ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା
ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ପୀଡ଼ିତ ହେବା ଏବେ ଆହୁରି ଚିନ୍ତା ବଢାଇ ଦେଇଛି। ଦେଶବାସୀଙ୍କୁ କରୋନା…
ଚାଇନାକୁ ଘେରିଲେ ଭାରତ-ଆମେରିକା-ଜାପାନ
ନୂଆଦିଲ୍ଲୀ, ୧୨।୭: ଚାଇନାକୁ ଭାରତ, ଆମେରିକା ଏବଂ ଜାପାନ ମିଳିତ ଭାବେ ଘେରିବା ଆରମ୍ଭ କରିଛନ୍ତି। ଭାରତ ଆଫ୍ରିକାର ବିଭିନ୍ନ ଦେଶରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରିଛି। ଏପରିସ୍ଥଳେ ଚାଇନା ମଧ୍ୟ ଭାରତ ସହିତ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ରଖିଛି।…
୧୫ ଫୁଟିଆ ଅହିରାଜ ପଡ଼ିଲା ଧରା: ସୋସିଆଲ୍ ମିଡ଼ିଆରେ ଭାଇରାଲ
କୋଏମ୍ବାଟୁର, ୧୨।୭: ତାମିଲନାଡୁର କୋଏମ୍ବାଟୁର ନିକଟସ୍ଥ ଥୋଣ୍ଡାମୁଥୁର ଅଞ୍ଚଳର ନରସିପୁରମ୍ ଗାଁରୁ ଏକ ୧୫ ଫୁଟ ଲମ୍ବର ଅହିରାଜ ସାପ ଧରାପଡ଼ିଛି। ସ୍ଥାନୀୟ ବନ ବିଭାଗ କର୍ମଚାରୀ ଏହାକୁ ଧରି ଜଙ୍ଗଲରେ ଛାଡ଼ିଛନ୍ତି। ଶନିବାର ଗାଁ ନିକଟରେ ଥିବା ଏକ ବୁଦା…
ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୧୨ା୭(ପି.ଟି.): ଦିଲ୍ଲୀ ଏମ୍ସର ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ରହୁଥିବା ହଷ୍ଟେଲର ଦଶମ ମହଲାରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଅନୁରାଗ କୁମାର ନାମକ ଏହି ଜୁନିୟର ଡାକ୍ତର ମାନସିକ ଚିକିତ୍ସା ବିଭାଗରେ ପିଜି କରୁଥିଲେ। ତେବେ ସେ ୮…
ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା
ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଚାଇନା ନିର୍ମାଣ କାର୍ଯ୍ୟ ଚଳାଇଥିବା ପୂର୍ବ ଚିତ୍ରରୁ ଦେଖିବାକୁ ମିଳିଥିଲା। ଭାରତ…
ଏଯାଏ ବାହାରିନି ୪ ସଂକ୍ରମଣର ଟିକା
ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି ନ ଥିବାରୁ କିଏ ପ୍ରଥମେ ବଜାରକୁ ଏହି ଟିକା ଆଣିବ ତାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା…
ସରକାର ଭାଙ୍ଗିବାକୁ ଚକ୍ରାନ୍ତ
ଜୟପୁର,୧୨ା୭(ପି.ଟି.): କରୋନା ମହାମାରୀ ଜନିତ ସଙ୍କଟ ସମୟରେ ରାଜସ୍ଥାନ ସରକାର ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର ଚଳାଇଛି। ରାଜ୍ୟରେ କ୍ଷମତାସୀନ ସରକାରର ପତନ ପାଇଁ ଭାଜପା ପକ୍ଷରୁ କଂଗ୍ରେସ ବିଧାୟକମାନଙ୍କୁ ୧୫ କୋଟି ଟଙ୍କା ଲେଖାଏ ଯଚାଯାଇଥିବା ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ…
ଗିନିଜ୍ ବୁକ୍ରେ ୨୦୧୮ ବାଘ ଗଣନା
ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ ବିଶ୍ୱର ସର୍ବାଧିକ କ୍ୟାମେରା ବ୍ୟବହାର କରାଯାଇଥିଲା। ସର୍ବଭାରତୀୟ ବାଘ ଆକଳନ ୨୦୧୮ର ଚତୁର୍ଥ ଚକ୍ର…
ଛୋଟ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୨ା୭(ଆଇଏଏନ୍ଏସ୍):ପାର୍ଲାମେଣ୍ଟର ସ୍ଥାୟୀ କମିଟିଗୁଡ଼ିକ ବସିବା ପରେ ଏବେ ମୌସୁମୀ ଅଧିବେଶନ ଆୟୋଜନ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ଅଣାଯାଇଥିବା ଅଧ୍ୟାଦେଶଗୁଡ଼ିକୁ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଲୋକ ସଭା ଓ ରାଜ୍ୟ ସଭା ସେକ୍ରେଟାରିଏଟ୍ ଆଗରେ…
ପିଏମ୍ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ
ନୂଆଦିଲ୍ଲୀ,୧୨ା୭: ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚୁଏଶନ୍ସ…
ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍
ମୁମ୍ବାଇ,୧୧ା୭- ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କୋଭିଡ୍ ପଜିଟିଭ୍ ବାହାରିଛି। ଏନେଇ ସେ ଶନିବାର ଟୁଇଟରରେ ସୂଚନା ଦେଇଛନ୍ତି। ଏହି ବିଶିଷ୍ଟ ଅଭିନେତା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ…
ଦ୍ୱାଦଶ ପରୀକ୍ଷାରେ ଅଖିଳେଶଙ୍କ ଝିଅ ରଖିଲେ ୯୮%
ନୂଆଦିଲ୍ଲୀ,୧୧।୭: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଆଇଏସ୍ସି ବୋର୍ଡର ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଅଖିଳେଶ। ସ୍ତ୍ରୀ ଡିମ୍ପଲ ଏବଂ ଝିଅଙ୍କ ସହ ଏକ…
Archives


