ଅଲ୍ ଆଉଟ୍ ମିଶନ୍ରେ ସେନା: ଭୁଶୁଡ଼ିବାରେ ଲାଗିଛି ଆତଙ୍କବାଦୀ ଦୁର୍ଗ; ଭାରତୀୟ ଅଲ୍ କାଇଦା ମୁଖ୍ୟ ଲଲହାରି ନିହତ
ଶ୍ରୀନଗର,୨୩।୧୦: ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ୍ ଆଉଟ୍ ମିଶନ୍ ଜାରି ରହିଛି। ଏହାର ପ୍ରଭାବରେ ଧୀରେ ଧୀରେ ଆତଙ୍କବାଦୀ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୁରାରେ ହୋଇଥିବା ଏନ୍କାଉଣ୍ଟରରେ ଭାରତୀୟ ଅଲ୍ କାଇଦା ମୁଖ୍ୟ...
ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର
ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ...
ମୋଦିଙ୍କ ଗୁଣଗାନ କରୁଛନ୍ତି କଂଗ୍ରେସ ନେତା: ସୋନିଆ ନୀରବଦ୍ରଷ୍ଟା
ନୂଆଦିଲ୍ଲୀ,୨୩।୧୦: କଂଗ୍ରେସର ଆଗ ଧାଡ଼ିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ମାତ୍ର କଂଗ୍ରେସ ଅଧ୍ୟକ୍ଷା ସବୁଦେଖି ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରଥମେ ଶଶି ଥରୁର୍ ମୋଦିଙ୍କ ପ୍ରଶଂସା କରିଥିଲେ। ଏହାପରେ ଜୟରାମ ରମେଶ, ଅଭିଷେକ...
ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର: ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କେକେଆର୍ଏଫ୍ ଗଠନ କଲା ଆଇଏସ୍ଆଇ
ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ମିଳିତ ସହଯୋଗରେ କଶ୍ମୀର-ଖଲିସ୍ତାନ ରିଫରେଣ୍ଡମ୍ ଫ୍ରଣ୍ଟ୍(କେକେଆର୍ଏଫ୍) ଗଠନ କରିଛି। ଏହା ସହିତ ପାକିସ୍ତାନ...
ଭାରତଠାରୁ ଦୀପାବଳି ମିଠା ନେଲା ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୨୩।୧୦:ଦୀପାବଳି ପୂର୍ବରୁ ଭାରତ ଏବଂ ପାକିସ୍ତାନ ସୀମାରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ଏହାର ଉଚିତ୍ ଜବାବ ମଧ୍ୟ ଦେଉଛି ଭାରତ। ଏସବୁଭିତରେ ପ୍ରତିବର୍ଷ ଦୀପାବଳିରେ ଦୁଇଦେଶ ମଧ୍ୟ ମିଠା ଆଦାନପ୍ରଦାନ...
ଦୀପାବଳିରେ ସାବଧାନ: ବାଣ ଫୁଟାଇଲେ ୭ ବର୍ଷ ଜେଲ୍ ଦଣ୍ଡ ସହିତ ଦେବାକୁ ପଡ଼ିପାରେ ୧୦ କୋଟି ପର୍ଯ୍ୟନ୍ତ ଜରିମାନା
ନୂଆଦିଲ୍ଲୀ,୨୩।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଲୋକେ ଏହି ଅବସରରେ ବାଣ ଫୁଟାଇଥାନ୍ତି। ତେବେ ସରକାରୀ ନିୟମ ଅନୁସାରେ ବାଣ ଫୁଟାଇଲେ ୭ ବର୍ଷ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।...
ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୨୩ା୧୦(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲା ତ୍ରାଲ ଅଞ୍ଚଳରେ ମଙ୍ଗଳବାର ରାତିରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ଏବଂ ପୋଲିସର ମିଳିତ ଅପରେଶନ ବେଳେ ୩ ଜୈଶ୍ ଆତଙ୍କବାଦୀ ନିହତ ହୋଇଛନ୍ତି।...
୨ ବିଏସ୍ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଚଲାଇଲେ
ଜୟପୁର, ୨୩ା୧୦(ପି.ଟି.) : ମୁହଁରେ କଳା ବୋଳିଲେ। ଜୋତାମାଳ ପିନ୍ଧାଇ ବିଏସ୍ପି କାର୍ଯ୍ୟାଳୟ ସାମ୍ନାରେ ବୁଲାଇଲେ। କୌଣସି ଅନ୍ୟ ଦଳର ନେତାଙ୍କୁ ନୁହେଁ ବରଂ ବିଏସ୍ପି କର୍ମୀମାନେ ନିଜ ଦଳର ଦୁଇନେତାଙ୍କ ସହ ଏପରି ବ୍ୟବହାର ଦେଖାଇଛନ୍ତି। ବିଏସ୍ପି ନେତା...
ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି
ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ମଙ୍ଗଳବାର ଏହା କହିଛନ୍ତି। ଜିଲା...
ଶତ୍ରୁକୁ ଜବାବ ଦେବା ପାଇଁ ସଶସ୍ତ୍ର ବଳ ସକ୍ଷମ: ରାଜନାଥ
ନୂଆଦିଲ୍ଲୀ,୨୩ା୧୦(ପି.ଟି.): ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବଳ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୩ ଦିନିଆ ନାଭାଲ କମାଣ୍ଡର୍ସ କନ୍ଫରେନ୍ସର ଦ୍ୱିତୀୟ ସଂସ୍କରଣ ନୂଆଦିଲ୍ଲୀରେ ମଙ୍ଗଳବାର ଆରମ୍ଭ...
ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି
ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍ଏସ୍):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍ବୁକ୍ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦେଶର ବିଭିନ୍ନ...
ବ୍ରେନ୍ଷ୍ଟ୍ରୋକ୍ରୁ ଦୂରେଇ ରହିବା ପାଇଁ…
ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ ଦହି ମିଶାଇ ଖାଇଲେ ବହୁ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...
Archives


