କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ
ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଯାଇଛି। ନିକଟରେ ବଲିଉଡ୍ ଅଭିନେତ୍ରୀ…
୬୫ ହଜାର ପ୍ରବାସୀ ଶ୍ରମିକ ଦିଲ୍ଲୀରୁ ଟ୍ରେନ୍ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି: ମନୀଶ ସିସୋଡିଆ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ଜାରି ରହିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଥିବା ୬୫ ହଜାର ପ୍ରବାସୀ ଶ୍ରମିକ ଟ୍ରେନ୍ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଏସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ…
ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି
ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି। ଏଠାରେ ଟ୍ରାଇ ସାଇକେଲରେ ଭିକମାଗି ପେଟ ପୋଷୁଥିବା ରାଜୁ ନାମକ ଜଣେ…
୬୪ ଦିନରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ: ଅନ୍ୟ ଦେଶ ତୁଳନାରେ ସ୍ଥିତି ନିୟନ୍ତ୍ରଣରେ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। କରୋନା ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥିତି ପୃଥିବୀର ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି। କରୋନା ଓ୍ବାଲର୍ଡ ମିଟର ତଥ୍ୟ ଅନୁସାରେ ଭାରତରେ ୬୪ ଦିନ ମଧ୍ୟରେ ସଂକ୍ରମିତଙ୍କ…
ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ଟ୍ରାନ୍ସଜେଣ୍ଡର
ପୁଣେ,୧୯।୫: ଲକ୍ଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ସମସ୍ତେ ସହାୟତା ଯୋଗାଇ ଦେଉଥିବା ଦେଖାଯାଇଛି। ଏହି କ୍ରମରେ ପୁଣେରେ କେତେଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ଆଗେଇ ଆସିଥିବା ଦେଖାଯାଇଛି। ବାରଜେ-ମାଲଓ୍ବାଡିରେ ରହୁଥିବା କେତେଜଣ ଟ୍ରନ୍ସଜେଣ୍ଡର ମଦ…
ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ
ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିବା ଲାଗି ଚାହିଁ ବସିଛନ୍ତି। ଉତ୍ତରପ୍ରଦେଶର…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କଲା
ନୂଆଦିଲ୍ଲୀ,୧୯।୫: ଗୋଟିଏ ପଟେ କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍ଡାଉନ ଜାରି କରାଯାଇଥିବା ବେଳେ ଏହା ଏବେ ୫୬ ଦିନ ପୂରଣ କରିଛି। ହେଲେ ଏବେବି ଦେଶରେ ଗତ ୨୪ ଘଣ୍ଟାରେ ୪,୯୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ ଚିନ୍ତାରେ…
କରୋନା ସଂକ୍ରମଣ ଡରରେ ଅନ୍ତିମ ସଂସ୍କାରରେ ପଡ଼ୋଶୀ ଦେଲେନି ଯୋଗ: ମୃତଦେହକୁ ପୋଲିସ ଦେଲେ କାନ୍ଧ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନାକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଯଦି କୌଣସି ଲୋକଙ୍କ ମୃତ୍ୟୁ ଘଟୁଛି ତେବେ ସାହି ପଡ଼ିଶା କେହି ମଧ୍ୟ…
ୟଶ୍ଓ୍ବନ୍ତ ସିହ୍ନା ଅଟକ
ନୂଆଦିଲ୍ଲୀ,୧୯।୫: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବିରୋଧ କରି ଦିଲ୍ଲୀର ରାଜଘାଟଠାରେ ଧାରଣା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍ଓ୍ବନ୍ତ ସିହ୍ନାଙ୍କୁ ପୋଲିସ ସୋମବାର ଅଟକ ରଖିଛି। ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡ଼ିବା ଲାଗି ସଶସ୍ତ୍ର ସେନାକର୍ମୀଙ୍କୁ ନିୟୋଜିତ କରିବା ଦାବିରେ ସେ…
ଦିଲ୍ଲୀରେ ବସ୍, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି
ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା ଆରମ୍ଭ କରିବା ସହ ବଜାର ଖୋଲିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀରେ ବସ୍, ଟ୍ୟାକ୍ସି…
ମୋଦିଙ୍କ ଲୋକପ୍ରିୟତା ବଢ଼ାଇଲା କରୋନା
ନୂଆଦିଲ୍ଲୀ,୧୯ା୫: ଭାରତକୁ କରୋନା ଭୂତାଣୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ତାଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସରକାର ବିରୋଧୀ ବିକ୍ଷୋଭ ଦେଶର ବିଭିନ୍ନ ଭାଗରେ ମୁଣ୍ଡ ଟେକିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ…
ଥମୁନି ଦାଦନ ଯାତନା
ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର।…
Archives


