ଜାତୀୟ

ମରାଠା ସଂରକ୍ଷଣ: ଅନଶନ ଭାଙ୍ଗିଲେ ମନୋଜ

ମୁମ୍ବାଇ,୨।୧୧: ମରାଠା ସଂରକ୍ଷଣକୁ ନେଇ ଅନଶନରେ ବସିଥିବା ମନୋଜ ଜରାଙ୍ଗେ ତାଙ୍କର ୯ଦିନର ଉପବାସ ଶେଷ କରିଛନ୍ତି। ୨ମାସ ମଧ୍ୟରେ ମରାଠା ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ସେ ସରକାରଙ୍କୁ କହିଛନ୍ତି। ଉପବାସ ଭାଙ୍ଗିବାକୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନେ ପ୍ରବର୍ତ୍ତାଇବା...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ରାୟପୁର,୨।୧୧: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଛତିଶଗଡରେ ପହଞ୍ଚିଛନ୍ତି ଏବଂ ଗୁରୁବାର କାଂକେରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ...

ଦିଲ୍ଲୀ-ପଞ୍ଜାବ ଏକ୍ସାଇଜ ପଲିସିକୁ ସିଦ୍ଧୁ ଦେଲେ ଚୋରି-ଠକେଇ ନାମ, ଲଗାଇଲେ ଗୁରୁତର ଅଭିଯୋଗ

ଚଣ୍ଡିଗଡ଼,୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ ଏବଂ ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ର ମଦ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପଟିଆଲାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ ଆମ ଆଦମୀ ପାର୍ଟିକୁ...

ପ୍ରଶ୍ନପତ୍ର ଲିକ୍‌ ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ସମନ

ଜୟପୁର,୨।୧୧: ନିର୍ବାଚନ ପୂର୍ବରୁ କଂଗ୍ରେସର ଅଢୁଆ ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ସ୍କୁଲ ଶିକ୍ଷକ ଚୟନରେ ପ୍ରଶ୍ନପତ୍ର ଲିକ୍‌ ଏବଂ ଆର୍ଥିକ ଅପରାଧ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ...

ମହୁଆଙ୍କୁ ପଚରାଗଲା ଅନୈତିକ ପ୍ରଶ୍ନ, ଏଥିକ୍ସ କମିଟି ବୈଠକରେ ଜୋରଦାର ହଙ୍ଗାମା

ନୂଆଦିଲ୍ଲୀ,୨।୧୧: ଟିଏମସି ଏମପି ମହୁଆ ମୋଇତ୍ର ଗୁରୁବାର କ୍ୟାସ କ୍ୟୋରୀ ମାମଲାରେ ସଂସଦର ନୈତିକ କମିଟି ବା ଏଥିକ୍ସ କମିଟି ନିକଟରେ ହାଜର ହୋଇଥିଲେ। ସକାଳେ ସଂସଦରେ ପହଞ୍ଚିଥିବା ମହୁଆ ହଠାତ୍‌ ମଧ୍ୟଭାଗରୁ ସଭା ଛାଡି ଅପରାହ୍ନରେ ବାହାରକୁ ଆସିଥିଲେ।...

‘ମୋ ଶରୀରକୁ ତ ଗିରଫ କରିଦେବେ ହେଲେ…’ ଇଡିର ନୋଟିସ ମଧ୍ୟରେ କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି...

ଯେଉଁଦିନ ନିର୍ବାଚନ ଫଳାଫଳ ଆସିବ ଜାଣିନି ମୁଁ ବାହାରେ ଥିବି କି ଜେଲ୍‌ରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ଇଡି ପଚରାଉଚରା ପାଇଁ ଡକାଇଥିଲା। ଏହି ସମୟରେ ସେ ଇଡିରେ ହାଜର ହେବା ପରିବର୍ତ୍ତେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏକ ରୋଡ୍‌ ଶୋ କରିଥିଲେ।  ତାଙ୍କ...

ଗୋଟିଏ ଦିନ ପୂର୍ବରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେଲା ଭାଜପା

ଜୟପୁର,୨।୧୧: ଭାରତୀୟ ଜନତା ପାର୍ଟି (ଭଜେପା) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫୮ ଜଣ ପ୍ରାର୍ଥୀଙ୍କୁ ଭାଜପା ଟିକେଟ ଦେଇଛି। ଦଳ ଖଣ୍ଡେଲାରୁ ସୁଭାଷ ମିଲ, ବଲ୍ଲଭନଗରରୁ ଉଦୟ ଲାଲ...

ଯେଉଁଠି କଂଗ୍ରେସ ରହିବ ସେଠାରେ ବିକାଶ ହେବ ନାହିଁ: ମୋଦି

ରାୟପୁର,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର କାଂକେରରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ରାଜ୍ୟର ଶାସକ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଏହି ଦଳ ଉପସ୍ଥିତ ଅଛନ୍ତି ସେଠାରେ ବିକାଶ...

ଇଡି ଅଧିକାରୀ ନଭଲ କିଶୋର ମିଣାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ କଲା ରାଜସ୍ଥାନ ଏସିବି

ଜୟପୁର,୨।୧୧: ଏସିବି ଇଡିର ଅଧିକାରୀ ନଭଲ କିଶୋର ମିଣାଙ୍କୁ ଟ୍ରାପ କରିଛି। ଏସିବି ଦଲାଲ ବାବୁଲାଲଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି।  ଏସିବିର ବରିଷ୍ଠ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ଏସିବି ଅନେକ ସ୍ଥାନରେ...

କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି...

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ହାଇଦ୍ରାବଦ୍‌,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍‌ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri