ବିବାହକୁ ହୋଇଥିଲା ୨ ଦିନ, ଦେଶ ସେବା ପାଇଁ ବାହାରିଲେ ସ୍ବାମୀ, ଲୁହ ଛଳଛଳ ଆଖିରେ ବିଦାୟ ଦେଇ ସ୍ତ୍ରୀ କହିଲେ…
ମୁମ୍ବାଇ,୧୦ା୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଅନୁଭବୀ ହିଁ…
ପାକିସ୍ତାନର ପୋଲ୍ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ
ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ ଏହାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଛି। ଏଥିରେ ଡ୍ରୋନ ଏବଂ ଅନ୍ୟାନ୍ୟ ଯୁଦ୍ଧ…
ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ମହିଳା ପାଇଲଟ ଶିବାନୀ ସିଂଙ୍କୁ ବନ୍ଦୀ ରଖିବା ଖବର ସମ୍ପୂର୍ଣ୍ଣ ଗୁଜବ
ନୂଆଦିଲ୍ଲୀ,୧୦।୫: ଭାରତର ଅପରେଶନ ସିନ୍ଦୁର ପରେ, ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା…
‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ
‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି…
ପାକିସ୍ତାନ ଗୁଳିରେ ଟଳିପଡ଼ିଲେ ସରକାରୀ ଅଧିକାରୀ: ମୁଖ୍ୟମନ୍ତ୍ରୀ କହିଲେ, ମୋ ପାଖରେ ଶବ୍ଦ ନାହିଁ…
ଶ୍ରୀନଗର,୧୦।୫: ଜମ୍ମୁ-କଶ୍ମୀରର ରାଜୌରୀରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଅବଦୁଲ୍ଲା ଅଧିକାରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି।…
ପାକିସ୍ତାନର ଦୁଇ ଯୁଦ୍ଧ ବିମାନ ଖସାଇଲା ଭାରତ, ପାଇଲଟ୍ଙ୍କୁ ଖୋଜୁଛି ବାୟୁସେନା
ନୂଆଦିଲ୍ଲୀ,୧୦ା୫: ରାତିସାରା ଭାରତୀୟ ସୀମାନ୍ତ ସହରଗୁଡ଼ିକ ଉପରେ ପାକିସ୍ତାନର ନିରନ୍ତର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଇସଲାମାବାଦ, ରାଓ୍ବଲପିଣ୍ଡି ଏବଂ ଲାହୋର ସମେତ ପ୍ରମୁଖ ପାକିସ୍ତାନୀ ସହରଗୁଡ଼ିକରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି ଭାରତ। ଭାରତ ତିନୋଟି ପାକିସ୍ତାନୀ…
ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍
ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍ଆଉଟ୍ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍ ଏବଂ…
ପାକିସ୍ତାନର ୪ ଏୟାରବେସ୍କୁ ଧ୍ୱଂସ କଲା ଭାରତ: ଚାରିଆଡେ ଖେଳିଗଲା ହଇଚଇ
ନୂଆଦିଲ୍ଲୀ,୧୦।୫: ଭାରତର ଆକ୍ରମଣାତ୍ମକ ମନୋଭାବ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନରେ ଥିବା ଅତି କମରେ ୪ଟି ଏୟାରବେସ୍ ଉପରେ ଆକ୍ରମଣ କରିଛି। ରାୱଲପିଣ୍ଡିରେ ନୁର ଖାନ ଏୟାରବେସ୍, ସୋରକୋଟର ରଫିକି ଏୟାରବେସ୍, ଚକୱାଲରେ ମୁରିଦ ଏୟାରବେସ…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ମେ’ ୧୫ ଯାଏ ବନ୍ଦ ରହିବ ୨୪ ବିମାନବନ୍ଦର, ଜାଣନ୍ତୁ…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୨୪ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରେଶନ ସିନ୍ଦୂର’ ଅନୁଯାୟୀ ଭାରତର ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ…
ଭାରତର ୨୬ସହର ଉପରେ ଆଟାକ୍ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ
ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ…
ବଡ଼ ଖବର: ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ସରକାର ବି…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ…
Archives


