ଟ୍ରାକ୍କୁ ଫେରୁଛି ରାଜଧାନୀ
ନୂଆଦିଲ୍ଲୀ,୨୯ା୨: ପାଞ୍ଚଦିନ ପରେ ଦିଲ୍ଲୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସାମ୍ପ୍ରଦାୟିକ ଦଙ୍ଗାରେ ୪୩ ଜଣଙ୍କ ଜୀବନ ଚାଲିଯିବା ଉତ୍ତାରୁ କେତେକ ଅଞ୍ଚଳରେ ଧୀରେ ଧୀରେ ଶାନ୍ତି ଫେରୁଥିବା ପରିଲକ୍ଷିତ ହୋଇଛି। ସମୟ ଗଡ଼ିଚାଲିବା ସହ ଟ୍ରାକ୍କୁ ଫେରୁଛି ଜାତୀୟ ରାଜଧାନୀ। ଲୋକେ…
ଦିଲ୍ଲୀ ଦଙ୍ଗା: ମୃତ୍ୟୁସଂଖ୍ୟା ୪୩
ନୂଆଦିଲ୍ଲୀ,୨୯ା୨(ପି.ଟି.): କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଚାଲିଥିବା ସଂଘର୍ଷରେ ମୃତ୍ୟୁସଂଖ୍ୟା ୪୩ ଛୁଇଁଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ଜୀବନ ଯାଇଥିବାବେଳେ ଶୁକ୍ରବାର ଗୁରୁ ତେଗ୍ ବାହାଦୁର (ଜିଟିବି) ହସ୍ପିଟାଲରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି।…
ଚଳିତ ବର୍ଷ ହେବ ଉତ୍ତପ୍ତ ବର୍ଷ !
ନୂଆଦିଲ୍ଲୀ,୨୮।୨: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ତାପମାତ୍ରା ବଢୁଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଭାରତର ଅଧିକାଂଶ ସହର ଉତ୍ତପ୍ତ ସହର ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହି ୩ ମାସ ମଧ୍ୟରେ ଉତ୍ତର…
ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଫାକ୍ଟ୍ରିରେ ବଏଲର୍ ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ…
ଦିଲ୍ଲୀ ଦଙ୍ଗା: ବାସହରାଙ୍କ ପାଇଁ ୨୫ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୮।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦଙ୍ଗା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଅବା ଅଧାରୁ ଊର୍ଦ୍ଧ୍ୱ ନଷ୍ଟ ହୋଇଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର…
ହିଂସାରେ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଥମିଛି। ହେଲେ ଏବେ ବି ଲୋକଙ୍କ ମନରୁ ଭୟ ଦୂରେଇନାହିଁ। ଏହି ହିଂସାକାଣ୍ଡରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ…
ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ
ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ ମିଳିଛି। ଏହା ଉଭୟ ସମ୍ପ୍ରଦାୟ ପାଇଁ ଏକ ଭଲ ବାର୍ତ୍ତା ଦେଉଛି ବୋଲି ଆଲୋଚନା…
ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆଉ ଏକ ଉଦ୍ୟମ
ନୂଆଦିଲ୍ଲୀ,୨୮।୨: ନିର୍ଭୟା ଗଣବାଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଏହାକୁ ଘୁଞ୍ଚାଇବାକୁ ଦୋଷୀଙ୍କ ପକ୍ଷରୁ ଆଉ ଏକ ଉଦ୍ୟମ କରାଯାଇଛି। ଶୁକ୍ରବାର ଏହି ମାମଲାର ଅନ୍ୟତମ ଦୋଷୀ…
ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍
ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଉସୁକାଇବା ଅଭିଯୋଗ ହୋଇଛି। ଏନେଇ ଦୟାଲପୁର ଥାନାରେ ତାଙ୍କ ନାଁରେ ଏତଲା…
ଦିଲ୍ଲୀ ଦଙ୍ଗା ପୀଡିତଙ୍କୁ ମିଳୁଛି ରନ୍ଧା ଖାଦ୍ୟ
ନୂଆଦିଲ୍ଲୀ,୨୮।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ୫ ଦିନ ହେବ ଉପୁଜିଥିବା ଦଙ୍ଗାରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଥିବା ବେଳେ କେତେକ ବାସହରା ମଧ୍ୟ ହୋଇ ପଡିଛନ୍ତି। ଏମାନଙ୍କୁ ଏବେ ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ରନ୍ଧା ଖାଦ୍ୟ…
ମହାରାଷ୍ଟ୍ରରେ ଲାଗିଲା ପୋଷ୍ଟର: ପାକିସ୍ତାନୀ, ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଦେଲେ ମିଳିବ ୫ହଜାର ଟଙ୍କା
ମୁମ୍ବାଇ,୨୮।୨: ମହାରାଷ୍ଟ୍ରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ଅବୈଧ ପାକିସ୍ତାନୀ ଓ ବାଲାଂଦେଶୀଙ୍କ ବିରୋଧରେ ଏକ ମୋର୍ଚ୍ଚା ବାହାର କରିଛି। ଏମ୍ଏନ୍ଏସ୍ ପୁରା ମହାରାଷ୍ଟ୍ରରେ ଏକ ପୋଷ୍ଟର ଲାଗାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଲେଖାହୋଇଛି ପାକିସ୍ତାନୀ ଓ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଯିଏ…
ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨
ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ତଳେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୪୨ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଏହା ୩୮ ଥିଲା। କେତେଜଣ ଗୁରୁତରଙ୍କ ଚିକିତ୍ସା ଚାଲୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ…

