ଜାତୀୟ

ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ

ଫତେହପୁର,୨୩।୧୦: ଉତ୍ତର ପ୍ରଦେଶର ଫତେପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଆରପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ…

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ନାହଁାନ୍ତି। ପଡିଆରେ ‘ମିଡଫିଲ୍ଡ ଜେନେରାଲ’ ଭାବରେ ଜଣାଶୁଣା…

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କରୋନା ମହାମାରୀ ସମୟରେ ମଧ୍ୟ ରେଡ୍ଡୀ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲେ। ଜୁନ…

ଏଥର ରକ୍ଷାବନ୍ଧନରେ ଚାଇନା ବନାମ ମୋଦି ରାକ୍ଷୀ

ନୂଆଦିଲ୍ଲୀ,୨୩।୭:ଚାଇନା ସାମଗ୍ରୀ ବର୍ଜନ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ଗତ ଜୁନ ୧୦ରୁ ଚାଇନା ଉତ୍ପାଦ ବୟକଟ୍‌ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଦୃଢ ସମର୍ଥନ…

ପିଲାଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ ‘ମନୋଦର୍ପଣ’

ନୂଆଦିଲ୍ଲୀ,୨୩ା୭: ଛାତ୍ରୀଛାତ୍ରଙ୍କୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଓ ମନସ୍ତାତ୍ତ୍ୱିକ-ସାମାଜିକ ସହାୟତା ଯୋଗାଇଦେବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ମନୋଦର୍ପଣ ନାମରେ ଓ୍ବେବ୍‌ସାଇଟ୍‌ ଆରମ୍ଭ ହୋଇଛି। ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟର ପିଲା ମନସ୍ତାତ୍ତ୍ୱିକ ସହାୟତା ପାଇଁ ନିଃଶୁଳ୍କ ହେଲ୍ପଲାଇନ…

ପୂର୍ବ ଲଦାଖରେ ୪୦ ହଜାର ପିଏଲ୍‌ଏ ସୈନ୍ୟ

ନୂଆଦିଲ୍ଲୀ,୨୩ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପ୍ରଶମିତ କରିବା ମନୋବୃତ୍ତି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଇନା ପାଖାପାଖି…

ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୩ା୭(ପି.ଟି.): ନ୍ୟାୟପାଳିକା ବିରୋଧରେ ଅସମ୍ମାନଜନକ ଟୁଇଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏଥିସହିତ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ମଧ୍ୟ ନୋଟିସ କରାଯାଇଛି। ଏହି ମାନହାନି ମାମଲାରେ ଟୁଇଟର…

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି ଅଚାନକ ପଦକ୍ଷେପକୁ ବେଜିଂ କଡ଼ା ସମାଲୋଚନା କରିବା ସହ ଏହାର ପ୍ରତିଶୋଧ ନେବା ଲାଗି…

ଆଖିବୁଜିଲେ ଖବରଦାତା ବିକ୍ରମ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ଗାଜିଆବାଦ ବିଜୟ ନଗରଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଖବରଦାତା ବିକ୍ରମ ଜୋଷୀ ବୁଧବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଏକ ହିନ୍ଦୀ ଖବରକାଗଜରେ ସେ କାମ କରୁଥିଲେ। ଏଭଳି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିବା…

ଆଡଭାନୀଙ୍କୁ ଭେଟିଲେ ଶାହା: ୩୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୨।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ଓ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାକୁ ନେଇ ଆଲୋଚନା ହୋଇଥିବା…

ସୋନୁଙ୍କୁ ୨୪ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ,୨୨।୭: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ବଡ଼ ସେକ୍ସ ର଼୍ୟାକେଟ ଚଳାଉଥିବା କୁଖ୍ୟାତ ଗୀତା ଅରୋରା ଅରଫ୍‌ ସୋନୁ ପଞ୍ଜାଓ୍ବନଙ୍କୁ ଦିଲ୍ଲୀ ଦ୍ୱାରକା କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର କୋର୍ଟ ସାନୁଙ୍କୁ ୨୪ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।…

ଗଲୱାନ ଘାଟିରେ ଶହୀଦ କର୍ନେଲଙ୍କ ପତ୍ନୀ ହେଲେ ଉପଜିଲାପାଳ

ହାଇଦ୍ରାବାଦ,୨୨।୭: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କ ପତ୍ନୀ ହେଲେ ଉପଜିଲାପାଳ। ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା କର୍ନେଲ ସନ୍ତୋଷ ବାବୁଙ୍କ ଦେଶପ୍ରେମକୁ ଭିନ୍ନ ଢଙ୍ଗରେ ସମ୍ମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?