ଜାତୀୟ

ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ କର୍ନାଟକର କଲବୁର୍ଗୀ ଅଞ୍ଚଳର ତାଜ୍‌ ସୁଲତାନପୁର ଗାଁରେ ଏକ ସ୍ବତନ୍ତ୍ର ପୂଜାନୁଷ୍ଠାନ କରାଯାଇ ୩…

ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ: ମୁହଁ ଖୋଲିଲେ ରାମଦାସ ଉଠାଓ୍ବଲେ

ନୂଆଦିଲ୍ଲୀ,୨୬।୧୨: ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ ନେଇ ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ ମୁହଁ ଖୋଲିଛନ୍ତି। ରାମଦାସ କହିଛନ୍ତି ଏପରି ଏକ ସମୟ ଥିଲା ସେତେବେଳେ ଭାରତରେ ବୌଦ୍ଧ…

ଅଭ୍ୟାସ ସମୟରେ ଦୁର୍ଘଟଣା: ୨ ଯବାନ ଶହୀଦ୍‌; ୫ ଆହତ

ପୁଣେ,୨୬।୧୨: ଅଭ୍ୟାସ ସମୟରେ ଦୁର୍ଘଟଣା ଘଟି ୨ ଯବାନ ଶହୀଦ୍‌ ହେବା ସହିତ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ସିଏମ୍‌ଇ ଇଞ୍ଜିନିୟରିଂ କଲେଜରେ…

ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ,୨୬।୧୨: ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗରଠାରେ ସ୍ଥାପିତ ହୋଇଛି। ଏହାକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ୍‌ ପକ୍ଷରୁ ସ୍ଥାପନା କରାଯାଇଛି। କୁଶୀନଗର ଜିଲାର ଫାଜିଲ୍‌ନଗର ବ୍ଲକ୍‌ରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଜାନୁୟାରୀ ୧୫ଠାରୁ ନାମଲେଖା ହେବ।…

ସିଏଏ ହିଂସା: ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୧୨: ଦେଶରେ ସିଏଏକୁ ନେଇ ହିଂସା ଜାରି ରହିଛି। ଏହାକୁ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ ହୋଇଛନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ପୋଲିସ ହିଂସା ସମୟରେ ଏକ ଗାଡ଼ିର ଭଙ୍ଗାରୁଜା କରୁଥିବା ଘଟଣାର ଭିଡ଼ିଓ ଉତ୍ତରପ୍ରଦେଶ ପୋଲିସର ଫ୍ୟାକ୍ଟଚେକ୍‌ ବିଭାଗ…

ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ

ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ କୁହନ୍ତି ସେ ମୋଦିଙ୍କର ‘କିଷାନ ସମ୍ମାନନିଧି’ ସମେତ କୃଷକଙ୍କ ହିତ ଉଦ୍ଦେଶ୍ୟରେ ଯେତେ ଯୋଜନା…

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ ସିଂ ଏମାନଙ୍କ ବିରୋଧରେ ଏକ ଅଭିଯୋଗ ପାଇଥିବା କହିଛନ୍ତି। ଏକ ଟେଲିଭିଜନ ଶୋ’ ମାଧ୍ୟମରେ…

ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା, ଫିରୋଜାବାଦରେ ଇଣ୍ଟରନେଟ ସେବା ବନ୍ଦ

ଆଗ୍ରା,୨୬।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଲାଗିରହିଥିବା ହିଂସା ଥମିବାର ନା ନେଉନି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା ଓ ଫିରୋଜାବାଦରେ ଏହି ସେବା…

ବିପିନ୍‌ ରାଓ୍ବତଙ୍କୁ ଘେରିଲେ ଓଓ୍ବାଇସି-ଦିଗ୍‌ବିଜୟ

ନୂଆଦିଲ୍ଲୀ, ୨୬।୧୨: ସିଏଏ ହିଂସା ନେଇ ଭାରତୀୟ ସେନାମୁଖ୍ୟ ବିପିନ୍‌ ରାଓ୍ବତ ମୁହଁ ଖୋଲିବା ପରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ବାଇସି ଏବଂ କଂଗ୍ରେସର ବରିଷ୍ଠ ସଦସ୍ୟ ଦିଗ୍‌ବିଜୟ ସିଂ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଓଓ୍ବାଇସି ସେନାମୁଖ୍ୟଙ୍କୁ ନିଜ ପଦର…

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା ଯୋଧବୁର ଏୟାର ବେସ୍‌ରୁ ଉଡ଼ାଣ କରିବା ପରେ ଏହାକୁ ଭାରତୀୟ ବାୟୁସେନା ସେବାରୁ ହଟାଇ…

ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ମୋଦି ବ୍ୟବହାର କରିଥିବା ଚଷମାର ଦାମ୍‌ କେତେ ଜାଣିଛନ୍ତି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଲାଗି ପ୍ଲାନେଟୋରିୟମ୍‌ ଗୁଡ଼ିକରେ ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଝିକୋଡରେ ମେଘୁଆ…

ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆଇଏସ୍‌ଆଇର ଷଡ଼ଯନ୍ତ୍ର: ସତର୍କ ସୂଚନା ଜାରି କଲା ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୨୬।୧୨: ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଆଇଏସ୍‌ଆଇ ପକ୍ଷରୁ କେତେକ ଆତଙ୍କବାଦୀ ସଂଗଠନ ସହିତ ଗୁପ୍ତ ବୈଠକ ମଧ୍ୟ ହୋଇସାରିଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗକୁ ଗୁପ୍ତ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri