କରୋନା ଭାଇରସ: ସିଲ୍ ହେଲା ସିଆର୍ପିଏଫ୍ ମୁଖ୍ୟାଳୟ
ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍ପିଏଫ୍ର ମୁଖ୍ୟାଳୟକୁ ରବିବାର ସିଲ୍ କରି ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ଲୋଧି ରୋଡ୍ରେ ଥିବା…
ହନ୍ଦଓ୍ବାଡା ଏନ୍କାଉଣ୍ଟର: ଲଶ୍କରର ଟପ୍ କମାଣ୍ଡର ହାଇଦର ନିହତ
ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ୨ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଥିଲା। ତେବେ ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲଶ୍କର-ଇ-ତୋଇବାର ଟପ୍ କମାଣ୍ଡର…
ଲକ୍ଡାଉନକୁ ପୂରଣ ହେଲା ୪୦ ଦିନ: ମହାମାରୀ ଶିଖାଇଲା କିଛି ନୂଆ ଶବ୍ଦ
ନୂଆଦିଲ୍ଲୀ,୩।୫: ବିଗତ ପ୍ରାୟ ୫ ମାସ ହେବ ଚାଇନାରେ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ। ଦେଶରେ ମାର୍ଚ୍ଚ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ସରକାର…
ଶ୍ରମିକ ସ୍ପେଶାଲ ଟ୍ରେନ୍କୁ ନେଇ ଜାରି ହେଲା ଗାଇଡଲାଇନ୍
ନୂଆଦିଲ୍ଲୀ,୩।୫: ଲକ୍ଡାଉନ ଯୋଗୁ ସାରା ଦେଶରେ ଫସି ରହିଥିବା ଶ୍ରମିକ, ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ ଆଦିଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥିବା ବେଳେ…
ଯେତେ ଅଧିକ ଟେଷ୍ଟ ସେତେ ଅଧିକ ସଂକ୍ରମିତ !
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପହଞ୍ଚିବାକୁ ଯାଉଛି। କୁହାଯାଉଛି କି ଯେଉଁଠାରେ ଯେତେ ଅଧିକ ନମୁନା ପରୀକ୍ଷା କରାଯାଉଛି ସେଠାର ସେତେ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି।…
୪୦ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୪୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ରବିବାର ସକାଳ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୯,୯୮୦ରେ। ଏମାନଙ୍କ ମଧ୍ୟରୁ…
ସୋସିଆଲ ମିଡିଆ ଆପ୍ରୁ ବ୍ୟକ୍ତିଗତ ତଥ୍ୟ ହଟାଉଛନ୍ତି ବ୍ୟବହାରକାରୀ
ନୂଆଦିଲ୍ଲୀ, ୩।୫ (ଆଇଏଏନ୍ଏସ୍): ସୋସିଆଲ ମିଡିଆର ଗତି ସବୁଠାରୁ ଆଗରେ ଥିବାରୁ ଏହାର ଆଦର କାହିଁରେ କ’ଣ ରହିଛି। କିନ୍ତୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବାର ଅନେକ ଅଭିଯୋଗ ଆସିଥାଏ। ସୋସିଆଲ ମିଡିଆର ବିଭିନ୍ନ ଆପ୍ରେ ବ୍ୟବହାରକାରୀ ଦେଉଥିବା ବ୍ୟକ୍ତିଗତ…
ମାସକରେ ମଲେଣି ୯ ବାଘ
ଭୋପାଳ/ଉମରିଆ,୩।୫: ଅଭୟାରଣ୍ୟରେ ଅସୁରକ୍ଷିତ ଜାତୀୟ ପଶୁ। ଲକ୍ଡାଉନ୍ ସମୟରେ ଦେଶର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟରେ ବିଭିନ୍ନ କାରଣରୁ ମରୁଛନ୍ତି ବାଘ। ଶନିବାର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପ ଅଧୀନ ମେଡରା ବୀଡ ଅଞ୍ଚଳରୁ ଏକ ବାଘ ଶାବକର ମୃତଦେହ ଉଦ୍ଧାର କରାଯାଇଛି।…
ସ୍ବଦେଶ ଫେରିବେ ୧୯୩ ପାକ୍ ନାଗରିକ
ନୂଆଦିଲ୍ଲୀ, ୨ା୫: ପ୍ରାଣଘାତୀ କରୋନା ଭାଇରସ୍ର ତାଣ୍ଡବ ଜାରି ରହିଛି। ଏଥିଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀରୁ ବର୍ତ୍ତିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ତେବେ ଭାରତରେ ଫସି ରହିଥିବା ୧୯୩ ପାକିସ୍ତାନ ନାଗରିକଙ୍କୁ ସ୍ବଦେଶ…
ତୃତୀୟ ପର୍ଯ୍ୟାୟରେ କୋହଳ
ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ମତ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି…
କରୋନା ଯୋଦ୍ଧାଙ୍କୁ ସଲାମ
ନୂଆଦିଲ୍ଲୀ,୩।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ କରିଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ…
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟର: କର୍ନେଲ, ମେଜରଙ୍କ ସମେତ ୫ ଯବାନ ଶହୀଦ
ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରର ହନ୍ଦଓ୍ବାଡାରେ ରବିବାର ହୋଇଥିବା ଏନ୍କାଉଣ୍ଟରରେ ଜଣେ କର୍ନେଲ, ଜଣେ ମେଜର, ଜଣେ ପୋଲିସ ଅଧିକାରୀ ଓ ୨ ଯବାନ ଶହୀଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କର୍ନେଲ ଆଶୁତୋଷ…
Archives


