ଏମିତି କ’ଣ କହିଲେ ଅଖିଳେଶ, ଏକାଥରେ ଠିଆ ହୋଇଗଲେ ଶାହା
ନୂଆଦିଲ୍ଲୀ,୨।୪: ଲୋକ ସଭାରେ ବୁଧବାର ୱାକଫ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି। ଏହି ସମୟରେ କଂଗ୍ରେସ ଏକ ବିରାଟ ହଙ୍ଗାମା ସୃଷ୍ଟି କରିଥିଲା। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ପାଲଟା ଆକ୍ରମଣ କରିଥିଲେ, ଯେତେବେଳେ କେନ୍ଦ୍ର ମନ୍ତ୍ରୀ କିରେନ…
ବିରୋଧ ସତ୍ତ୍ୱେ ୪୦୦ ଏକର ଜଙ୍ଗଲ ସଫା କଲେ ତେଲଙ୍ଗାନା ସରକାର: ପରିବେଶବିତ୍ କ୍ଷୁବ୍ଧ
ହାଇଦ୍ରାବାଦ,୨।୪: ତେଲଙ୍ଗାନାର କଂଗ୍ରେସ ସରକାର ପକ୍ଷରୁ ହାଇଦ୍ରାବାଦର କାଞ୍ଚା ଗଛିବୋୱଲି ଅଞ୍ଚଳର ୪୦୦ ଏକର ଜମିରୁ ଗଛଲତା ହଟାଇ ସଫା କରାଯାଉଛି। ସରକାରଙ୍କ ଏହି ପଦକ୍ଷେପରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ପରିବେଶ କର୍ମୀମାନେ କ୍ଷୁବ୍ଧ ଅଛନ୍ତି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର…
ୱକଫ ବିଲ୍କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ କରିଛି।…
ଚମକାଇଲା ନୂଆ ଅଧ୍ୟୟନ, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଶୁଣିବା କ୍ଷମତା ପ୍ରଖର
ପ୍ରାୟତଃ ଆପଣ ଲୋକମାନଙ୍କୁ ମଜାରେ କହିବାର ଶୁଣିଥିବେ ଯେ ମହିଳାଙ୍କ କାନ ବହୁତ ପ୍ରଖର ଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଜାରେ କୁହାଯାଇଥିବା ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ। ପ୍ରକୃତରେ, ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନରୁ…
ଲୋକ ସଭାରେ ଆଗତ ହେଲା ଓ୍ବକ୍ଫ ବିଲ୍, ସରକାରୀ ସମ୍ପତ୍ତି ଓ୍ବକଫ ସମ୍ପତ୍ତି ହେବ ନାହିଁ
ନୂଆଦିଲ୍ଲୀ,୨।୪: ବିବାଦୀୟ ଓ୍ବକ୍ଫ (ସଂଶୋଧନ) ବିଲ୍ ଉପରେ ବୁଧବାର ଲୋକ ସଭାରେ ଆଲୋଚନା ହୋଇଛି। ବିଲ୍କୁ ଗୃହୀତ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଇଣ୍ଡିଆ ବ୍ଲକ୍ର ସମସ୍ତ ଦଳ ବିଲ୍ ବିରୋଧରେ ଭୋଟ ଦେବାକୁ ସର୍ବସମ୍ମତ ନିଷ୍ପତ୍ତି ନେଇଛନ୍ତି।…
ବିଶ୍ୱରେ ସବୁଠାରୁ ଅଧିକ ଏହି ଦେଶର ଲୋକେ ଛାଡୁଛନ୍ତି ଇସଲାମ ଧର୍ମ, ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨।୪: ଇସଲାମ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ଧର୍ମ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ମୁସଲମାନଙ୍କ ଜନସଂଖ୍ୟା ୨୦୦ କୋଟିରୁ ଅଧିକ। ତଥାପି, ଏହା ସତ୍ତ୍ୱେ, ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ଇସଲାମ ଧର୍ମ ପରିତ୍ୟାଗ କରୁଛନ୍ତି। ପ୍ୟୁ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବଙ୍କ ଦରମା କେତେ ଜାଣନ୍ତି
ନୂଆଦିଲ୍ଲୀ,୨।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଉଛନ୍ତି ଡକ୍ଟର ପ୍ରମୋଦ କୁମାର ମିଶ୍ର। ସେ ଭାରତୀୟ ପ୍ରଶାସନିକ ସେବା (IAS)ର ୧୯୭୨ ବ୍ୟାଚର ଗୁଜରାଟ କ୍ୟାଡରର ଜଣେ ଅବସରପ୍ରାପ୍ତ ଅଧିକାରୀ। ପ୍ରମୋଦ କୁମାର ସେପ୍ଟେମ୍ବର ୨୦୧୯ରେ ଏହି ପଦବୀର ଦାୟିତ୍ୱ ଗ୍ରହଣ…
ପୁଣି ବଦଳିଗଲେ ନବୀନ! ମୋଦିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ନେଲା ବିଜେଡି
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉ ପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ…
ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta
ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି।…
India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ
ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ ପିଏଲଏ ସୈନିକଙ୍କ ଦୁଃସାହସର ଉପଯୁକ୍ତ ଜବାବ ଦେଇଥିଲା। ଡ୍ରାଗନର ସୈନିକମାନଙ୍କ ମୃତଦେହ ଏଣେତେଣେ ପଡ଼ି…
INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…
ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ ହେବ, ଯାହା ପାଇଁ ସମଗ୍ର ବିରୋଧୀ ଏକତ୍ରିତ ହୋଇଛନ୍ତି। ୱାକଫ (ସଂଶୋଧନ) ବିଲ ସମ୍ପର୍କରେ…
ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!
ଓ୍ବାଶିଂଟନ୍,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର ଘୋଷଣାକୁ ନେଇ ଅନେକ ଦେଶରେ ଉତ୍ତେଜନାର ବାତାବରଣ ରହିଛି। ଟ୍ରମ୍ପଙ୍କ ଘୋଷଣା ସହିତ ଅନେକ…
Archives


