ଉତ୍ତରପ୍ରଦେଶରେ ଆଇନର ଶାସନ ଭୁଶୁଡ଼ିପଡ଼ିଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୪: ଉତ୍ତରପ୍ରଦେଶରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ ରାଜ୍ୟ ପୋଲିସ ଦାଏର କରିଥିବା ଦଓ୍ବୋନୀ ମାମଲାଗୁଡ଼ିକର ଏତଲା…
ବାରାଣସୀରେ ୨୨ ଦିନ ଧରି ଅପହରଣ, ଗଣବଳାତ୍କାର, ୧୯ ବର୍ଷୀୟା ଯୁବତୀଙ୍କ ଦାବି
ନୂଆଦିଲ୍ଲୀ, ୭।୪: ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ୧୯ ବର୍ଷୀୟା ମହିଳାଙ୍କୁ ୨୨ ଜଣ ଅପହରଣ କରି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଛଅ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି। ଉତ୍ତର ବାରାଣସୀର…
ଅସହ୍ୟ ବୈବାହିକ ବିବାଦ: ଇଞ୍ଜିନିୟରଙ୍କ ଆତ୍ମହତ୍ୟା
ବେଙ୍ଗାଲୁରୁ, ୭।୪: ବେଙ୍ଗାଲୁରୁର ଗଣିଗରାହଲ୍ଲୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସୋମବାର ସଫ୍ଟଓ୍ବେର ଇଞ୍ଜିନିୟର ପ୍ରଶାନ୍ତ ନାୟାର(୪୦) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପ୍ରଶାନ୍ତଙ୍କ ବିବାହ ୧୨ ବର୍ଷ ତଳେ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର ପୂଜା ନାୟାରଙ୍କ ସହ ହୋଇଥିଲା। ପ୍ରଶାନ୍ତ…
ଏଡିଆର୍ ରିପୋର୍ଟ: ଭାଜପା ପାଇଛି ସର୍ବାଧିକ ୨,୨୪୩ କୋଟି ଚାନ୍ଦା
ନୂଆଦିଲ୍ଲୀ,୭।୪: ୨୦୨୩-୨୪ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମଧ୍ୟରେ ଭାଜପା ମୋଟ ୮,୩୫୮ଟି ଚାନ୍ଦାରୁ ସର୍ବାଧିକ ୨,୨୪୩ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଥିବା ଘୋଷଣା କରିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରୁ ଏହା ଜଣାପଡ଼ଛି। ନିର୍ବାଚନ କମିଶନରେ ଦାଖଲ…
ମୁଖ୍ୟମନ୍ତ୍ରୀ ଆମକୁ ଲଲିପପ୍ ଧରେଇ ଦେଇଛନ୍ତି: ଗର୍ଜିଲେ ଶିକ୍ଷକ
କୋଲକାତା,୭।୨: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମମତା ସରକାର ଫସିଯାଇଛନ୍ତି। ଏହି ଠକେଇ ଯୋଗୁ ଚାକିରି ହରାଇଥିବା ଶିକ୍ଷକମାନେ ସୋମବାର କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ମମତା ବାନାର୍ଜୀଙ୍କୁ ଭେଟିବା ପରେ ଶିକ୍ଷକମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ପ୍ରକାଶ…
ବଢ଼ିଲା LPG ସିଲିଣ୍ଡର ମୂଲ୍ୟ, ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୭ା୪: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି ଯେ, ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ଦର ମଙ୍ଗଳବାରଠାରୁ ଲାଗୁ ହେବ। ଦର ବୃଦ୍ଧି ସହିତ ଉଜ୍ଜଳା ବ୍ୟତୀତ ଘରୋଇ…
ପେଟ୍ରୋଲ, ଡିଜେଲ ଉପରେ ୨ ଟଙ୍କା ବଢ଼ିଲା ଏକ୍ସାଇଜ ଡ୍ୟୁଟି, କିନ୍ତୁ ବଢିବନି ବଜାର ମୂଲ୍ୟ
