୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର
ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍ଙ୍କ…
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି
ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍ ଆଦ୍ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟକ୍କର ଦେବା ଲାଗି ଏଏପି ଅଣ୍ଟା ଭିଡ଼ିଛି। ଏଏପିର ରାଷ୍ଟ୍ରୀୟ ସଂଯୋଜକ…
ଆୟୁଷ ଡାକ୍ତର କରୋନା ପ୍ରତିରୋଧକ ସମ୍ପର୍କିତ ପରାମର୍ଶ ଦେଇ ପାରିବେ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୫।୧୨: ଏଣିକି ଆୟୁଷ ଡାକ୍ତର କରୋନା ମହାମାରୀ ସଂକ୍ରମଣ ସମ୍ପର୍କିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ। କରୋନା ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତରମାନେ ସରକାରୀ ସରକାରୀ ସ୍ବୀକୃତି ପ୍ରାପ୍ତ ଆବଶ୍ୟକ ଔଷଧ ଏବଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ…
୧୪୦୦ ଘରୋଇ ସ୍କୁଲରେ ଅନ୍ଲାଇନ୍ କ୍ଲାସ୍ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ
ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ ବନ୍ଦ…
ହାଇଜାକ ହୋଇଛି କୃଷକ ଆନ୍ଦୋଳନ: କଂଗ୍ରେସ ଏମ୍ପି
ଲୁଧିଆନା,୧୫ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନ ଏବେ ଭିନ୍ନ ମୋଡ ନେବାରେ ଲାଗିଲାଣି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇ ଗଲାଣି । ଲୁଧିଆନାର କଂଗ୍ରେସ ଏମ୍ପି ରବନିତ ସିଂ ବିଟ୍ଟୁ ପୁଣିଥରେ…
କରୋନା ସଂକ୍ରମଣରେ ନୌସେନା ଭାଇସ୍ ଆଡମିରାଲଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ବିଳମ୍ବିତ ରାତ୍ରରେ ତାଙ୍କର ସ୍ବାସ୍ୟାବସ୍ଥା ଅଧିକ…
କିଛିଦିନ ପାଇଁ ବନ୍ଦ ହେଲା ଆଇଆଇଟି ମାଡ୍ରାସ
ଚେନ୍ନାଇ,୧୫ ।୧୨: ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ(ଆଇଆଇଟି) ମାଡ୍ରାସକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏଠାରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତାମିଲନାଡୁର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ,…
କରୋନା ସଂକ୍ରମଣ ଆତଙ୍କ: ସଂସଦର ଶୀତ ଅଧବେଶନ ବାତିଲ
ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ହେବାକୁ ଥିବା ସଂସଦର ଶୀତ ଅଧବେଶନକୁ ବାତିଲ କରି ଦିଆଯାଇଛି। ଏସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ତେବେ…
ଅନ୍ନଦାତାଙ୍କ ସହିତ ହେବ ନାହିଁ ଅନ୍ୟାୟ: ନୀତିନ ଗଡ଼କରୀ
ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ, ଅନ୍ନଦାତାଙ୍କ ସହିତ କୌଣସି ଅନ୍ୟାୟ ହେବ ନାହିଁ। କୃଷି…
ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର
ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ ପାଣିପାଗ ସମ୍ପର୍କିତ ତଥ୍ୟ ଓ ପରାମର୍ଶ ଦେବନାହିଁ, ପଡୋଶୀ ଦେଶଗୁଡ଼ିକ ମଧ୍ୟ ଏଥିରୁ ଉପକୃତ…
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ, ୧୫।୧୨(ପି.ଟି.): ଭାରତରେ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ଲାଗି ଜଣେ ୯୪ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ…
ଡାର୍କ ଓ୍ବେବ୍ରେ ନକଲି ଟିକା
ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସାଇଟ୍ ତଥା ଡାର୍କ ଓ୍ବେବରେ ଲୋକଙ୍କୁ ନିଜ…
Archives


