୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍ ଜୋନ୍ ହେବ ଅରେଞ୍ଜ
ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା ସମାନାକୁ ନ ଆସିଲା ତେବେ ସେହି ଅଞ୍ଚଳକୁ ଅରେଞ୍ଜ ଜୋନ୍ ଘୋଷଣା କରି...
ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’
ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍ଡାଉନ୍ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଶନିବାର ଟେଲିକାଷ୍ଟ ହୋଇଥିବା ଏପିସୋଡ୍ରେ ଶ୍ରୀରାମ ରାବଣଙ୍କୁ ବଧ...
ରାଜସ୍ଥାନରେ କରୋନା ର଼୍ୟାପିଡ୍ ଟେଷ୍ଟ୍ ଆରମ୍ଭ: ପ୍ରଥମ ଦିନରେ ସମସ୍ତ ୫୨ ରିପୋର୍ଟ ନେଗେଟିଭ୍
ଜୟପୁର,୧୮।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍ ସ୍ପଟ୍ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ ଆରମ୍ଭ ହୋଇଛି। ପ୍ରଥମ କରି ରାଜସ୍ଥାନର ଜୟପୁରରେ ଏହାର ଆରମ୍ଭ...
କରୋନାକୁ ହରାଇ ଘରକୁ ଫେରିଲେ ବଲିଉଡ୍ ପ୍ରଯୋଜକ
ମୁମ୍ବାଇ,୧୮।୪: ବଲିଉଡ୍ ପ୍ରଯୋଜକ କରିମ ମୋରାନି ଓ ତାଙ୍କ ୨ଝିଅ ଶଜା ଓ ଜୋଆ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ କରୋନା କବଳରୁ ଶଜା ଓ ଜୋଆ ବାହାରି ଘରକୁ ଫେରିଥିବା ବେଳେ ଏବେ କରିମ କରୋନାକୁ ହରାଇ...
ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ
ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ତାଙ୍କର ଶିଶୁକୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ ପରାମର୍ଶ...
କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ
ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଏୟାର ଇଣ୍ଡିଆର ବିି-୭୮୭ ବିମାନ ଚାଇନା ଯାତ୍ରା କରିଛି।...
ନିଜ ରେକର୍ଡ ଭାଙ୍ଗିଲା ଦୂରଦର୍ଶନ: ପୁଣିଥରେ ହେଲା ନମ୍ବର ୧
ନୂଆଦିଲ୍ଲୀ,୧୮।୪: କିଛିଦିନ ହେବ ଲୋକେ ବିଭିନ୍ନ ଘରୋଇ ଚ୍ୟାନେଲ ଆଡକୁ ମୁହାଁଇଥିବା ବେଳେ ଏବେ ପୁଣିଥରେ ଦର୍ଶକେ ଦୂରଦର୍ଶନକୁ ଆପଣାର କରି ନେଇଛନ୍ତି। ଏବେ ଦୂରଦର୍ଶନ ନିଜ ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। କରୋନା ଭଇରସ ଯୋଗୁ ଲକ୍ଡାଉନ ଥିବାରୁ...
ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍ଡାଉନ!
ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହା ମେ’୩କୁ ବୃଦ୍ଧି କରାଯାଇଛି। ଏବେ...
କରୋନା ଭାଇରସ୍କୁ ନଷ୍ଟ କରିବ ନୂଆ ମାସ୍କ
ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର ବିଶେଷଜ୍ଞମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏ କ୍ଷେତ୍ରରେ ଏକ ସଫଳତା ହାସଲ...
କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍କୁ ବି ଛୁଇଁଲେନି ଲୋକେ !
ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର ସେଣ୍ଟ୍ ଲରେନ୍ସ୍ ରୋଡ୍ରେ ରାସ୍ତା କଡ଼ରେ ବହୁ ଗୁଡ଼ିଏ ୫୦୦ ଟଙ୍କିଆ ନୋଟ୍...
ଭାରତୀୟ ନୌସେନାର ୨୧ ଯବାନ କରୋନା ପଜିଟିଭ
ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ୨୫ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ଜଣ ପଜିଟିଭ...
ଭାରତରେ କରୋନା ସଂକ୍ରମଣ ତାଲିକା: ମହାରାଷ୍ଟ୍ର ପଛକୁ ଦିଲ୍ଲୀ
ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୧୪, ୩୭୮ରେ ପହଞ୍ଚିଛି। ସଂକ୍ରମିତଙ୍କ ତାଲିକାରେ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩...
Archives


