ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି
ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ନିଜକୁ ଦୂରେଇ ରଖିବାରୁ ଏହାର ଶୁଣାଣି…
ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍’ କହିଲେ ଉଦ୍ଧବ
ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଛାତ୍ରମାନେ ହେଉଛନ୍ତି ‘ଯୁବ ବମ୍’। ତେଣୁ ସେମାନଙ୍କ…
ରାଗିଲେ ପରିଣିତି
ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହାକୁ…
ଉନ୍ନାଓ ମାମଲା: ଡିସେମ୍ବର ୨୦ରେ ଆସିବ ରାୟ
ନୂଆଦିଲ୍ଲୀ,୧୭।୧୨: ବହୁଚର୍ଚ୍ଚିତ ୨୦୧୭ର ଉନ୍ନାଓ ଗଣବଳାତ୍କାର ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍ଗାରଙ୍କୁ ସୋମବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୦ ତାରିଖରେ ଦିଲ୍ଲୀର ତିସ୍ ହଜାରି କୋର୍ଟ ଏହାର ରାୟ ପ୍ରକାଶ କରିବେ…
ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍ ସେନା, ୩ ଅନୁପ୍ରବେଶକାରୀ ନିହତ
ଶ୍ରୀନଗର,୧୭।୧୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସୋମବାର ରାତିରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ପାଲଟା ଆକ୍ରମଣରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଛି। ଏଥିରେ ପାକିସ୍ତାନର ୨ ସେନା ଓ ୩ ଅନୁପ୍ରବେଶକାରୀ ନିହତ ହୋଇଥିବା…
ବିଧାନସଭା ସମ୍ମୁଖରେ ଶାର୍ଟ ଖୋଲି ଧାରଣା ଦେଲେ ଏସ୍ପି ବିଧାୟକ
ଲକ୍ଷ୍ନୌ/ମଓ,୧୭।୧୨: ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଜଣେ ଏସ୍ପି ବିଧାୟକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା…
ଅପରାଧିଙ୍କ ସହ ପ୍ରଥମ ରାତି କାଟିଲେ ଅଭିନେତ୍ରୀ
କୋଟା,୧୭।୧୨: ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିବା ମହଙ୍ଗା ପଡିଛି। ଏହି ମାମଲାରେ ତାଙ୍କୁ ସୋମବାର ଜେଲ୍ ପଠାଇ ଦିଆଯାଇଥିବା ବେଳେ ସୋମବାର ସେ ରାଜସ୍ଥାନର ଏକ ଜେଲ୍ରେ ପ୍ରଥମ…
ମୋଦିଙ୍କୁ ଟାର୍ଗେଟ କଲା ଶିବସେନା: ‘ଔଷଧ ମହଙ୍ଗା, ମୃତ୍ୟୁ ହେଲା ଶସ୍ତା’
ମୁମ୍ବାଇ,୧୭।୧୨: ମହାରାଷ୍ଟ୍ରର ଶିବସେନା ସରକାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସାମ୍ନାର ସମ୍ପାଦକୀୟରେ ଶିବସେନା ଲେଖିଛି ଏବେ ଔଷଧର ଦାମ୍ ମହଙ୍ଗା ହେବା ଫଳରେ ମୃତ୍ୟୁ ଯେମିତି ଶସ୍ତା ହୋଇଗଲା ପରି ମନେହେଉଛି। ମୋଦୀ ସରକାରଙ୍କ ଏହି…
ଜୀବନରୁ ମାରିବା ପାଇଁ ଆକ୍ରମଣ କରିଥିଲେ ଐଶ୍ୱର୍ଯ୍ୟା: ରାବ୍ରି
ପାଟନା,୧୭।୧୨: ବୋହୂ ପରେ ଏବେ ଶାଶୁ ଅଭିଯୋଗ ଆଣିଛନ୍ତି। ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର ପାରିବାରିକ କଳହ ସାମ୍ନାକୁ ଆସିଛି। ରବିବାର ଲାଲୁ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ଶଶୂରଘର ଲୋକ ତାଙ୍କୁ ନିର୍ଯ୍ୟାତନା ଦେଉଥିବା…
ମ୍ୟାଟ୍ରିକ୍ ପାସ୍ କଲେ ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍ପିଏଫ୍ ସୁବେଦାର-ମେଜର
ଉଦ୍ଧମ ସିଂ ନଗର,୧୭।୧୨: ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାରମାନେ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍ପିଏଫ୍ ସୁବେଦାର-ମେଜର। ପାଠ ପଢିବାର କୌଣସି ବୟସ ନ ଥାଏ ବୋଲି ମଧ୍ୟ ସେ ଜଣାଇ ଦେଇଛନ୍ତି। ଉତ୍ତରାଖଣ୍ଡର ଖତିମା…
ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡ଼ିତାଙ୍କ ମୃତ୍ୟୁ
ପାଟନା,୧୭।୧୨: ବିହାର ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡିତାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପାଟନା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକେ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ପାଟନା ପୁରୁଣା ବାଇପାସରେ…
ସିଏଏ ବିରୋଧରେ ହିଂସା: ୨୨ ବିଶ୍ୱବିଦ୍ୟାଳୟରେ ଅଶାନ୍ତି; ଆସାମରେ ୪ ମୃତ ୧୯୦ରୁ ଅଧିକ ଗିରଫ; ୩ ହଜାରରୁ ଅଧିକ ଅଟକ
ନୂଆଦିଲ୍ଲୀ,୧୭।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶର ୨୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ବଢ଼ିଚାଲିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିଲେ ମଧ୍ୟ ସଫଳତା ମିଳିପାରୁ ନାହିଁ। ଆସାମରେ ଏହାକୁ ନେଇ ଘଟିଥିବା ହିଂସାରେ ୪ ଜଣଙ୍କ…
Archives


