ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବସ୍‌ଟି ରାଜସ୍ଥାନରୁ ପଶ୍ଚିମବଙ୍ଗ…

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଭିନ୍ନ ଭିନ୍ନ ରେଜିମେଣ୍ଟର ଯବାନ ରହିଛନ୍ତି। ୧୬-ବିହାର ରେଜିମେଣ୍ଟର ସର୍ବାଧିକ ୧୨ ଜଣ ଯବାନ…

୧୭ଦିନ ଝିଅର ମୁହଁ ଦେଖିପାରିଲେନି ପିତା: ଦେଶ ପାଇଁ ହେଲେ ଶହୀଦ

ରାଞ୍ଚି,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଝାଡଖଣ୍ଡର ସାହିବଗଞ୍ଜର କୁନ୍ଦନ ଓଝା ଥିଲେ। ୫ ମାସ ପୂର୍ବରୁ ଘରକୁ ଆସିଥିବାବେଳେ ସେ…

୩୬ ଘଣ୍ଟା ପରେ ମୁହଁ ଖୋଲିଲେ ସରକାର: ଜୁନ ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ୩୬ ଘଣ୍ଟା ପରେ ସରକାର ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ ଅପରାହ୍ନ ୫ରେ ସର୍ବଦଳୀୟ ବୈଠକ ପାଇଁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିରେ ସମସ୍ତ…

ଶହୀଦ ଯବାନଙ୍କ ବଳିଦାନକୁ ଭୁଲିବ ନାହିଁ ଦେଶ: ରାଜନାଥ ସିଂ

ନୂଆଦିଲ୍ଲୀ,୧୭।୬: ଗଲଓ୍ବାନ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ଯେ ‘ଗଲଓ୍ବାନ ଉପତ୍ୟକାରେ ଯବାନଙ୍କ ଶହୀଦ…

ଶହୀଦ ଘୋଷିତ ହୋଇଥିବା ଯବାନ ଜୀବିତ ହେଲେ: ଫୋନ୍‌ କରି ସ୍ତ୍ରୀଙ୍କୁ କହିଲେ ଠିକ ଅଛି

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ହିଂସକ ସଂଘର୍ଷରେ ବିହାର ସାରଣ ଜିଲାର ଯବାନ ସୁନୀଲ କୁମାର ଶହୀଦ ହୋଇଥିବା ଖବର ମିଳିଥିଲା। ତେବେ ପ୍ରକୃତରେ ଭୁଲ ବଶତଃ ଏଭଳି ସୂଚନା…

ଡ୍ରାଗନ ନାଲି ଆଖି ଦେଖାଇବାର ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଉତ୍ତେଜନା ଦେଖାଦେଇଛି। ତେବେ ସୀମା ବିବାଦ ପଛରେ ଚାଇନାର ନିହିତ ସ୍ବାର୍ଥ ରହିଛି। ୩ ମୁଖ୍ୟ କାରଣ ଯୋଗୁ ଡ୍ରାଗନ ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରିଥିବା…

କୂଟନୀତି ନୁହେଁ ମୂକନୀତି: ୪୪ ଦିନ ଧରି ଭାରତ-ଚାଇନା ବିବାଦ ନେଇ ମୋଦି-ଜୟଶଙ୍କର ନୀରବ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ସୀମାରେ ଗଲଓ୍ବାନ ଘାଟିରେ ଥିବା ପଏଣ୍ଟ ୧୪ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମେ ୫ଠାରୁ ଦୁଇପକ୍ଷଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନୀରବତା…

ଉଭୟ ପକ୍ଷ ସତ ଲୁଚାଉଛନ୍ତି

ନୂଆଦିଲ୍ଲୀ/ବେଜିଂ,୧୭ା୬: ଗଲଓ୍ବାନ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ୨୦ ଯବାନ ଶହୀଦ…

କରୋନା କମିଲେ ଅର୍ଥନୀତି ସୁଧୁରିବ

ନୂଆଦିଲ୍ଲୀ,୧୭ା୬: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। କିଭଳି ଭୂତାଣୁ ଉପରେ ନିୟନ୍ତ୍ରଣ ଅଣାଯିବ ଓ କି…

ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି

ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍‌ ଜୁ ‘ଦି ଆର୍ଟ ଅଫ୍‌ ଓ୍ବାର୍‌’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ କଳା ହେଉଛି ବିନା ଲଢ଼େଇରେ ଶତ୍ରୁ ପକ୍ଷକୁ ହରାଇ ଦିଅ। ଅଢ଼େଇ ହଜାର ବର୍ଷ…

ଶହୀଦ କର୍ନେଲ ସନ୍ତୋଷ ବାବୁଙ୍କ ଆଜି ହେବ ଅନ୍ତିମ ସଂସ୍କାର: ପିତା କହିଲେ, ପୁଅ ପାଇଁ ଗର୍ବିତ

ନୂଆଦିଲ୍ଲୀ,୧୭।୬: ଭାରତ-ଚାଇନା ସୀମାରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା କର୍ନେଲ ସନ୍ତୋଷ ବାବୁଙ୍କ ପାର୍ଥିବ ଶରୀର ବୁଧବାର ହାଇଦ୍ରାବାଦରେ ପହଞ୍ଚିବ। ଅପରାହ୍ନ ୪ ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ଶହୀଦ କନେର୍ର୍ଲଙ୍କ ପତ୍ନୀ ଏବଂ ପିଲାମାନେ ଦିଲ୍ଲୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?