ଜାତୀୟ

ଜାନୁଆରୀରେ ହୋଇପାରେ ଭାଜପା ନୂଆ ଅଧ୍ୟକ୍ଷ ନିର୍ବାଚନ: ଜାଣନ୍ତୁ ଚର୍ଚ୍ଚାରେ ଏହି ନେତା

ନୂଆଦିଲ୍ଲୀ,୨୨ା୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ବୃହତ୍‌ ବିଜୟ ପରେ ଏବେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୯ ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଥିବା ବେଳେ ଉତ୍ତରପ୍ରଦେଶ ଓ କର୍ନାଟକରେ ଅଟକି ରହିଛି। ଆସନ୍ତାବର୍ଷ…

ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କଲା ପଞ୍ଜାବ ପୋଲିସ: ୫ ସନ୍ଦିଗ୍ଧ ଗିରଫ

ଚଣ୍ଡିଗଡ଼,୨୨ା୧୧: ପଞ୍ଜାବ ପୋଲିସ ଶନିବାର ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କରିବା ସହ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗତ ୩ ସପ୍ତାହ ମଧ୍ୟରେ ଏଭଳି ୭ଟି ମଡ୍ୟୁଲ୍‌ ସମ୍ପର୍କରେ ଜଣାପଡିଛି। ଗିରଫ ବ୍ୟକ୍ତିମାନଙ୍କୁ ପାକିସ୍ତାନ, କାନାଡା ଏବଂ ୟୁରୋପରୁ ସଞ୍ଚାଳିତ ହେଉଥିବା…

କର୍ମଚାରୀଙ୍କ ପାଇଁ ଖୁସିଖବର! ୫ ନୁହେଁ, ଏବେ ୧ ବର୍ଷରେ ମିଳିବ ଗ୍ରାଚ୍ୟୁଇଟି; ଜାଣନ୍ତୁ କେଉଁ ଚାକିରିଆ…

ନୂଆଦିଲ୍ଲୀ,୨୨।୧୧: ଭାରତ ସରକାର ଶ୍ରମ ଆଇନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କୋଟିକୋଟି ଚାକିରିଆମାନଙ୍କୁ ସିଧାସଳଖ ଲାଭ ପହଞ୍ଚିବ। କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, ଶୀଘ୍ର ଏକ ନୂତନ ପ୍ରାବଧାନ ଲାଗୁ କରାଯିବ,…

EPFOରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ବଢ଼ିବ ଦରମା ସୀମା, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୨ା୧୧: ଦେଶର ଲକ୍ଷ ଲକ୍ଷ କର୍ମଚାରୀ EPFO ସହିତ ଜଡ଼ିତ। ସେମାନଙ୍କର PF ଆକାଉଣ୍ଟ ଏକ ସଞ୍ଚୟ ଆକାଉଣ୍ଟ ଭାବରେ କାର୍ଯ୍ୟ କରେ। ଛୋଟ ମାସିକ ଡିଡକ୍ସନ ଦୀର୍ଘକାଳୀନ ଭାବରେ ବହୁତ ଉପଯୋଗୀ ପ୍ରମାଣିତ ହୁଏ। ସରକାର ବାରମ୍ବାର EPFO ନିୟମ…

VIDEO: ଶେଷ ଭିଡିଓରେ ଗର୍ବରେ ହସୁଥିବା ନଜର ଆସିଲେ ଓ୍ବିଙ୍ଗ କମାଣ୍ଡର, ତେଜସ ଦୁର୍ଘଟଣାରେ ହୋଇଛନ୍ତି ଶହୀଦ

ଦୁବଇ,୨୨।୧୧: ଶୁକ୍ରବାର ଦୁବାଇରେ ଏକ ଏୟାର ଶୋ’ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଭାରତର ସ୍ବଦେଶୀ ଭାବରେ ବିକଶିତ ତେଜସ ଲଢୁଆ ବିମାନ ପ୍ରଦର୍ଶନୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ…

New Labour Codes: ନୂଆ ଶ୍ରମ ଆଇନରେ କମିଯିବ ଦରମା? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୧: ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ ହେବା ସହିତ, କର୍ମଚାରୀଙ୍କ ମୂଳ ଦରମା ଏବେ ସେମାନଙ୍କର ମୋଟ CTC (କଷ୍ଟ ଟୁ କମ୍ପାନୀ)ର ଅତି କମରେ 50% ହେବା ଆବଶ୍ୟକ। ଏହା ପ୍ରୋଭିଡେଣ୍ଟ ଫଣ୍ଡ (PF) ଏବଂ ଗ୍ରାଚ୍ୟୁଇଟିରେ ଅବଦାନ ବୃଦ୍ଧି…

ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ: ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା, ମିଳିବ ଦୁଇଗୁଣ ଦରମା

ନୂଆଦିଲ୍ଲୀ,୨୨ା୧୧: ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରୋଟି ନୂତନ ଲେବର କୋଡ୍‌ ବା ଶ୍ରମ ସଂହିତା କାର୍ଯ୍ୟକାରୀ ହୋଇଛି। ସରକାର କହିଛନ୍ତି,…

ଯୁଦ୍ଧ ବିମାନ ଉଡାଉଥିବା ପାଇଲଟଙ୍କୁ କେତେ ମିଳେ ଦରମା?

ନୂଆଦିଲ୍ଲୀ,୨୨।୧୧: ଶୁକ୍ରବାର ଦୁବାଇ ଏୟାରଶୋ ସମୟରେ ଭାରତୀୟ ବାୟୁସେନାର ସ୍ବଦେଶୀ ତେଜସ (LCA) ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ଦେଶକୁ ଚକିତ କରିଦେଇଛି। ୱିଙ୍ଗ କମାଣ୍ଡର ନାମନାଶ ସିଆଲଙ୍କ ମୃତ୍ୟୁ ସହିତ, ଦେଶ ଜଣେ ସାହସୀ ଯୋଦ୍ଧାକୁ ହରାଇଲା…

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର…

ସାଧାରଣ ଲୋକଙ୍କୁ ଝଟ୍‌କା, ବଢିଯିବ ଔଷଧ ଦାମ୍‌!

ନୂଆଦିଲ୍ଲୀ,୨୨।୧୧: ଦେଶରେ GST ହାର ହ୍ରାସ ପରେ, ସରକାର ଏବେ ଔଷଧ କ୍ଷେତ୍ରରେ ବ୍ୟବହୃତ ଔଷଧ ସାମଗ୍ରୀ ପାଇଁ ସର୍ବନିମ୍ନ ଆମଦାନୀ ମୂଲ୍ୟ (MIP) ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶରେ ଔଷଧର ମୂଲ୍ୟ ବୃଦ୍ଧି ପାଇପାରେ। ଔଷଧ ଶିଳ୍ପର…

୧୮ ବର୍ଷରୁ କମ୍‌ ବୟସର ଝିଅ ସହିତ ଚତୁର୍ଥୀ ରାତି ପାଳନ କଲେ ସ୍ବାମୀଙ୍କୁ ମିଳିବ ଦଣ୍ଡ! ଜବାବ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୨।୧୧: ବିବାହ ପରେ ଚତୁର୍ଥୀ ରାତି ପାଳନ କରିବା ପାଇଁ ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏପରି କରିବା ପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ କି? ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ…

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

ନୂଆଦିଲ୍ଲୀ,୨୨ା୧୧: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?