କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍-୨’ ଶୁଟିଂ ସେଟ୍ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ
ଚେନ୍ନାଇ,୨୦।୨: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-୨ ଶୁଟିଂ ସେଟ୍ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍ରେ ଲାଗିଥିବା କ୍ରେନ୍ କ୍ରାଶ୍ ହେବା ଫଳରେ ଫିଲ୍ମ ସହନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି...
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ
ଚେନ୍ନାଇ, ୨୦।୨: ତାମିଲନାଡୁର ତିରୁପୁର ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କେରଳ ରାଜ୍ୟ ପରିବହନ ବସ୍ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୨୦ ଜଣଙ୍କ ଜୀବନ ଚାଲିଛି। ଗୁରୁବାର ସକାଳୁ ଏହି ଦୁର୍ଘଟଣା ଘଟିଛି।...
ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ଶେଷ: ନୃତ୍ୟଗୋପାଳ ହେଲେ ଟ୍ରଷ୍ଟର ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୯।୨: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ ଟ୍ରଷ୍ଟର ପ୍ରଥମ ଔପଚାରିକ ବୈଠକ ଶେଷ ହୋଇଛି। ବୁଧବାର ଏହି ବୈଠକ ଦିଲ୍ଲୀରେ ଥିବା କେ. ପରାଶରନଙ୍କ ଘରେ ଆୟୋଜିତ ହୋଇଥିଲା। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା...
‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି
ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ବୁଧବାର ମଧ୍ୟ କିଛି ଏଭଳି ଘଟିଛି। ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍...
ବଳାତ୍କାର ମାମଲାରେ ଫସିଲେ ଆଉ ଜଣେ ଭାଜପା ବିଧାୟକ
ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ କ୍ଷମତାସିନ ଭାଜପାକୁ ପୁଣି ଆଉ ଏକ ଝଟ୍କା ଲାଗିଛି। ପୂର୍ବରୁ ଉନ୍ନାଓ ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ କୁଲଦୀପ ସିଂହ ସେଙ୍ଗାର ଛନ୍ଦି ହୋଇଥିବା ବେଳେ ଏବେ ପୁଣି ଆଉ ଏକ ମାମଲା ଆସିଛି। ଭଦୋହି ଜିଲାର...
ଶାହାଙ୍କ ସହ ସାକ୍ଷାତକାର ପରେ ଟୁଇଟ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୯।୨: ତୃତୀୟଥର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ଅପରାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତକାର କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଶାହା ଓ...
ଫାଶୀ ଭୟରେ ସେଲ୍ରେ ଚୁପ୍ଚାପ୍ ରହୁଛନ୍ତି ୪ ଦୋଷୀ: ବିନୟ ଅଧିକ ବିଚଳିତ
ନୂଆଦିଲ୍ଲୀ,୧୯।୨: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତୃତୀୟ ଥର ଡେଥ୍ ଓ୍ବାରେଣ୍ଟ୍ ଜାରି ହୋଇଛି। ଏହାକୁ ନେଇ ଭୟରେ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପଓ୍ବନ କୁମାର ଗୁପ୍ତା ଏବଂ ବିନୟ କୁମାର ଶର୍ମା...
ସ୍ବାମୀଙ୍କୁ ଛାଡପତ୍ର ଦେଲେ ସ୍ବାତୀ ମାଲିୱାଲ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏନେଇ ଟୁଇଟରେ ସେ ସୂଚନା ଦେଇ ଏକ ଭାବପ୍ରବଣ କ୍ୟାପଶନ୍ ଲେଖିଛନ୍ତି। ମୋର ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଜୀବନସାଥୀଙ୍କଠାରୁ ଅଲଗା ହେବା...
ଟ୍ରମ୍ପ୍ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍ ଜଳ
ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍ ଯେପରି ଭାରତର ଦାରିଦ୍ର୍ୟ ନ ଦେଖି ପାରିବେ ସେଥିପାଇଁ ଅହମଦାବାଦ୍ ବିମାନବନ୍ଦରରୁ...
ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ
ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ ଗୁଜରାଟର ଅହମଦାବାଦ ଓ ଦିଲ୍ଲୀରେ ରହିବେ। ଏହି ଗସ୍ତ ସମୟରେ ଟ୍ରମ୍ପ ଅହମଦାବାଦର...
ଓ୍ବେଲସ୍ପୁନ୍ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଖୁସିରେ ନାଚିଲେ: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୯।୨: ଓ୍ବେଲସ୍ପୁନ୍ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଅଫିସ୍ରେ ଖୁସିରେ ନାଚୁ ଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ହିନ୍ଦୀ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡିର ଗୀତ...
ଟ୍ରମ୍ପ୍ଙ୍କ କାର୍ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି
ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ତାଜମହଲ ପରିସର...
Archives


