୭ମ ଶ୍ରେଣୀ ଛାତ୍ରୀ ଆରୋହଣ କଲେ ୬୯୬୨ ମିଟର ଉଚ୍ଚା ଗିରିଶୃଙ୍ଗ
ମୁମ୍ବାଇ/ଓ୍ବାଶିଂଟନ, ୯।୨: ଜଣେ ୭ ଶ୍ରେଣୀ ଛାତ୍ରୀ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍ ଆକୋନ୍କାଗୁଆ ଆରୋହଣ କରିଛନ୍ତି। ମୁମ୍ବାଇର ନୌସେନା ସ୍କୁଲରେ ପଢୁଥିବା ଛାତ୍ରୀ କାମୟା କାର୍ତ୍ତିକେୟନ ଏଭଳି କରି ଏକ ନୂଆ ରେକର୍ଡ କରିଛନ୍ତି। ସର୍ବକନିଷ୍ଠ ପର୍ବତାରୋହୀ ଭାବେ…
ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!
ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍ ଜଣାଶୁଣା। ୧୯୬୬ରେ ବଲିଉଡ୍ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ ପଚାରନ୍ତି…
ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା
ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ ୨ ଜଣ ଶିଶୁକନ୍ୟା ଅଛନ୍ତି। ସ୍ଥାନୀୟ ଏମ୍ସ୍ରେ ଏଭଳି ଘଟଣା ଘଟିଛି। ଉତ୍ତରକାଶୀ ବାରାକୋଟର…
ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ
ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ। ଖୁସି…
ଫେବୃୟାରୀ ୧୯ରେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ: ହୋଇପାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା
ନୂଆଦିଲ୍ଲୀ,୯।୨: ଫେବୃୟାରୀ ୧୯ରେ ରାମମନ୍ଦିର ନିର୍ମାଣ ଲାଗି ଗଠନ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବୈଠକରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା କରାଯିବାକୁ ନେଇ ଏବେ କଳ୍ପନାଜଳ୍ପନା…
ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ
ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦୬ ଜଣଙ୍କ ରକ୍ତ ନମୁନା କରୋନାଭଇରସରେ ସଂକ୍ରମିତ କି ନା ଯାଞ୍ଚ…
ହିନ୍ଦୁ-ମୁସଲମାନ୍ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା ଦଖଲ କରିବେ ବୋଲି ଆକଳନ କରାଯାଇଛି। ଏହି ମର୍ମରେ ରବିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ…
କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍
ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍ର ପୋଷ୍ଟର ରିଲିଜ୍ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ…
ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା
ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।…
ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ
ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ ବାସକରୁଥିବା…
ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।…
ଏକ୍ଜିଟ୍ ପୋଲ୍ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଫଳାଫଳ: କଂଗ୍ରେସ
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ଏକ୍ଜିଟ୍ ପୋଲ୍ କହୁଛି ଏଥର ପୁଣିଥରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବ। ହେଲେ ଭାରତୀୟ ଜନତା ପାର୍ଟି(ଭାଜପ) କହୁଛି ମୋତେ…
Archives


