ଭୂକମ୍ପରେ ବହୁ ଘର କ୍ଷତିଗ୍ରସ୍ତ
ଆଇଜଲ,୨୩ା୬(ପି.ଟି.) ମିଜୋରାମରେ ସୋମବାର ଭୋର ସମୟରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବିଭିନ୍ନ ସ୍ଥାନରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ତେବେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।...
୨୦ରୁ କମ୍ ପିଏଲ୍ଏ ସୈନ୍ୟ ନିହତ ହୋଇଥିବା ଚାଇନା ମାନିଲା
ନୂଆଦିଲ୍ଲୀ,୨୩ା୬(ଆଇଏଏନ୍ଏସ୍): ଗତ ୧୫ ତାରିଖରେ ଲଦାଖ ଅନ୍ତର୍ଗତ ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ)ର ୨୦ରୁ କମ୍ ସୈନ୍ୟ ନିହତ ହୋଇଥିବା କଥା ଚାଇନା ସୋମବାର ପ୍ରଥମ ଥର ପାଇଁ ସ୍ବୀକାର କରିଛି। ମୃତକଙ୍କ ମଧ୍ୟରେ...
ଚାଇନା ବିରୋଧରେ ବିଶ୍ୱ ଶକ୍ତି ଏକାଠି
ନୂଆଦିଲ୍ଲୀ,୨୩ା୬(ଆଇଏଏନ୍ଏସ୍): ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ କରାଇଥିବା ଚାଇନା ଦୋଷ ଲୁଚାଇବାକୁ ଜୋର୍ଦାର ପ୍ରଚାର ଚଳାଇଛି। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ବେଜିଂ ଉଭୟ ସ୍ଥଳଭାଗ ଓ ଜଳରାଶିରେ ନିଜର ସୀମା ବଢ଼ାଇବା ପାଇଁ ଉଦ୍ୟମ ଜାରି...
ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ
ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବାବେଳେ ସ୍ବଭାଗ୍ୟବଶତଃ ସ୍ଥାନୀୟ ଅଞ୍ଚଳର କିଛିଲୋକ ନଦୀକୁ ଡେଇଁ କାରରୁ ନବଦମ୍ପତ୍ତିଙ୍କୁ...
ଏନ୍ସିପିରୁ ଇସ୍ତଫା ଦେଲେ ବାଘେଲ
ଗାନ୍ଧୀନଗର,୨୨।୬: ଗୁଜରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ ଏନ୍ସିପିର ରାଷ୍ଟ୍ରୀୟ ମହାସଚିବ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ଏଥିସହ ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏନେଇ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଓ ମହାସଚିବ ପ୍ରଫୁଲ୍ଲ...
କରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗଦେଲେ ୩୧ ଆର୍ପିଏଫ୍ ଯବାନ
ଚେନ୍ନାଇ,୨୨।୬: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁସ୍ଥତା ହାର ମଧ୍ୟ ଅନ୍ୟଦେଶ ଅପେକ୍ଷା ଭଲ ରହିଛି। ସୋମବାର ଚେନ୍ନାଇର ୩୧ ଆର୍ପିଏଫ୍ ଯବାନ କରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହାପରେ ତାଙ୍କୁ...
ଅଧା ବିଜୁଳି ବିଲ୍ ଦେବେ ଗ୍ରାହକ!
ଭୋପାଳ,୨୨।୬: ଦେଶରେ କରୋନା ଭାଇରସକୁ ନେଇ ଲକ୍ଡାଉନ ଚାଲିଥିବା ବେଳେ ଲୋକେ ଘରେ ବସି ରହିଥିଲେ। କେହି କେହି ଏହି ସମୟରେ ରୋଜଗାର ମଧ୍ୟ ହରାଇଛନ୍ତି। ଏପରି ସ୍ଥଳେ ମଧ୍ୟପ୍ରଦେଶ ସରକାର ବିଦ୍ୟୁତ୍ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।...
ଗତ ୨୪ ଘଣ୍ଟାରେ ଦେଶରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ୪୪୫
ନୂଆଦିଲ୍ଲୀ,୨୨।୬: ଦେଶରେ ସୋମବାର ପୁଣି ନୂଆ ୧୪,୮୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କରୋନା ଜନିତ ସର୍ବାଧିକ ୪୪୫ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...
ହୋମ୍ କ୍ୱାରାଣ୍ଟାଇନ୍ରେ ସଲମାନଙ୍କ ଭଉଣୀ!
ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର ମଣ୍ଡିକୁ ଗସ୍ତ କରିଛନ୍ତି। ମଣ୍ଡି ପହଞ୍ଚିବା ପରେ ଅର୍ପିତା ଓ ତାଙ୍କ ପରିବାରକୁ...
ଚାଇନା ବିରୋଧରେ ତାତିଲେ ବ୍ୟବସାୟୀ: #ବୟକଟ୍ଚାଇନାର ଲଗାଇଲେ ୧୫ ହଜାର ପୋଷ୍ଟର
ଜୟପୁର,୨୨।୬: ଗତ କିଛି ଦିନରୁ ଲଦାଖ ଏଲ୍ଏସିରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଛି। ଜୁନ ୧୫ ରାତିରେ ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ସୈନ୍ୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଏହି ସଂଘର୍ଷରେ...
ଖୁସି ଖବର: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସୁସ୍ଥତା ହାର
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏହା ସରକାର ତଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ହେଲେ ଖୁସିର କଥା ହେଉଛି ଦେଶରେ ବେଳକୁ ବେଳ ସୁସ୍ଥତା ହାରରେ ବୃଦ୍ଧି ପରିଲକ୍ଷିତ...
ମାତ୍ର ୧୨୦ ଭାରତୀୟ ଯବାନଙ୍କ ଦ୍ୱାରା ୧୩୦୦ ଚାଇନା ସୈନ୍ୟ ହୋଇଥିଲେ ନିହତ
ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ଯୋଗୁ ଭାରତ ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଚାଇନା ୧୯୬୨ର ଇତିହାସକୁ ଏବେ ବି ଭୁଲିନି। ନଭେମ୍ବର ୧୮ ତାରିଖ ଦୀପାବଳି ଦିନ ଲଦାଖର ଚୁଶୁଲ ଘାଟିରେ ୧୩୦୦...
Archives


