ଜାତୀୟ

ଆଜମ୍‌ ଖାଁଙ୍କୁ ଝଟ୍‌କା: ରଦ୍ଦ ହେଲା ଅବଦୁଲାଙ୍କ ବିଧାୟକ ପଦ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ ତାଙ୍କ ପୁଅ ଅବଦୁଲା ଆଜମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସେ ସ୍ବାର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୭ରେ ନିର୍ବାଚନ ଲଢ଼ିବା...

ସିଏଏ ଏବଂ ଏନ୍‌ଆର୍‌ସି ବିଭାଜନ ଅସ୍ତ୍ର ଭାବେ କାର୍ଯ୍ୟ କରିବ: ରାହୁଲ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆର୍‌ସି) ଦେଶରେ ବିଭାଜନର ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ସୋମବାର କହିଛନ୍ତି। ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା...

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ ୯ଟା ୪୫ ମିନିଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି। ମୋର୍ଟାର ମାଡ...

ସିଏଏ ହିଂସା: ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ ଲକ୍ଷ୍ନୌକୁ ବ୍ୟାପିଲା

ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଏବେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏନେଇ ବ୍ୟାପକ ପୋଡ଼ାଜଳା ହୋଇଛି। ଏବେ ଏହା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌକୁ ବ୍ୟାପିଛି। ସୋମବାର ଲକ୍ଷ୍ନୌର...

ପୁଣି ସାମ୍ନାକୁ ଆସିଲା ଲାଲୁଙ୍କ ପାରିବାରିକ ଡ୍ରାମା

ପାଟନା,୧୬।୧୨: ଘରୋଇ କଳିକୁ ନେଇ ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ସମସ୍ୟାର ଅନ୍ତ ଘଟୁନାହିଁ। ରବିବାର ପାଟନାରେ ଥିବା ରାବଡି ଦେବୀଙ୍କ ଘରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହାପରେ...

୧୫ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରି ଭିତରେ ୧୫ ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନର ଜଣେ ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ...

ମହାରାଷ୍ଟ୍ର ବିଧାନସଭାକୁ ‘ମେ ଭି ସଭରକର’ ଟୋପି ପିନ୍ଧି ଆସିଲେ ଭାଜପା ବିଧାୟକ

ନାଗପୁର,୧୬।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସଭରକର’ ବୟାନକୁ ନେଇ ବିବାଦ ଥମୁନାହିଁ। ନାଗପୁରରେ ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ଯୋଗ ଦେବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ‘ମେ ଭି ସଭରକର’...

ସିଏଏକୁ ନେଇ ହିଂସା ପରେ କ୍ୟାମ୍ପସ ଛାଡିଲେ ଜାମିଆ ଛାତ୍ର

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ରାଜଧାନୀରେ ରବିବାର ଏହାର ତାତି ଦେଖିବାକୁ ମିଳିଛି। ଜାମିଆ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କ ହିଂସା ଉଗ୍ରରୂପ ଧାରଣ କରିବା ପରେ ପୋଲିସ ସେମାନଙ୍କ...

ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ନିର୍ଭୟା ପାଣ୍ଠି ପଡ଼ିରହିଛି: ୧୬ଶହ ୪୯ କୋଟିରୁ ୧୪୭ କୋଟି ହୋଇଛି ବିନିଯୋଗ; ୬ ରାଜ୍ୟରେ ଶୂନ ଖର୍ଚ୍ଚ

ନୂଆଦିଲ୍ଲୀ, ୧୬।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରାଯାଇଥିବା ନିର୍ଭୟା ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ୨୦୧୩ଠାରୁ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟଙ୍କାର ୯ ପ୍ରତିଶତ ଖର୍ଚ୍ଚ ହୋଇଛି। ମୋଟ ୧୬ଶହ...

ରାହୁଲଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜବାବ ମାଗିଲେ ଇସି

ନୂଆଦିଲ୍ଲୀ,୧୬।୧୨: ଝାଡ଼ଖଣ୍ଡର ଗୋଡାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇଣ୍ଡିଆ’ଏବେ ‘ରେପ୍‌ ଇନ୍‌ ଇଣ୍ଡିଆ’ରେ ପରିଣତ ହୋଇଛି ବୋଲି କହିଥିଲେ। ରାହୁଲଙ୍କ ଏହି ବୟାନ ଏବେ...

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା ଅନ୍ତର୍ଗତ ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ଙ୍କୁ ମୁତୟନ କରାଯିବ। ସେଥିମଧ୍ୟରୁ...

ଉନ୍ନାଓ ବଳାତ୍କାର ମାମଲା: କୁଲଦୀପଙ୍କ ବିରୋଧରେ ଆସିପାରେ ରାୟ

ଲକ୍ଷ୍ନୌ,୧୬।୧୨: ଉନ୍ନାଓ ବହୁ ଚର୍ଚ୍ଚିତ ବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇପାରେ। ତିସ୍‌ ହଜାରୀ କୋର୍ଟ ଭାଜପାରୁ ବିତାଡିତ ବିଧାୟକ କୁଲଦୀପ ସେନଗରଙ୍କ ବିରୋଧରେ ରାୟ ଦେଇପାରନ୍ତି। ସୂଚନଯୋଗ୍ୟ, ୨୦୧୭ରେ ପୀଡିତାଙ୍କୁ ଅପହରଣ ପରେ ବଳାତ୍କାର କରାଯିବା ଅଭିଯୋଗ ଆସିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri