ଶ୍ରମିକ ସ୍ପେଶାଲ ଟ୍ରେନ୍କୁ ନେଇ ଜାରି ହେଲା ଗାଇଡଲାଇନ୍
ନୂଆଦିଲ୍ଲୀ,୩।୫: ଲକ୍ଡାଉନ ଯୋଗୁ ସାରା ଦେଶରେ ଫସି ରହିଥିବା ଶ୍ରମିକ, ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ ଆଦିଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥିବା...
ଯେତେ ଅଧିକ ଟେଷ୍ଟ ସେତେ ଅଧିକ ସଂକ୍ରମିତ !
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପହଞ୍ଚିବାକୁ ଯାଉଛି। କୁହାଯାଉଛି କି ଯେଉଁଠାରେ ଯେତେ ଅଧିକ ନମୁନା ପରୀକ୍ଷା କରାଯାଉଛି ସେଠାର ସେତେ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ...
୪୦ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୪୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ରବିବାର ସକାଳ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୯,୯୮୦ରେ। ଏମାନଙ୍କ...
ସୋସିଆଲ ମିଡିଆ ଆପ୍ରୁ ବ୍ୟକ୍ତିଗତ ତଥ୍ୟ ହଟାଉଛନ୍ତି ବ୍ୟବହାରକାରୀ
ନୂଆଦିଲ୍ଲୀ, ୩।୫ (ଆଇଏଏନ୍ଏସ୍): ସୋସିଆଲ ମିଡିଆର ଗତି ସବୁଠାରୁ ଆଗରେ ଥିବାରୁ ଏହାର ଆଦର କାହିଁରେ କ’ଣ ରହିଛି। କିନ୍ତୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବାର ଅନେକ ଅଭିଯୋଗ ଆସିଥାଏ। ସୋସିଆଲ ମିଡିଆର ବିଭିନ୍ନ ଆପ୍ରେ ବ୍ୟବହାରକାରୀ ଦେଉଥିବା...
ମାସକରେ ମଲେଣି ୯ ବାଘ
ଭୋପାଳ/ଉମରିଆ,୩।୫: ଅଭୟାରଣ୍ୟରେ ଅସୁରକ୍ଷିତ ଜାତୀୟ ପଶୁ। ଲକ୍ଡାଉନ୍ ସମୟରେ ଦେଶର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟରେ ବିଭିନ୍ନ କାରଣରୁ ମରୁଛନ୍ତି ବାଘ। ଶନିବାର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପ ଅଧୀନ ମେଡରା ବୀଡ ଅଞ୍ଚଳରୁ ଏକ ବାଘ ଶାବକର ମୃତଦେହ ଉଦ୍ଧାର...
ସ୍ବଦେଶ ଫେରିବେ ୧୯୩ ପାକ୍ ନାଗରିକ
ନୂଆଦିଲ୍ଲୀ, ୨ା୫: ପ୍ରାଣଘାତୀ କରୋନା ଭାଇରସ୍ର ତାଣ୍ଡବ ଜାରି ରହିଛି। ଏଥିଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀରୁ ବର୍ତ୍ତିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ତେବେ ଭାରତରେ ଫସି ରହିଥିବା ୧୯୩ ପାକିସ୍ତାନ ନାଗରିକଙ୍କୁ...
ତୃତୀୟ ପର୍ଯ୍ୟାୟରେ କୋହଳ
ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ମତ ଦେଇଥିଲେ। ଏହାକୁ ଦୃଷ୍ଟିରେ...
କରୋନା ଯୋଦ୍ଧାଙ୍କୁ ସଲାମ
ନୂଆଦିଲ୍ଲୀ,୩।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ କରିଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ...
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟର: କର୍ନେଲ, ମେଜରଙ୍କ ସମେତ ୫ ଯବାନ ଶହୀଦ
ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରର ହନ୍ଦଓ୍ବାଡାରେ ରବିବାର ହୋଇଥିବା ଏନ୍କାଉଣ୍ଟରରେ ଜଣେ କର୍ନେଲ, ଜଣେ ମେଜର, ଜଣେ ପୋଲିସ ଅଧିକାରୀ ଓ ୨ ଯବାନ ଶହୀଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କର୍ନେଲ...
ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ
ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି। ଶନିବାର ନୌସେନାର ଜଣେ ଅଧିକାରୀ ଏହି ସୂଚନା...
କଂକ୍ରିଟ ମିକ୍ସର ଟ୍ରକ୍ରୁ ଉଦ୍ଧାର ହେଲେ ୧୮ ଶ୍ରମିକ
ଇନ୍ଦୋର,୨।୫: କରୋନା ସଂକ୍ରମଣକୁ ନେଇ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇପଡିଛନ୍ତି। ନିକଟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ...
ଫୁଲ ବର୍ଷା କରିବ ବାୟୁସେନା ବିମାନ
ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧାଙ୍କ ଉତ୍ସାହ ବଢ଼ାଇବା ପାଇଁ ଭାରତୀୟ ସେନା ପକ୍ଷରୁ ‘ସାରେ ଜାହାଁ ସେ ଆଛା,...
Archives


