ଜରୁରୀକାଳୀନ ପରିସ୍ଥିତିର ୨୧ ମାସର କଳା ଇତିହାସ
ନୂଆଦିଲ୍ଲୀ,୨୪।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ୪୫ ବର୍ଷ ତଳେ ୧୯୭୫ ଜୁନ୍ ୨୪ରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ସାମ୍ବିଧାନିକ…
ସପ୍ତାହ ମଧ୍ୟରେ ଲକ୍ଷେ ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୨୪।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହାରାହାରି ୧୫ ହଜାରରୁ ଅଧିକ ରହୁଛି। ସେହିପରି ପ୍ରତିଦିନ ହାରାହାରି ମୃତ୍ୟୁ ସଂଖ୍ୟା ୪…
ବାବା ରାମଦେବଙ୍କ କରୋନା କିଟ୍କୁ ନେଇ ଟୁଇଟରରେ କରାଯାଉଛି ପରିହାସ
ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବ ମଙ୍ଗଳବାର କରୋନା ପାଇଁ ଏକ ଆୟୁର୍ବେଦ କିଟ୍ ଲଞ୍ଚ କରିଥିବା ବେଳେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ଜୋକ୍ସ ଶେୟାର କରାଯାଉଥିବା ଦେଖାଯାଇଛି। ତେବେ କ୍ଲିନିକାଲ ଟ୍ରାଏଲ ପରେ ଏହା…
ଯାଞ୍ଚ କରିବାକୁ ପଡିବ ରାମଦେବଙ୍କ କରୋନା ଔଷଧ: ଆୟୁଷ ମନ୍ତ୍ରୀ
ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ସଂକ୍ରମଣ ଠିକ୍ କରିବାକୁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଏହାପରେ ଏହି କରୋନା ଔଷଧକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଥିଲା। ହେଲେ ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ…
କେନ୍ଦ୍ରକୁ ଘେରିଲା କଂଗ୍ରେସ
ନୂଆଦିଲ୍ଲୀ,୨୪ା୬: ଚାଇନାର ଅନୁପ୍ରବେଶକୁ ଅସ୍ବୀକାର କରିବା ମୋଦି ସରକାର ସୀମା ସ୍ଥିତିକୁ ଅତି ଖରାପ ଭାବେ ପରିଚାଳନା କରିଛନ୍ତି ବୋଲି କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ସମାଲୋଚନା କରାଯାଇଛି। ଏହି ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି କଂଗ୍ରେସ ମୁଖ୍ୟ ସୋନିଆ…
ଚିନ୍ତା ବଢ଼ାଇଲା ଦିଲ୍ଲୀ
ନୂଆଦିଲ୍ଲୀ, ୨୪ା୬: ଭାରତରେ ମହାମାରୀ କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଥିବାବେଳେ ମହାରାଷ୍ଟ୍ର, ତାମିଲନାଡ଼ୁ ଓ ରାଜଧାନୀ ଦିଲ୍ଲୀ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୪୭ ନୂଆ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୬୬…
ଇବୋବି ସିଂଙ୍କୁ ସିବିଆଇ ନୋଟିସ
ନୂଆଦିଲ୍ଲୀ,୨୪ା୬: ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରାମ୍ ଇବୋବି ସିଂଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ୩୩୨ କୋଟି ଟଙ୍କାର ଏକ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ତାଙ୍କୁ ଜେରା କରିବ। ଏଥିପାଇଁ…
ଆର୍ଜେଡିକୁ ଶକ୍ତ ଝଟକା
ପାଟନା, ୨୪ା୬ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ଦଳବଦଳ ଆରମ୍ଭ ହୋଇଗଲାଣି। ଏହିକ୍ରମରେ ମଙ୍ଗଳବାର ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)କୁ ଶକ୍ତ ଝଟକା ଲାଗିଛି। ଦଳର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ…
୪୪%ଙ୍କ ବିରୋଧରେ ଆପରାଧିକ ମାମଲା
ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଚୋରି ଓ ଡକାୟତି ଭଳି ସଙ୍ଗିନ ମାମଲା…
୭ ଦିନରେ ହାଇ କମିଶନ ଷ୍ଟାଫ୍ ୫୦% କମାଅ
ନୂଆଦିଲ୍ଲୀ,୨୪ା୬(ପି.ଟି.): ନୂଆଦିଲ୍ଲୀସ୍ଥିତ ପାକିସ୍ତାନର ହାଇ କମିଶନ ଅଫିସରେ ଥିବା ଷ୍ଟାଫ୍ ମଧ୍ୟରୁ ୫୦% କର୍ମଚାରୀଙ୍କୁ ପ୍ରତ୍ୟାହାର କରିବା ପାଇଁ ଭାରତ ପକ୍ଷରୁ ଇସ୍ଲାମାବାଦକୁ କୁହାଯାଇଛି। ଅନୁରୂପ ଭାବେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୫୦% ଊଣା ହେବେ। ଏନେଇ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜୁନ୍ ୨୬ରେ ୧ କୋଟି ଲୋକଙ୍କୁ ମଳିବ ନିଯୁକ୍ତିି
ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଜୁନ୍ ୨୬ରେ ଏକକାଳୀନ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତାରେ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ପାଇବାକୁଥିବା ଲୋକଙ୍କ ମଧ୍ୟରୁ ପଚାଶ ପ୍ରତିଶତ…
୨୪ ଘଣ୍ଟାରେ ଦେଶରେ ୧୫,୯୬୮ ଆକ୍ରାନ୍ତ, ୪୬୫ ମୃତ
ନୂଆଦିଲ୍ଲୀ,୨୪।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ ହୋଇଛି ।…
Archives


