଙ୍କୁ ନେଇ ସେ କୌଣସି ସାଲିସ କରିବ ନାହିଁ। ହେଲେ ରବିବାର ସଭରକର ମାମଲାକୁ ନେଇ…
ନେହେରୁ, ଇନ୍ଦିରାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ବଲିଉଡ୍ ଅଭିନେତ୍ରୀ ପାୟଲ
ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି। ଏନେଇ ପାୟଲ ଫେସବୁକ୍ରେ ସୂଚନା ଦେଇଛନ୍ତି। ତାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିବା ସେ କହିଛନ୍ତି। ଆଇଟି…
ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍ ଦେଲେ ସଙ୍କେତ
ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭବିଷ୍ୟତରେ କଂଗ୍ରେସ ଡୋରି ରାହୁଲଙ୍କ ହାତକୁ ଯିବ।…
ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା
ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା ପରମ୍ପରା ଯୋଗୁ ଏକ ବିବାହ ଭାଙ୍ଗିଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ଘଟିଛି ଏଭଳି…
‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ
ମୁମ୍ବାଇ,୧୫।୧୨: ବଲିଉଡ୍ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୩ର କ୍ଲାସିକାଲ ମୁଭି ‘ଗରମ ହାଓ୍ବା’ ପାଇଁ ବଲିଉଡ୍ରେ ତାଙ୍କର ସ୍ବତନ୍ତ୍ର…
ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର
ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର ଛାତ୍ରୀଛାତ୍ର ସେମାନଙ୍କ ଶିକ୍ଷୟିତ୍ରୀଙ୍କୁ ଏକ ନିଆରା ଗୁରୁଦକ୍ଷିଣା ଦେଇଛନ୍ତି। ଶିକ୍ଷୟିତ୍ରୀ ହେମା ପ୍ରଜାପତଙ୍କର ମାତାପିତା…
ସରକାର ରାହୁଲଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ରଞ୍ଜିତ ସଭରକର
ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ବିବାଦ ଥମୁନାହିଁ। ଏବେ ଏହି କଥା ଦେଶପ୍ରେମୀ ବୀର ସଭରକରଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି। ଗୋଟିଏ ଦିନ ପୂର୍ବରୁ ରାହୁଲ କହିଥିଲେ ଯେ ସେ ରାହୁଲ ସଭରକର ନୁହନ୍ତି,…
Archives


