ଜାତୀୟ

ସମ୍ମତିକ୍ରମେ ବ୍ରେକ୍ ଅପ କଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୧: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସମ୍ମତିକ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ…

ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା ହୋଇ ତାଣ୍ଡବ ରଚିବ ସେନ୍ୟାର, ଓଡ଼ିଶାରେ କିଛି ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୧୧: ଭାରତ ପାଣିପାଗ ବିଭାଗ (IMD) ବଡ଼ ଅପଡେଟ ଜାରି କରି କହିଛି ଯେ ମଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଡିପ୍ରେସନ ଏବେ ଏକ ଘୂର୍ଣ୍ଣିଝଡ଼ “ସେନ୍ୟାର” ରେ ପରିଣତ ହୋଇଛି। ବୁଧବାର ଏହି ଝଡ଼ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ…

ପାନ ମସଲା କମ୍ପାନୀ ମାଲିକଙ୍କ ବୋହୂ କଲେ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଲେ…

ନୂଆଦିଲ୍ଲୀ,୨୬।୧୧: କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ଯେଉଁଥିରେ ସେ କାହା ବିରୁଦ୍ଧରେ କୌଣସି ଅଭିଯୋଗ କରିନାହାଁନ୍ତି।…

‘ପ୍ରଥମ ଥର ଭୋଟ ଦେଉଥିବା ଲୋକଙ୍କୁ ସମ୍ମାନ କରନ୍ତୁ’, ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ବାନ କରିଛନ୍ତି, ଏହା ଏକ ଦୃଢ଼ ଗଣତନ୍ତ୍ରର ମୂଳଦୁଆ ବୋଲି କହିଛନ୍ତି। ସମ୍ବିଧାନ ଦିବସରେ ନାଗରିକମାନଙ୍କୁ ଲେଖିଥିବା ଏକ ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଅଧିକାର…

ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍‌ ବୋମା ବିସ୍ଫୋରଣ ମାମଲାରେ NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ ନବିକୁ…

ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି

ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ…

ଆଜି ‘ଜାତୀୟ ଦୁଗ୍ଧ ଦିବସ’, ଭାରତରେ ୮ କୋଟିରୁ ଅଧିକ ଚାଷୀ ହେଉଛନ୍ତି ଉପକୃତ

ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।…

“ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ”: ଚାଇନାର ଦାବି ପରେ କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫।୧୧: ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଚାଇନାର ଶାଂଘାଇ ବିମାନ ବନ୍ଦରରେ ୧୮ ଘଣ୍ଟାରୁ ଅଧିକ ସମୟ…

ନୂଆ ଲେବର କୋଡ୍‌ ସ୍ଥାୟୀ ଚାକିରି ପ୍ରତି କ’ଣ ବିପଦ? ପ୍ରଭାବିତ ହେବେ ଏସବୁ କର୍ମଚାରୀ

ନୂଆଦିଲ୍ଲୀ,୨୫।୧୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ସଂହିତା (Labour Codes) କର୍ମଚାରୀ ନିଯୁକ୍ତି, ଦରମା ଏବଂ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାର ସବୁଠୁ ବଡ଼ ପ୍ରଭାବ ହେଉଛି ‘ଚୁକ୍ତିଭିତ୍ତିକ କର୍ମଚାରୀ’ଙ୍କୁ ଏକ ବର୍ଷରେ…

୭୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ଲେବର କୋଡ୍‌: SBI ରିସର୍ଚ୍ଚ

ନୂଆଦିଲ୍ଲୀ,୨୫।୧୧: ଭାରତ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ ହୋଇଥିବା ଚାରୋଟି ନୂଆ ଶ୍ରମ ସଂହିତା ମଧ୍ୟମ ଅବଧିରେ ନିଯୁକ୍ତି ଏବଂ ଅର୍ଥନୀତିକୁ ବଡ଼ ପ୍ରୋତ୍ସାହନ ଦେବ ବୋଲି SBI ରିସର୍ଚ୍ଚ ତା’ର ‘ଇକୋର‍୍ୟାପ୍’ ରିପୋର୍ଟରେ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି…

ବୁରହାନ ୱାନି ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଦିଲ୍ଲୀ ବୋମା ବିସ୍ଫୋରଣକାରୀ-

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିବା ଡାକ୍ତରରୁ ଆତ୍ମଘାତୀ ଆତଙ୍କବାଦୀ ପାଲଟିଥିବା ଉମର ଉନ୍ ନବୀ ନିଜକୁ “ଏମିର୍” (ଶାସକ/ନେତା) ବୋଲି ପରିଚୟ ଦେଉଥିଲେ। ସେ ସୁରକ୍ଷା ବାହିନୀ ଦ୍ୱାରା ୨୦୧୬ରେ ନିହତ ହୋଇଥିବା ଆତଙ୍କବାଦୀ…

ପ୍ରଦୂଷଣ କରୁଥିବା ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ- NCR ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଜଧାନୀରେ ଇଲେକ୍ଟ୍ରିକ୍ ଯାନ (EV) ଇକୋସିଷ୍ଟମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?