ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ
ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିବା ଲାଗି ଚାହିଁ ବସିଛନ୍ତି।...
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କଲା
ନୂଆଦିଲ୍ଲୀ,୧୯।୫: ଗୋଟିଏ ପଟେ କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍ଡାଉନ ଜାରି କରାଯାଇଥିବା ବେଳେ ଏହା ଏବେ ୫୬ ଦିନ ପୂରଣ କରିଛି। ହେଲେ ଏବେବି ଦେଶରେ ଗତ ୨୪ ଘଣ୍ଟାରେ ୪,୯୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ...
କରୋନା ସଂକ୍ରମଣ ଡରରେ ଅନ୍ତିମ ସଂସ୍କାରରେ ପଡ଼ୋଶୀ ଦେଲେନି ଯୋଗ: ମୃତଦେହକୁ ପୋଲିସ ଦେଲେ କାନ୍ଧ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନାକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଯଦି କୌଣସି ଲୋକଙ୍କ ମୃତ୍ୟୁ ଘଟୁଛି ତେବେ ସାହି ପଡ଼ିଶା କେହି...
ୟଶ୍ଓ୍ବନ୍ତ ସିହ୍ନା ଅଟକ
ନୂଆଦିଲ୍ଲୀ,୧୯।୫: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବିରୋଧ କରି ଦିଲ୍ଲୀର ରାଜଘାଟଠାରେ ଧାରଣା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍ଓ୍ବନ୍ତ ସିହ୍ନାଙ୍କୁ ପୋଲିସ ସୋମବାର ଅଟକ ରଖିଛି। ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡ଼ିବା ଲାଗି ସଶସ୍ତ୍ର ସେନାକର୍ମୀଙ୍କୁ ନିୟୋଜିତ କରିବା ଦାବିରେ...
ଦିଲ୍ଲୀରେ ବସ୍, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି
ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା ଆରମ୍ଭ କରିବା ସହ ବଜାର ଖୋଲିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀରେ ବସ୍,...
ମୋଦିଙ୍କ ଲୋକପ୍ରିୟତା ବଢ଼ାଇଲା କରୋନା
ନୂଆଦିଲ୍ଲୀ,୧୯ା୫: ଭାରତକୁ କରୋନା ଭୂତାଣୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ତାଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସରକାର ବିରୋଧୀ ବିକ୍ଷୋଭ ଦେଶର ବିଭିନ୍ନ ଭାଗରେ ମୁଣ୍ଡ ଟେକିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ...
ଥମୁନି ଦାଦନ ଯାତନା
ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ...
କରୋନା ଭୂତାଣୁର ମୂଳ ଖୋଜାଯାଉ
ନୂଆଦିଲ୍ଲୀ,୧୯ା୫(ପି.ଟି.): ପ୍ରାଣଘାତୀ କରୋନା ଭୂତାଣୁର ମୂଳ ଖୋଜି ବାହାର କରିବା ସହ ଏହି ସଙ୍କଟର ମୁକାବିଲା ଲାଗି ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଭାରତ ସମେତ...
ଅମ୍ଫନ ପ୍ରସ୍ତୁତି ସମୀକ୍ଷା କଲେ ମୋଦି
ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ଦୀଘା-ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା...
ଲକ୍ଡାଉନ ୪.୦: ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ କର୍ଫ୍ୟୁ
କୋଲକାତା,୧୮।୫: କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ୪.୦ର ସୋମବାର ହେଉଛି ପ୍ରଥମ ଦିନ। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଲକ୍ଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। କରୋନା ଭାଇରସ୍ ସଂକ୍ରମଣ ବିପଦକୁ ଦେଖି ମୁଖ୍ୟମନ୍ତ୍ରୀ...
ରାଜଧାନୀରେ ଖୋଲିବନି ସ୍ପା-ସେଲୁନ
ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ ୪.୦। ଏହାକୁ ନେଇ ଭିନ୍ନ ଭିନ୍ନ ରାଜ୍ୟରେ ନିୟମ କୋହଳରେ ପାର୍ଥକ୍ୟ ଦେଖାଦେଇଛି। ତେବେ ରାଜଧାନୀ ଦିଲ୍ଲୀରେ କ’ଣ ଖୋଲା ରହିବ କ’ଣ ଖୋଲା ନ...
କେରଳ ହଟସ୍ପଟ୍ରେ ଚାଲିବନି ବସ୍
ଥିରୁଅନନ୍ତପୁରମ,୧୮।୫: କରୋନା ସଂକ୍ରମଣ ପାଇଁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ନିୟମରେ ପରିବର୍ତ୍ତନ ପାଇଁ କ୍ଷମତା ରହିଛି। ଏବେ କେରଳ ସରକାର...
Archives


