ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେଲେ ବିଗ୍-ବି
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି। ଅମିତାଭ ୨୦୧୯ ବର୍ଷ ପାଇଁ ଭାରତୀୟ ସିନେମା ଜଗତର ଏହି…
ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏହାସହ ତାଙ୍କ ହାତକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି…
ଜାନୁୟାରୀରେ ରିଲିଜ୍ ହେବ ମଲାଲାଙ୍କ ବାୟୋପିକ୍
ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍ ‘ଗୁଲ୍ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍ ଡେଟ୍। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍ ହେବ। ଏଚ୍ଇ ଅମଜାଦ ଖାଁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଞ୍ଜୟ…
କୋଟା ହସ୍ପିଟାଲ ପରିଦର୍ଶନ କଲେ ଓମ୍ ବିର୍ଲା
ଜୟପୁର,୨୯।୧୨: ରାଜସ୍ଥାନ କୋଟାର ଏକ ହସ୍ପିଟାଲରେ କିଛିଦିନ ତଳେ ନବଜାତକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହସ୍ପିଟାଲ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ୱ ଦିଆଯାଇ ନାହିଁ ସରକାର କିନ୍ତୁ ଏହାକୁ ଗୁରୁତର ସହ ନେଇଛନ୍ତି। ରବିବାର ଲୋକ ସଭା ସ୍ପିକର…
ମିରଟ ଏସ୍ପିଙ୍କୁ ସମର୍ଥନ କଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୨୯।୧୨: ସିଏଏ ହିଂସା ସମୟର ଭାଇରାଲ ହୋଇଥିବା ମିରଟ ସିଟି ଏସ୍ପି ଅଖିଳେଶ ନାରାୟଣଙ୍କ ଏକ ଭିଡ଼ିଓକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମୁହଁ ଖୋଲିଛନ୍ତି। ମୌର୍ଯ୍ୟ କହିଛନ୍ତି ପ୍ରଦର୍ଶନକାରୀଙ୍କୁ କୁହାଯାଇଥିବା କଥା କିଛି ଭୁଲ୍ ନୁହେଁ। ହିଂସାକାଣ୍ଡରେ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ
ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ନେତା ହେମନ୍ତ ସୋରେନ ରବିବାର ମୋହରାବଦି ଗ୍ରାଉଣ୍ଡରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ବହୁ ନେତାମନ୍ତ୍ରୀ…
ବର୍ଷକୁ ସିଆର୍ପିଏଫ୍ ଯବାନଙ୍କୁ ମିଳିବ ଶହେ ଦିନ ଛୁଟି: ସରକାର ଗଠନ କରିଛନ୍ତି କମିଟି
ନୂଆଦିଲ୍ଲୀ,୨୯।୧୨: ଏଣିକି ସିଆର୍ପିଏଫ୍ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ପାଇପାରିବେ। ଏପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସେହିପରି ଏବେ ସିଆର୍ପିଏଫ୍ ଯବାନମାନଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ…
ଏସ୍ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି ସତ ତେବେ ତୁରନ୍ତ ଉକ୍ତ ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରିବିବାର ନକ୍ଭି…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା
ଲକ୍ଷ୍ନୌ,୨୯।୧୨: ବଲିଉଡ୍ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍ କରିଛନ୍ତି। ଏହାସହ ସେ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଗୋବିନ୍ଦାଙ୍କ ଗସ୍ତର ସେମିତି…
ସିଏଏ ଦ୍ୱାରା ହିନ୍ଦୁ ମୁସଲ୍ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି ଭାଜପା: ଶିବସେନା
ମୁମ୍ବାଇ,୨୯।୧୨: ସିଏଏ ଦ୍ୱାରା ଭାଜପା ହିନ୍ଦୁ ଏବଂ ମୁସଲ୍ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ପ୍ରୟାସ କରୁଛି। ଏନେଇ ଶିବସେନା ପକ୍ଷରୁ ଭାଜପାକୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ଏସମ୍ପର୍କିତ ଲେଖା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି…
ବର୍ଷର ଶେଷ ମନ୍ କି ବାତ୍: ଯୁବବର୍ଗଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର ଇଛାଶକ୍ତି ଥିବା କହିଲେ ମୋଦି
ନୂଆଦିଲ୍ଲୀ, ୨୯।୧୨: ଭାରତରେ ଯୁବବର୍ଗଙ୍କ ମଧ୍ୟରେ ଏବେ ନୂଆ ଚିନ୍ତାଧାରା ଆସିଛି। ସେମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣର ଗୁରୁତ୍ୱ ନାହିଁ। କିଛି ନୂଆ କରି ଦେଖାଇବାର ଇଛାଶକ୍ତି ସେମାନଙ୍କଠାରେ ରହିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତୀୟ ଯୁବବର୍ଗ ରାଷ୍ଟ୍ର…
ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା
ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ ବୃଦ୍ଧାଶ୍ରମରେ ରହୁଥିବା ୬୭ ବର୍ଷୀୟ କୋଚାନିୟନ ମେନନ ଉକ୍ତ ଆଶ୍ରମର ୬୫ ବର୍ଷୀୟ ଲକ୍ଷ୍ମୀ…
Archives


