ଗଙ୍ଗାଘାଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ !
ବାରାଣାସୀ, ୮।୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ୪ ଦୋଷୀଙ୍କ ଫାଶୀ ଦିନ ଘୁଞ୍ଚିବାରେ ଲାଗିଥିବାରୁ ଏହାକୁ ବିରୋଧ କରି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗାଘାଟରେ ସେମାନଙ୍କ ପୁତ୍ତଳିକାକୁ ଫାଶୀ...
କୁମ୍ଭୀର କାନ୍ଦଣା କାନ୍ଦି ଗରିବଙ୍କ ପକେଟ ଖାଲି କରୁଛନ୍ତି ମୋଦି ସରକାର: କଂଗ୍ରେସ ପ୍ରବକ୍ତା
ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପୁଣିଥରେ ଟାଗେର୍ଟ କରିଛି। ଏବେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ବାହନ ବୀମା ଏବଂ ଜୀବନ ବୀମା ପ୍ରମିୟମ୍ ବୃଦ୍ଧି ପାଇଁ ମୋଦି ସରକାର ପ୍ରସ୍ତାବ ଦେଇଛନ୍ତି।...
ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍-୧
ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାରେ ୭.୦୧ କୋଟିର ଅନୁଦାନ ଉପସ୍ଥାପନ କରିଛନ୍ତି। ଏହା ସହିତ ସେମି କାୟୋଜେନିକ...
ଶାହିନ ବାଗ୍ ପ୍ରଦର୍ଶନର ଆଇଏସ୍ଆଇ ଲିଙ୍କ୍: ସନ୍ଦିଗ୍ଧ ଦମ୍ପତି ଅଟକ
ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଶାହିନବାଗ୍ଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହାପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଓଖଲାଠାରୁ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି...
ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ
ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ। ଏମାନେ ଏସବୁ ଫୁଲ ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ...
ସ୍କୁଲରେ ଆରମ୍ଭ କରାଗଲା ‘କରୋ ନା କ୍ଲାସ’
ବାରାଣସୀ,୮।୩: କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଏହାକୁ ନେଇ ସବୁଠି ସଚେତନା କରାଯାଉଛି। ବାରାଣସୀର ଏକ ଘରୋଇ ସ୍କୁଲରେ ମଧ୍ୟ କରୋନା ଭାଇରସ ସମ୍ପର୍କିତ ସଚେତନତା ଦେଖିବାକୁ ମିଳିଛି। ପିଲାମାନଙ୍କୁ କ’ଣ କରିବା କ’ଣ ନ କରିବା ଏସମ୍ପର୍କରେ...
ପୂର୍ବତନ ପିଡ଼ିପି ନେତା ଘୋଷଣା କଲେ ନୂଆ ରାଜନୈତିକ ଦଳ
ଶ୍ରୀନଗର,୮।୩: ଜମ୍ମୁ-କଶ୍ମୀରର ପୂର୍ବତନ ପିଡ଼ିପି ନେତା ତଥା ପୂର୍ବ ମନ୍ତ୍ରୀ ଅଲତାଫ୍ ବୁଖାରୀ ତାଙ୍କର ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଜମ୍ମୁ-କଶ୍ମୀର ଆପନି ପାର୍ଟି’(ଜେକେଏପି) ରଖିଛନ୍ତି। ଏହି ନୂଆ ରାଜନୈତିକ ଦଳରେ...
ଅନ୍ତର୍ଜାତୀୟ ମହିଳା ଦିବସରେ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି କେତେଜଣ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଭାରତୀୟ ବାୟୁସେନାର ପ୍ରଥମ ଫାଇଟର ଜେଟ୍ ପାଇଲଟ...
ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା
କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ, ମୌସମ ନୁର୍, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମ ରହିଛି। ଏନେଇ...
ଦେଶରେ ୪୧ କରୋନା ସଂକ୍ରମିତ: ଆଇସୋଲେଶନରେ ଦିଲ୍ଲୀର ୩୩୭ ଲୋକ
ନୂଆଦିଲ୍ଲୀ,୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ରବିବାର କେରଳରେ ୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଅମୃତସରରେ ୨,ଗୁଡ଼ଗାଓ୍ବଁରେ ୧, ଦିଲ୍ଲୀରେ ୩, ଜୟପୁରରେ ୧୭,...
ଟୁଇଟରର ପାସଓ୍ବାର୍ଡ କହିଲେ ମୋଦି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ଦିଆଯାଇଛି। ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ ଏହି ମହିଳାମାନେ ଦିନ ତମାମ ନିଜ ନିଜର ଜୀବନ କାହାଣୀ...
ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ...
Archives


