ବଢୁଛି ମହାରାଷ୍ଟ୍ର ପୋଲିସର ଚିନ୍ତା, ଗୋଟିଏ ଦିନରେ ୮୦ ପୋଲିସ କରୋନା ପଜିଟିଭ
ମୁମ୍ବାଇ,,୨୬।୫: କରୋନା ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏବେ ସେଠାରେ କରୋନା ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବର୍ତ୍ତି ପାରୁ ନାହାନ୍ତି। ମହାରାଷ୍ଟ୍ର ପୋଲିସରେ ଗୋଟିଏ ଦିନରେ ୮୦ ଜଣ ପୋଲିସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା...
ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ: ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ
ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରକୁ ଏକ ବର୍ଷ ପୂରଣ ବେହାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ କାର୍ଯ୍ୟକ୍ରମରେ ଯେମିତି କିଛି ବାଧା ସୃଷ୍ଟି ନ...
ଭାରତରେ ଦେଢ଼ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ ୫୨ ହଜାରରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଖୁବ୍ ଶୀଘ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବ। ମଙ୍ଗଳବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୫ ହଜାର ୪୫୬ ରହିଛି। ଏବେ ପ୍ରତିଦିନ...
ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ
କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ ଘଟିଥିଲା। ତେବେ ପତି ପୂର୍ବ ଯୋଜନା ମୁତାବକ ବାହାରକୁ ଯାଇ ନିଜ ସାଙ୍ଗରେ...
ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଲକ୍ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁକିଛି ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୨ମାସ ହେଲା ଦେଶରେ...
ହିମାଚଳରେ ବଢ଼ିଲା ଲକ୍ଡାଉନ୍ ଅବଧି
ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ୫ ସପ୍ତାହ ଲାଗି ବୃଦ୍ଧି କରାଯାଇଛି। ଜୟରାମ ଠାକୁରଙ୍କ ନେତୃତ୍ୱାଧୀନ ଭାଜପା ସରକାର ହମିରପୁର ଏବଂ ସୋଲାନ୍...
ଧରାହେଲା ଗୁପ୍ତଚର ପାରା
ଶ୍ରୀନଗର,୨୬ା୫: ଜମ୍ମୁ-କଶ୍ମୀରର କଠୁଆ ଜିଲାରୁ ସ୍ଥାନୀୟ ଲୋକେ ଏକ ଗୁପ୍ତଚର ପାରାକୁ ଧରିଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପାରା ହୀରାନଗର ସେକ୍ଟରରେ ଉଡୁଥିବାବେଳେ ମନ୍ୟାରି ଗ୍ରାମର ଲୋକେ ତାହାକୁ ଧରିଥିଲେ। ପାରା ଗୋଡ଼ରେ ଲାଗିଥିବା ଏକ ରିଙ୍ଗ୍ରେ କେତେକ ସଂଖ୍ୟା...
ଜୁଲାଇରୁ ସ୍କୁଲ ଖୋଲିବାକୁ ଯୋଜନା
ନୂଆଦିଲ୍ଲୀ,୨୬ା୫: ଲକ୍ଡାଉନ ପରେ ପ୍ରଥମେ ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲକୁ ଆସିବେ ନାହିଁ। ୩୦ ପ୍ରତିଶତ ଉପସ୍ଥାନରେ ସାମାଜିକ...
ଅଶୋକ ଚଭନଙ୍କୁ କରୋନା
ମୁମ୍ବାଇ,୨୬ା୫: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ବରିଷ୍ଠ କଂଗ୍ରେସ ନେତା ଚଭନ ଏବେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଅଛନ୍ତି। ସେ ବାରମ୍ବାର ମୁମ୍ବାଇ ଓ ନିଜ ଜିଲା...
ମାଇଗ୍ରେଶନ କମିଶନ ଗଠନ କରିବେ ୟୁପି ସରକାର
ଲକ୍ଷ୍ନୌ,୨୬ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ୨୩ ଲକ୍ଷ ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶ ଫେରିଲେଣି। ଏବେ ସେମାନଙ୍କୁ ନିଯୁକ୍ତି ଓ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ...
ଫୁସ୍ଫୁସ୍ରେ ରକ୍ତ ଜମାଟ ମୃତ୍ୟୁର ପ୍ରମୁଖ କାରଣ
ନୂଆଦିଲ୍ଲୀ, ୨୬ା୫: ବିଭିନ୍ନ ଦେଶରେ କୋଭିଡ୍-୧୯ ସଂକ୍ରମଣଜନିତ ବହୁ ସଂଖ୍ୟାରେ ମୃତ୍ୟୁ ଏହାର ଭୟାବହତାକୁ ଦର୍ଶାଉଛି। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ସାଧାରଣତଃ ଶ୍ୱାସକ୍ରିୟାରେ ବିଫଳତା ଯୋଗୁ ହେଉଥିବା ତଥ୍ୟ କହୁଛି। କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ବାଧାପ୍ରାପ୍ତ...
ଉତ୍ତରପୂର୍ବ ଭାରତରେ ଭୂକମ୍ପ
ନୂଆଦିଲ୍ଲୀ,୨୬ା୫: ଉତ୍ତରପୂର୍ବ ଭାରତରେ ସୋମବାର ରାତି ୮ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁର ହୋଇଥିବାବେଳେ ଏହାର ଝଟକା ଆସାମ, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ ଅନୁଭୂତ ହୋଇଥିଲା।...
Archives


