ଶୌଚାଳୟରୁ ମିଳିଲା ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ
ମୁମ୍ବାଇ,୧୧।୬: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରର ସ୍ଥିତି ଉଦ୍ବେଗଜନକ ଥିବା ବେଳେ ଗତ ପ୍ରାୟ ଏକ ସପ୍ତାହ ହେବ ଜଣେ କରୋନା ସଂକ୍ରମିତ ୮୨ ବର୍ଷୀୟା ମହିଳା ହସ୍ପିଟାଲରୁ ନିଖୋଜ ହୋଇଯିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏବେ ଉକ୍ତ ମହିଳାଙ୍କ…
ଭାରତକୁ ଆତ୍ମନିର୍ଭର କରିବା ଲାଗି କରୋନା ମହାମାରୀ ଆଣିଛି ନୂଆ ସୁଯୋଗ: ମୋଦି
ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ ସୁଯୋଗ ଆଣିଦେଇଛି। ସାମ୍ପ୍ରତିକ ମହାମାରୀ ସମୟ ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କଟଜନକ…
ଭିନ୍ନ ଢଙ୍ଗରେ ଲାଲୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରୋଧୀ
ପାଟନା,୧୧।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହାକୁ ନେଇ ଆର୍ଜେଡି ପକ୍ଷରୁ ପୋଷ୍ଟର ମାଧ୍ୟମରେ ଲାଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନେତା ତଥା କର୍ମୀ। କିନ୍ତୁ ବିରୋଧୀ (ଜେଡିୟୁ)ପୋଷ୍ଟର ମାଧ୍ୟମରେ ଲାଲୁଙ୍କୁ ଟାର୍ଗେଟ…
ଦେଶରେ ପ୍ରଥମଥର ଲଞ୍ଚ୍ ହେବ ଆଣ୍ଟିଭାଇରସ୍ ପୋଷାକ
ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି। ଜୁନ ଶେଷ ସୁଦ୍ଧା ଏହି ପୋଷାକ ବଜାରକୁ ଆସିବ। ଏହି…
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହୀଦ
ରାଜୌରି,୧୧।୬: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟଟରରେ ପାକିସ୍ତାନ ପଟରୁ ଅସ୍ତ୍ର ବିରତି ଉଲ୍ଲଂଘନ ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ପଟରୁ ବୁଧବାର ମାଞ୍ଜାକୋଟେ, କେରି, ବାଲାକୋଟ ଓ କରୋଲ ମୈଟ୍ରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।…
‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ: ବିଧାୟକଙ୍କୁ ହୋଟେଲରେ ରଖିଲା କଂଗ୍ରେସ
ଜୟପୁର, ୧୧।୬: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ ରାଜନୀତି ବେଶ୍ ରୋଚକ ମୋଡ଼ ନେବାରେ ଲାଗିଛି। କଂଗ୍ରେସକ୍ଷରୁ ଭାଜପା ବିରୋଧରେ ‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାପରେ କଂଗ୍ରେସ ସମେତ…
୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା
ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୧୦୭ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୪୦ ହଜାର ୯୭୯…
୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ
ଗୁଆହାଟୀ,୧୧ା୬(ଆଇଏଏନ୍ଏସ୍): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍ ଇଣ୍ଡିଆ ଲିଃ (ଓଆଇଏଲ୍)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ବହୁ ଘର ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର…
ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ
ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ ମଣ୍ଡଳ ନାବାଳିକା ଥିଲେ ଓ ତାଙ୍କର ବର୍ଷକର ସନ୍ତାନ ଥିବା କଥାକୁ ବିଚାରକୁ ନେଇ…
ହସ୍ପିଟାଲରେ ଓସ୍କାର ଫର୍ନାଣ୍ଡିଜ୍
ବେଙ୍ଗାଲୁରୁ, ୧୧ା୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜ୍ ବୁଧବାର ମାଙ୍ଗାଲୋର୍ର କୋଡିଆଲ୍ବେଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ସେଠାରେ ଭର୍ତ୍ତି କରାଯାଇଛି। କିଡ୍ନୀ…
ନୀରବ ମୋଦି, ମେହୁଲ ଚୋକ୍ସିଙ୍କ ୧୩୫୦ କୋଟିର ଗହଣା ଜବତ
ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ ହୋଇଥିବା ହୀରା ଏବଂ ପର୍ଲସକୁ ହଂକଂରୁ ଅଣାଯାଇଥିବା ଜଣାପଡ଼ିଛି। ଏହାର ଦାମ୍ ପ୍ରାୟ ୧୩୫୦…
ଆରୋଗ୍ୟ ସେତୁ ଆପ୍ ଉପରେ ପାକିସ୍ତାନ ହ୍ୟାକରର ନଜର
ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର…
Archives