ନୂଆଦିଲ୍ଲୀ,୭ା୪: ସୋମବାର କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଏହା ଖୁଚୁରା ମୂଲ୍ୟକୁ କୌଣସି ପ୍ରଭାବିତ କରିବ ନାହିଁ। ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଜ୍ଞପ୍ତିରେ…
”ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ନୁହେଁ”: ଶିକ୍ଷକମାନଙ୍କୁ ବହିଷ୍କାର କରିବା ନିର୍ଦ୍ଦେଶରେ ମମତା ବାନାର୍ଜୀଙ୍କ ବଡ ବୟାନ
ମୁମ୍ବାଇ,୭ା୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ନିଯୁକ୍ତି ବାତିଲ ହୋଇଥିବା ‘ଯୋଗ୍ୟ’ ଶିକ୍ଷକଙ୍କ ଚାକିରି ସୁରକ୍ଷା ପାଇଁ ପ୍ରତିଜ୍ଞା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET ର ଉଦାହରଣ ଦେଇ କହିଛନ୍ତି ଯେ ସର୍ବୋଚ୍ଚ…
‘ବଡ଼ ସହରରେ…’: ଯୌନ ନିର୍ଯାତନା ଭିଡିଓ ଉପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ବେଙ୍ଗାଲୁରୁ,୭ା୪: ବେଙ୍ଗାଲୁରୁ ରାସ୍ତାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଅସଦାଚରଣ କରି ଦୌଡ଼ି ପଳାଇଯିବାର ଭିଡିଓ ଉପରେ ଉତ୍ତେଜନା ମଧ୍ୟରେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ମନ୍ତବ୍ୟ ସାଧାରଣ ଲୋକଙ୍କ କ୍ରୋଧକୁ ଆହୁରି ବଢ଼ାଇବ। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ପ୍ରଶ୍ନର…
ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ମୋଦି କହିଲେ, ଫିଟ୍ ରହିବାକୁ ହେଲେ ତେଲର ବ୍ୟବହାର କମ୍ କରନ୍ତୁ
ନୂଆଦିଲ୍ଲୀ,୭।୪: ସୋମବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଏବଂ ସ୍ଥୂଳକାୟତା ବା ମୋଟାପଣ ଏଡାଇବାକୁ ନିବେଦନ କରିଛନ୍ତି। ସେ କହିଥିଲେ ଯେ ବ୍ୟକ୍ତିଗତ ଫିଟନେସକୁ ପ୍ରାଥମିକତା ଦେବା ଦ୍ୱାରା ଭାରତ…
ସାମରିକ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା,ଏଥର ଚମକାଇଦେବ..
ନୂଆଦିଲ୍ଲୀ,୭।୪: ସାରା ବିଶ୍ୱରେ ତାଙ୍କର ରହସ୍ୟମୟ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ମଧ୍ୟ ୨୦୨୫ ବିଷୟରେ ଅନେକ କଥା କହିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୫ରେ ଏକ ମାରାତ୍ମକ ମହାମାରୀ ଇଂଲଣ୍ଡରେ ଏକ ସାମରିକ ଯୁଦ୍ଧ…
Anant Ambani Viral Video: କାହିଁକି ଦୁଇଗୁଣା ମୂଲ୍ୟ ଦେଇ ଶହ ଶହ କୁକୁଡ଼ା କିଣିନେଲେ ଅନନ୍ତ ଅମ୍ବାନୀ? ଜାଣନ୍ତୁ ସମ୍ପୂୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୭।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ପ୍ରାଣୀମାନଙ୍କ ପ୍ରତି ତାଙ୍କର ପ୍ରେମ ସର୍ବସାଧାରଣରେ ଜଣାଶୁଣା। ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବନ୍ତରା ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ…
Archives


