ଜାତୀୟ

ଲକ୍‌ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ

ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ ପ୍ରକାଶ…

ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ

ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ ସ୍ଥାନରେ ଏବେ ୬୧ବର୍ଷୀୟ ସିହ୍ନା ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ ମନୋଜ ସିହ୍ନା ନେତା ଥିବା…

ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ

ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାାରେ ୨୦ଟି ପରିବାରର ଘର ଉପରେ ଏକ ବଡ଼ ପାହାଡ଼ ପଡ଼ିଯାଇଛି। ଉକ୍ତ ପରିବାରର…

ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…

ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗୁରୁବାର ଅବକାରୀ ବିଭାଗ…

କୃଷକଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ରେଳ ସେବା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୭।୮: ଭାରତୀୟ ରେଳ ବିଭାଗ ଶୁକ୍ରବାର କିଷାନ୍‌ ରେଳ ସେବାର ଶୁଭାରମ୍ଭ କରିଛି। ଏହି ପାର୍ଶଲ ଟ୍ରେନ୍‌ ମହାରାଷ୍ଟ୍ରର ନାସିକ ଜିଲାର ଦେଭଲାଲୀରୁ ପାଟନାର ଦାନାପୁର ମଧ୍ୟରେ ଚାଲିଛି। କିଷାନ ରେଳ ସେବା ଦ୍ୱାରା କୃଷକମାନେ ଉପକୃତ ହେବେ ବୋଲି…

ଭଗବାନଙ୍କ ଘରୁ ଚୋରି କରୁଥିବାବେଳେ ଚୋର ସହ ଘଟିଲା ଏମିତି

କୋଟା, ୭।୮: ରାଜସ୍ଥାନର କୋଟା ଜିଲାର ଭଟାଓ୍ବା ଅଞ୍ଚଳରେ ଥିବା ଅଖାଡା ବାଲାଜୀ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରର ଦାନବାକ୍ସରୁ ବଡ ରକମର ରାଶି ଚୋରି ହୋଇଛି। ମନ୍ଦିର ପରିସରରେ ଲଗାଇଯାଇଥିବା ସିସିଟିଭିରୁ ଚୋରି ବେଳରୁ ଦୃଶ୍ୟ କଏଦ ହୋଇଯାଇଛି। ସେଠାରେ…

ପ୍ରେମ ବିବାହ କରିବାରୁ ଯୁବତୀଙ୍କୁ ମିଳିଲା ଏମିତି ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର, ୭।୮: ରାଜସ୍ଥାନର ବାଂଶଓ୍ବାଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ବିବାହ କରିବା ମହଙ୍ଗା ପଡିଛି। ପ୍ରେମ ବିବାହକୁ ବିରୋଧ କରି ଖାପ୍‌ ପଞ୍ଚାୟତ ଯୁବତୀଙ୍କୁ ସାର୍ବଜନୀନ ସ୍ଥାନରେ ଘରୁ ଟାଣି ଆଣି ପିଟିବା…

ଇଡିରେ ହାଜର ହେଲେ ରିୟା

ମୁମ୍ବାଇ,୭।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ତଥା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଶୁକ୍ରବାର ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳରେ ହାଜର ହୋଇଛନ୍ତି। ପୂର୍ବରୁ ହାଜର ହେବାକୁ ମନା କରିବା ପରେ ପୁଣି ସେ ଇଡିରେ ହାଜର ହୋଇଥିବା…

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ ବାବଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛି। ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ…

ଶିକ୍ଷା ନୀତିକୁ ନେଇ ମୋଦିଙ୍କ ମନ୍ତବ୍ୟ: ପିଲାଙ୍କ ମଧ୍ୟରେ ଶିଖିବାର ଆଗ୍ରହ ବଢୁଛି

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ନୂଆ ଶିକ୍ଷା ନୀତି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଗତ ୩-୪ ବର୍ଷ ବିଚାରବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ଦିଆଯାଇଛି। ବିଭିନ୍ନ ବିଚାରଧାରର ଲୋକେ ଏହା ଉପରେ ମନ୍ଥନ କରୁଛନ୍ତି।…

ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ ଏଫଆଇଆର୍‌ ପଞ୍ଜିକରଣ କରିଛି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୮୮୬ ମୃତ

ନୂଆଦିଲ୍ଲୀ,୭।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୫୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?