ଜାତୀୟ

ରାହୁଲ, ମମତାଙ୍କୁ ଶାହାଙ୍କ ଚାଲେଞ୍ଜ: କେମିତି ନାଗରିକତ୍ୱ ଯିବ ପ୍ରମାଣ ଦିଅ

ଜବଲପୁର,୧୩ା୧(ପି.ଟି.): ସିଏଏ କାର୍ଯ୍ୟକାରୀ ହେବାର ଦୁଇଦିନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଟିଏମ୍‌ସି ଉପରେ ବର୍ଷିଛନ୍ତି। ଅଯଥାରେ ଏହି ଦୁଇଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସିଏଏ ନାଗରିକତ୍ୱ ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ।…

ସିଏଏ ବିରୋଧରେ ବିପକ୍ଷ ମେଳି ଆଜି

ନୂଆଦିଲ୍ଲୀ,୧୩ା୧ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଛାତ୍ର ଆନ୍ଦୋଳନ ପରବର୍ତ୍ତୀ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା…

୩ ଫୁଟ ବରଫ ଚାଦରରେ ଢାଙ୍କି ହେଲା ବଦ୍ରିନାଥ

ଚାମୋଲି,୧୨।୧: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏଠାରେ ତୁଷାରପାତ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଡେରାଡୁନରେ ରବିବାର ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ…

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀ…

ପଞ୍ଜାବ-ରାଜସ୍ଥାନରେ ଡ୍ରୋନ୍‌ ଏବଂ କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୨।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ଳାଗି ରହିଛି। ଶୀତଦିନେ ଘନ କୁହୁଡ଼ିର ସାହାରା ନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ତାଲିମପ୍ରାପ୍ତ ଆଫଗାନିସ୍ତାନ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାର ଉଦ୍ୟମ କରୁଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ…

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ଟାର୍ଗେଟ୍‌ କରିଥିଲା। ତେବେ ଏଭଳି ଭୁଲ ଭାରତର ହେବ ନାହିଁ। ଭାରତ ପାଖରେ…

ଥରିଲା ଲଦାଖ

ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ ହୋଇଥିବା ବେଳେ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ରବିବାର ସକାଳେ…

କୋଲକାତା ପୋର୍ଟ ଟ୍ରଷ୍ଟର ନାଁ ବଦଳାଇଲେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଳକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଳକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟ କରାଯିବ ବୋଲି କହିଛନ୍ତି। ମୋଦିଙ୍କ…

ମୁଜାଫରପୁର ଶେଲ୍ଟର ହୋମ୍‌ ମାମଲାରେ ଅପରାଧୀଙ୍କୁ ସୁରକ୍ଷା ଦେଉଛି ସିବିଆଇ: ତେଜସ୍ବୀ ଯାଦବ

ପାଟନା,୧୨।୧: ମୁଜାଫରପୁର ଶେଲ୍ଟର ହୋମ୍‌ ମାମଲାରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ସିବିଆଇକୁ ରବିବାର କଡ଼ା ସମାଲୋଚନା କରିଛନ୍ତି। ତେଜସ୍ବୀ ଟୁଇଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଅପରାଧୀଙ୍କୁ ସିବିଆଇ ସୁରକ୍ଷା ଦେଉଛି। ଶେଲ୍ଟର ହୋମ୍‌ର ୩୪ ଜଣ…

ବୟୋଜ୍ୟେଷ୍ଠ ପେନସନ୍‌ଧାରୀଙ୍କୁ ସମ୍ମାନୀତ କଲେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୨ ବୟୋଜ୍ୟେଷ୍ଠ ପେନସନ୍‌ଧାରୀଙ୍କୁ ସମ୍ମାନୀତ କରିଛନ୍ତି। ସେମାନେ ହେଲେ ନଗିନା ଭଗତ ଓ ନରେଶ ଚନ୍ଦ୍ର…

ଜେଏନ୍‌ୟୁ ହିଂସା: ଅଭିଯୁକ୍ତଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ତଲବ; ସୋମବାର ହେବେ ହାଜର

ନୂଆଦିଲ୍ଲୀ,୧୨।୧: ଜେଏନ୍‌ୟୁରେ ଘଟିଥିବା ହିଂସାରେ ଚିହ୍ନଟ ହୋଇଥିବା ୯ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ହାଜର ହେବା ପାଇଁ ତଲବ କରାଯାଇଛି। ସେମାନେ ସୋମବାର ସ୍ଥାନୀୟ କମଳା ମାକେର୍ଟ ସ୍ଥିତ କ୍ରାଇମ୍‌ ବ୍ରାଞ୍ଚ୍‌ର ଏସ୍‌ଆଇଟି କାର୍ଯ୍ୟାଳୟରେ ହାଜର ହେବେ।…

ଓମାନ ସୁଲତାନଙ୍କ ସମ୍ମାନରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବ ଭାରତ

ନୂଆଦିଲ୍ଲୀ,୧୨।୧: ଓମାନ ସୁଲତାନଙ୍କ ସମ୍ମାନରେ ଭାରତ ଗୋଟିଏ ଦିନ ଅର୍ଥାତ୍‌ ଜାନୁୟାରୀ ୧୩ରେ ରାଷ୍ଟ୍ରୀୟ ଶୋକ ପାଳନ କରିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ କୌଣସି ଉତ୍ସବ ପାଳନ କରାଯିବ ନାହିଁ। ସୂଚନାଯୋଗ୍ୟ,ଓମାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri