ଜାତୀୟ

ଇରାନରୁ ସ୍ବଦେଶ ବାହୁଡ଼ିଲେ ୫୮ ଭାରତୀୟ

ଗାଜିଆବାଦ,୧୦।୩: ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ମଙ୍ଗଳବାର ଗାଜିଆବାଦର ହିଣ୍ଡୋନ୍‌ ଏୟାର ବେସ୍‌ରେ ମଙ୍ଗଳବାର ଅବତରଣ କରିଛି। ଏଥିରେ ୫୮ ଭାରତୀୟ ସ୍ବଦେଶ ବାହୁଡ଼ିଛନ୍ତି। ଭାରତୀୟଙ୍କୁ…

ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଜଣାଇଲେ ହୋଲିର ଶୁଭେଚ୍ଛା

ନୂଆଦିଲ୍ଲୀ,୧୦।୩: ଦେଶବାସୀ ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲ୍ଲାସର ସହ ପାଳନ କରୁଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରି କହିଛନ୍ତି, ରଙ୍ଗର ପର୍ବ ହୋଲି ସଭିଙ୍କ ଜୀବନରେ…

କରୋନା ଭାଇରସ ଭୟରେ ଫିକା ପଡିଲା ହୋଲି!

ନୂଆଦିଲ୍ଲୀ,୧୦।୩: ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପର୍ବ ସାମାନ୍ୟ ଫିକା ପଡିଥିବା ପରିଲକ୍ଷିତ ହୋଇଛି। ଚାଇନା ରଙ୍ଗଠାରୁ ଦୂରେଇ ରହିବା ଓ କରୋନା ଭାଇରସ ସଂକ୍ରମଣ ଭୟରେ ଅନେକ ସ୍ଥାନରେ…

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୦।୩: ସାରା ଦେଶରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ସେ ଟୁଇଟ୍‌ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। ହୋଲି ସମସ୍ତଙ୍କ ଜୀବନରେ ଶୁଖ ସମୃଦ୍ଧି ଭରିଦେଉ ବୋଲି…

କରୋନା ଯୋଗୁ ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବନ୍ଦ: ଏପ୍ରିଲ୍‌ ୧ରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ରୁ ହେବାକୁଥିବା ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି। ଏହା ଏପ୍ରିଲ୍‌ ୧ରୁ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ନିର୍ଦ୍ଦେଶକ ପ୍ରଫେସର ନାଫିଶ ଅନସାରୀ କହିଛନ୍ତି…

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ, ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା  ଅଜୟ ମାକେନ । ଦଳରେ ବରିଷ୍ଠ…

ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କଲା ଏନ୍‌ଜିଟି

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଦିଲ୍ଲୀର ପ୍ରାୟ ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରିଥିବା ଜଣାପଡିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରି ଏକ ଆଡଭାଇଜରି…

ସିଏଏ ବିରୋଧୀଙ୍କ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପ୍ରୟାଗରାଜ,୯।୩: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଲାଗିଛି ବଡ ଝଟ୍‌କା। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ହିଂସା ଭିଆଇଥିବା ଅଭିଯୋଗରେ ଯେଉଁମାନଙ୍କ ପୋଷ୍ଟର ଜାରି କରାଯାଇଥିଲା ସେସବୁକୁ ହଟାଇବାକୁ ସୋମବାର ଆହ୍ଲାବାଦ ହାଇ କୋର୍ଟ ନିର୍ଦ୍ଦେଶ…

ଆମେ ଭଲ ସ୍ଥିତିରେ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୩: କରୋନା ଭାଇରସର ସ୍ଥିତିକୁ ଦେଖି ସୋମବାର କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପରାଜ୍ୟପାଳ ଅନିଲ ବୈଜଲ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ…

କଶ୍ମୀରରେ ପ୍ରବେଶ କଲା କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ୪୨

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜମ୍ମୁ-କଶ୍ମୀରରେ ଜଣେ ୮୩ ବର୍ଷୀୟା ବୃଦ୍ଧା କରୋନା ଭାଇରସରେ ସଂକ୍ରମିତ ହେବା ଜଣାପଡିବା ପରେ ଏହା ଜମ୍ମୁ-କଶ୍ମୀରର ପ୍ରଥମ କରୋନା ସଂକ୍ରମିତ ବୋଲି କୁହାଯାଇଛି। ଏବେ…

ଦିଲ୍ଲୀ ଦଙ୍ଗା: ଦମ୍ପତିଙ୍କ ପରେ ଗିରଫ ହେଲେ ପିଏଫ୍‌ଆଇ ସଦସ୍ୟ ଦାନିଶ

ନୂଆଦିଲ୍ଲୀ,୯।୩: ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଦମ୍ପତିଙ୍କୁ ଗିରଫ କରିବା ପରେ ସୋମବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ମିଳିଛି ଆଉ ଏକ ସଫଳତା। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ସଦସ୍ୟ…

ହୋଲିକା ଦହନ ଉତ୍ସବରେ କରୋନା ଭାଇରସ ଥିମ୍‌ରେ ଲାଗିଲା ପ୍ରତିମୂର୍ତ୍ତି

ମୁମ୍ବାଇ,୯।୩: ମୁମ୍ବାଇରେ ସୋମବାର ହୋଲିକା ଦହନ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁମ୍ବାଇର ଓ୍ବର୍ଲିରେ ହୋଲିକା ଦହନ କରିବାକୁ କରୋନା ଭାଇରସ ଥିମ୍‌ରେ ଏକ ପ୍ରତିମୂର୍ତ୍ତି ଲାଗିଥିବା ଦେଖାଯାଇଛି। ଏବେ ସାରା ବିଶ୍ୱ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri