କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ଲୋକଙ୍କୁ…
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଆଉ ୧୫ ଦିନ ମଧ୍ୟରେ…
୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର
ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍ ଶିକ୍ଷକଙ୍କୁ ପୁନଃନିଯୁକ୍ତି ମାଗିଛନ୍ତି। ଏହି ୧୦, ୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରୋଚକ…
କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି
ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଧାମପୁରର ପାଦଲି ମାଣ୍ଡୁ ଗ୍ରାମରେ…
ଏସବୁ ୨୯ ଆପ୍ ଫୋନ୍ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍
ନୂଆଦିଲ୍ଲୀ, ୨୯।୭: କେତେକ ଆପ୍ରେ ଭାଇରସ୍ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍ର ଇଣ୍ଟେଲଜେନ୍ସ୍ ଟିମ୍ ଏସବୁ ଆପ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆପ୍ ପ୍ଲେ ଷ୍ଟୋରରୁ…
ରାଫାଲର ଗୃହପ୍ରବେଶ
ନୂଆଦିଲ୍ଲୀ, ୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତରେ ଗୃହପ୍ରବେଶ କରିଛି। ଫ୍ରାନ୍ସ୍ରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ ୫ଟି ରାଫାଲ ବିମାନ ଅପରାହ୍ନ ୧ଟା ୨୯ରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲେ। ବିମାନଗୁଡ଼ିକ ୟୁଏଇରୁ…
ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ। ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି ବୋଲି ଏହି…
ବଦଳିଲା ମାନବ ସମ୍ବଳ ମନ୍ତ୍ରଣାଳୟ ନାମ
ନୂଆଦିଲ୍ଲୀ, ୨୯।୭: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବୈଠକରେ ଦେଶରେ…
ରାଜଧାନୀ ପରେ ଏବେ ମୁମ୍ବାଇରେ ହାରୁଛି କରୋନା
ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ଆତଙ୍କ ଦେଖାଦେଇଛି। ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ମୁମ୍ବାଇରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏଠାରେ କରୋନା ସଂକ୍ରମଣ ମଧ୍ୟ କମୁଛି। ଦିଲ୍ଲୀରେ…
ମାଉସୀ ନମସ୍କାର କହି ଘରେ ପଶିଲେ କିଛି ବ୍ୟକ୍ତି, ଆଉ ତା’ପରେ
ଗ୍ବାଲିୟର୍,୨୯।୭: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏକ ଅଜବ ଲୁଟ୍ ହୋଇଛି। ମାଉସୀ ନମସ୍କାର କହି ଘରେ ପଶି ଖେଳନା ବନ୍ଧୁକ ଦେଖାଇ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ। ସହରର ପରିବହନ ବ୍ୟବସାୟୀଙ୍କ ଘରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଘରେ…
କରୋନା ଲଢ଼େଇ ବାଟରେ କଣ୍ଟା: ୬୪ ପ୍ରତିଶତ ଲୋକେ ଖାଇବା ପୂର୍ବରୁ ହାତ ଧୋଇବା ଭୁଲି ଯାଉଛନ୍ତି
ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍ ପିନ୍ଧିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି।…
ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ
ଫରିଦାବାଦ୍, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି ଯୋଗଦେବେ ବୋଲି କୁହାଯାଉଛି। ତେବେ ରାମମନ୍ଦିର ନିର୍ମାଣ ନେଇ ଫରିଦାବାଦ୍ର ରାବଣମାନେ ଅଧିକ ଖୁସି…
୭୦ ପିଲାଙ୍କୁ ଟିକା ଖୁଆଇଥିବା ମହିଳା କରୋନା ପଜିଟିଭ୍, ଗାଁରେ ଆତଙ୍କ
ଭୋପାଳ,୨୯।୭: ମଧ୍ୟପ୍ରଦେଶର ଖରଗୋନରେ ୭୦ ପିଲାଙ୍କୁ ଟିକା ଖୁଆଇବାକୁ ଦେଇଥିବା ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏକ ଟିମ୍ ୫ ବର୍ଷରର ୭୦ ପିଲାଙ୍କୁ ଭିଟାମିନ୍ ଏ ଔଷଧ ଖୁଆଇବାକୁ ଦେଇଥିଲେ। ସେହି ଟିମ୍ରେ ସାମିଲ ଥିଲା…
Archives


