ଏନ୍ଆର୍ସିକୁ ସମର୍ଥନ କରିବେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ ଦସ୍ତଖତ କରିବି ନାହିଁ। ସେ କହିଛନ୍ତି ଛତିଶଗଡ଼ରେ ଅଧିକାଂଶ ନାଗରିକ ସେମାନଙ୍କର ନାଗରିକତ୍ୱ ପ୍ରମାଣ…
ଦେଶରେ ସୃଷ୍ଟି ହୋଇଛି ଅଘୋଷିତ ଜରୁରୀକାଳୀନ ସ୍ଥିତି; ମୋଦି ସରକାର ଚଳାଇଛନ୍ତି ତୋଗଲକ ଦରବାର: ସିଦ୍ଧରମେୟା
ବେଙ୍ଗାଲୁରୁ,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କର୍ନାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେ ବେଙ୍ଗାଲୁରୁ ଯିବା ସମୟରେ ତାଙ୍କୁ ପୋଲିସ କମିଶନର ସହରରେ ପ୍ରବେଶ ନ କରିବା ଲାଗି ନୋଟିସ୍ ଜାରି କରିଥିଲେ। ଦେଶରେ ଅଘୋଷିତ ଜରୁରୀକାଳୀନ…
ସିଏଏ ନେଇ ପୂର୍ବରୁ ସରକାରଙ୍କୁ କରିଥିଲି ସତର୍କ: ଶରଦ ପାଓ୍ବାର
ନୂଆଦିଲ୍ଲୀ,୨୧।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ଏନେଇ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ…
ସିଏଏ ବିରୋଧରେ ଟୁଇଟ୍ କରି ଅଡ଼ୁଆରେ ଫରହାନ
ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ…
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୧।୧୨: ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀର ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଶାହଦରା ଜିଲାର ଡିସିପିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଗମ୍ଭୀର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା…
ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖାଯାଇଥିଲା। ଶନିବାର ତେଲେଙ୍ଗାନା ହାଇକୋର୍ଟ ପୁଣିଥରେ ସମସ୍ତ ୪…
ସିଏଏ ବିରୋଧରେ ଆର୍ଜେଡିର ବିକ୍ଷୋଭ ପ୍ରଦର୍ଶନ: ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ପାଟନା,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜାରି ରହିଥିବା ବିକ୍ଷୋଭ ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, କର୍ନାଟକ, ଆସାମ ପରେ ଏବେ ବିହାରରେ ଏହାର ନିଆଁ ତେଜିବାରେ ଲାଗିଛି। ଏହାକୁ ନେଇ ବିହାରରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଶନିବାର ରାଜ୍ୟର…
ନ୍ୟାଶନାଲ ହେରାଲ୍ଡ ମାମଲାର ଶୁଣାଣି ସ୍ଥଗିତ: ସୋନିଆ-ରାହୁଲଙ୍କ ବିରୋଧରେ ଠକେଇ ଅଭିଯୋଗ
ନୂଆଦିଲ୍ଲୀ,୨୧।୧୨: ନ୍ୟାଶନାଲ ହେରାଲ୍ଡ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶନିବାର ଶୁଣାଣି ସ୍ଥଗିତ କରିଛନ୍ତି। ବିଚାରପତି ବିଶାଳ ଆହୁଜା ଛୁଟିରେ ଥିବାରୁ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଧାର୍ଯ୍ୟ କରାଯାଇଛି। ଏଥିରେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା…
ଟ୍ରୋଲ୍ ହେଲେ ଥରୁର
ନୂଆଦିଲ୍ଲୀ,୨୧।୧୨: କଂଗ୍ରେସ ନେତା ଶଶି ଥରୁର ଅନେକ ସମୟରେ କିଛି ନା କିଛି ବୟାନ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ଭାରତର ଏକ ବିବାଦୀୟ ନକ୍ସା ଟୁଇଟରରେ ପୋଷ୍ଟ କରିବା ପରେ ଟ୍ରୋଲ୍ ହୋଇଛନ୍ତି। ଉକ୍ତ ନକ୍ସାରେ କଶ୍ୱୀରର କିଛି…
ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି
ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଲୋକଭବନରେ ଅଟଳବିହାରୀଙ୍କ ୨୫ ଫୁଟ ଉଚ୍ଚା…
କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ
ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ।…
ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ: ରେଲଓ୍ବେର ୮୮ କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଏକ ପ୍ରକାର ଜଳୁଛି କହିଲେ ଚଳେ। ପାଖାପାଖି ୩ ଦିନ ହେବ ସାରା ଦେଶରେ ସିଏଏକୁ ନେଇ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ତାହା ବେଳେକୁ ବେଳ ଉଗ୍ର ରୂପ ନେଲାଣି।…
Archives


