ଦେଶରେ ୬୦ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୯୫ ଜଣଙ୍କର...
ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍
ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। କରୋନା ସହିତ ଲଢ଼ିବାକୁ ଏକଜୁଟ ହେବାକୁ ସରକାର ଲୋକଙ୍କୁ ପରାମର୍ଶ...
ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ
ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହାକୁ ଖଣ୍ଡନ କରିଛନ୍ତି। ମୁମ୍ବାଇକୁ ସେନା ହାତରେ ଟେକି ଦେବାର ପ୍ରଶ୍ନ ଉଠୁନାହିଁ। ପୋଲିସ...
ମଦ ହୋମ୍ ଡେଲିଭରି ପାଇଁ ବିଚାର କର
ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍ଡାଉନ୍ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦ ଦିନ ଧରି ବିକ୍ରି ବନ୍ଦ ଥିବାରୁ ମଦ ଦୋକାନଗୁଡ଼ିକ ଆଗରେ ନାହିଁ ନ...
ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ
ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର ଅଗଷ୍ଟ ୩୧ ସୁଦ୍ଧା ଶେଷ କରି ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର...
ଟ୍ରେନ୍ ବାତିଲ ପରେ ଦାଦନଙ୍କ ଭିଡ଼
ସୁରଟ୍, ୯ା୫: ଟ୍ରେନ୍ ବାତିଲ ପରେ ସୁରଟ୍ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର...
‘ଭାଇରସ୍ ସହ ରହିବା ଶିଖିବାକୁ ପଡ଼ିବ’
ନୂଆଦିଲ୍ଲୀ,୯ା୫(ଆଇଏଏନ୍ଏସ୍): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ ନୁହେଁ ବୋଲି ଶୁକ୍ରବାର କେନ୍ଦ୍ର ସରକାର ମାନିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ...
ପ୍ଲାଜ୍ମା ଥେରାପି ଲାଗି ଆଇସିଏମ୍ଆର୍କୁ ସ୍ବୀକୃତି
ନୂଆଦିଲ୍ଲୀ, ୯ା୫: ପ୍ରାଣଘାତୀ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଲାଗି ଆଇସିଏମ୍ଆର୍କୁ ସ୍ବୀକୃତି ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ନ୍ୟାଶନାଲ...
ପଲିମର୍ କମ୍ପାନୀକୁ ୫୦ କୋଟି ଜରିମାନା
ନୂଆଦିଲ୍ଲୀ,୯ା୫(ପି.ଟି.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲ୍ଜି ପଲିମର୍ସ କମ୍ପାନୀରେ ବୁଧବାର ରାତିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୧୨ ଜଣଙ୍କ ଜୀବନ ଯିବା ଘଟଣାରେ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଉକ୍ତ କମ୍ପାନୀ ଉପରେ ୫୦ କୋଟି ଟଙ୍କାର ଅନ୍ତରୀଣ...
ଛଟେଇ ଆଣିବ ଅର୍ଥନୀତିରେ ସୁନାମି
ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍ଡାଉନ୍ ଅନ୍ ଅଫ୍ ସୁଇଚ୍ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍ଡାଉନ୍ ଅବଧି ଶେଷ କରିବାକୁ ଚାହୁଁଥିଲେ ଦେଶବାସୀଙ୍କଠାରେ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆଣିବା ଦରକାର ବୋଲି କଂଗ୍ରେସର...
ଦେଶରେ ପ୍ରତିବର୍ଷ ୧୫ ଦିନ କରାଯାଉ ଲକ୍ଡାଉନ !
ନୂଆଦିଲ୍ଲୀ,୮।୫: କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ସଂକ୍ରମଣରେ ପାଖାପଖି ଅଢେଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହା ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦେଖି ମେ’ ୧୭ ପର୍ଯ୍ୟନ୍ତ ଲକ୍ଡାଉନ...
କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା
ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ ଯବାନ ଏବେ କରୋନା କବଳରେ। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ...
Archives


